ରାୟଗଡ଼ ମେନ୍ ରୋଡ଼ ସ୍ଥିତ ସାବିତ୍ରୀ ଜେୱେଲେରସ ସୁନା ଦୋକାନରେ ଚାଲିଛି ଅଚାନକ ଆୟକର ବିଭାଗର ଛପା।

ରାୟଗଡା,(ପ୍ରଫୁଲ କୁମାର ବେହେରା):- ରାୟଗଡ଼ ମେନ୍ ରୋଡ଼ ସ୍ଥିତ ସାବିତ୍ରୀ ଜେୱେଲେ ର ସ ସୁନା ଦୋକାନରେ ଚାଲିଛି ଅଚାନକ ଆୟକର ବିଭାଗର ଛପା। ବଡୁଥିବା ଦୁର୍ନୀତି ଏବଂ Gst ଠକେଇ ଏବଂ ଆୟକର ଟିକସ ଫାଙ୍କିଥିବା ଅଭିଯୋଗରେ ଆଜି ଅଚାନକ ଆୟକର ବିଭାଗ ଚଡାଉ କରିଛି। ରାୟଗଡ଼ ମେନ୍ ରୋଡ଼ ସ୍ଥିତ ସାବିତ୍ରୀ ଜେୱେଲେରସ୍ ରେ। ଏ ନେଇ ଆସିଥିବା ଅଧିକାରୀ ମାନଙ୍କ ପ୍ରତିକ୍ରିୟା ମିଳି ନ ଥିଲା ବେଳେ, ସୁନା ଦୋକାନି ସ୍ଵୟଂ କିନ୍ତାଲି ଅମର ନାଥ କହିଛନ୍ତି ଯେ, ଏହା ବାର୍ଷିକ ସର୍ବେ ବୋଲି । ତେବେ ଏ ନେଇ ଦୋକାନୀ ଏବଂ ଆସିଥିବା ଆୟକର ବିଭାଗ ଅଧିକାରୀଙ୍କ ମଧ୍ୟରେ କିଛି ମଧୁ ଚନ୍ଦ୍ରିକା ଚାଲିଛି କି ବୋଲି ସ୍ଥାନୀୟ ଲୋକମାନେ ଅନୁମାନ କରାଯାଉଛି।