ଢେଙ୍କାନାଳ୨୪/୦୫,(ଶୁଭମ ପାଣି ) ଦୋଳମଣ୍ଡପ ସାହି ସ୍ଥିତ ରାଧାକୃଷ୍ଣ ବଜାରରେ ମା ମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଏକ ପାଲିଙ୍କି ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଂର୍କୀତନ ଦ୍ବାରା ସହର ପରିକ୍ରମା କରାଯାଇ ମନ୍ଦିର ନିକଟକୁ ବିମାନ କୁ ଅଣାଯାଇଥିଲା। ଏହି ପୂଜା କାର୍ଯ୍ୟ ପଣ୍ତିତ ରୂଦ୍ରନାରାୟଣ କବିଶତପଥି, ପଣ୍ଡିତ ସତ୍ୟନାରାୟଣ ମିଶ୍ର, ପଣ୍ଡିତ ଭରତଭୂଷଣ ରଥ, ପଣ୍ଡିତ ଅଭିଷେକ ଆଚାର୍ଯ୍ୟ, ମନ୍ଦିର ର ପୂଜକ ପଞ୍ଚାନନ ବେହେରା , ମନ୍ଦିର ନିର୍ମାତା ଶୁଶିଲ ସାହୁ ଓ ସଦାନନ୍ଦ ସାହୁ କର୍ତ୍ତା ଗଦାଧର ଷଣ୍ଢ , କର୍ତ୍ତୀ ଝୁନୁ ଷଣ୍ଢ, କର୍ତ୍ତା ସନ୍ତୋଷ ଦାସ କର୍ତ୍ତୀ ରୋଜାଲିନ ଦାସ, ସଭାପତି ଗଦାଧର ଷଣ୍ଢ, ଉପସଭାପତି ଗୋବିନ୍ଦ ଷଣ୍ଢ ଓ କର୍ମକର୍ତ୍ତା ଦିଗାମ୍ବର ବେହେରା,ସନ୍ତୋଷ କୁମାର ବେହେରା, ସୁଧାକର ବେହେରା,କୁନା ଦାସ, ସୁଧାକର ଦାସ, କାଳିଆ ଦାସ, ରୋହିତ ଦାସ, ସୁଧାକର ଷଣ୍ଢ, ବଟ ବେହେରା,ଟିକି ବେହେରା, ଗନ୍ଧର୍ବ ଦାସ, ପବି ମହାପାତ୍ର, ବୁବୁ ଦାସ ଓ ସମସ୍ତ ଭକ୍ତମାନଙ୍କ ଉପସ୍ଥିତ ରେ ମା ମଙ୍ଗଳାଙ୍କୁ ପାଲିଙ୍କିରେ ନଗର ପରିକ୍ରମା ଉତ୍ସବ ପାଳିତ।