ବିଶ୍ଵରୂପା ଏଲ୍ ଏ ଫାର୍ମର ପ୍ରଡିୟୁସର୍ କମ୍ପାନୀ ଲିମିଟେଡ ସଦର ବ୍ଲକ ଢେଙ୍କାନାଳରେ ଗୁରୁତ୍ବ ପୂର୍ଣ୍ଣ ବୈଠକ

ଢେଙ୍କାନାଳ,(ଶୁଭମ ପାଣି): ଆଦ୍ୟ ତ୬.୧୦.୨୦୨୩ ରିଖ ଦିନ ବଳରାମ ମନ୍ଦିର ପ୍ରାଙ୍ଗଣ ରେ ବିଶ୍ଵରୂପା ଏଲ୍ ଏ ଫାର୍ମର ପ୍ରଡିୟୁସର୍ କମ୍ପାନୀ ର ଏକ ଗୁରୁତ୍ବ ପୂର୍ଣ୍ଣ ବୈଠକ ବସିଥିଲା । ଉକ୍ତ ବୈଠକରେ ଶ୍ରୀଯୁକ୍ତ ସାରଙ୍ଗଧର ରାଜ ଅଧ୍ୟକ୍ଷତାରେ କମ୍ପାନୀ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ଯଥା ସିଇଓ ଓ ଆକାଉଣ୍ଟାଣ୍ଟ ଙ୍କ ପରିଚୟ ଓ ସେମାନଙ୍କର କାର୍ଯ୍ୟ ସମ୍ପର୍କରେ ଆଲୋଚନା ,ନୂତନ କାର୍ଯ୍ୟାଳୟ ନିମନ୍ତେ ଆଲୋଚନା କରିଥିଲେ। ଏହି ବୈଠକରେ ଅନ୍ୟ ସମସ୍ତ ସଦସ୍ୟ ଯଥା ବିଷ୍ଣୁ ପ୍ରସାଦ ହୋତା ,ଶ୍ରୀବତ୍ସ ବରାଳ,ସଂଗ୍ରାମ କେଶରୀ ମହାନ୍ତି , ଶ୍ରିମତି ଜାନବାଳା ରାଜ,ଗୋପାଳ କୃଷ୍ଣ ବେହେରା ,ବିଭୂତି ଭୂଷଣ ଦାସ , ବିଷ୍ଣୁ ଚରଣ ବିଶ୍ଵାଳ ଗୌତମ ଚନ୍ଦ୍ର ପରିଡା , ଜମ୍ବେଶ୍ଵର ବିଶ୍ଵାଳ ଯୋଗଦେଇଥିଲେ । ବୈଠକ ଶେଷରେ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ହୋତା ଧନ୍ୟବାଦ୍ ଜଣାଇ ସଭା ସାଙ୍ଗ କରିଥିଲେ