ମାଁ ଘଣ୍ଟ ପର୍ବ ଯାତ୍ର ରେ ଯୋଗଦାନ କଲେ ଆଇନ ମନ୍ତ୍ରୀ ଓ ବିଜୁ ସ୍ଵାସ୍ଥ୍ଯ କଲ୍ୟାଣ ଯୋଜନାର ଉପଦେଷ୍ଟ

ମୁନିଗୁଡା,(ପ୍ରଫୁଲ କୁମାର ବେହେରା):ରାୟଗଡା ଜିଲ୍ଲାର ମୁନିଗୁଡା ଟିକରପଡାରେ ମାଁ ଠାକୁରାଣୀଙ୍କ ଯାତ୍ର ଓ ଘଣ୍ଟ ପର୍ବ ଯୋଗଦାନ କଲେ ପଛୁଆବର୍ଗ କଲ୍ୟାଣ ବିଭାଗର ଓଡିଶା ସରକାର ଓ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଏବଂ ବିଜୁ ସ୍ଵାସ୍ଥ୍ଯ କଲ୍ୟାଣ ଯୋଜନାର ଉପଦେଷ୍ଟ ସୁଧୀର କୁମାର ଦାସ, ବିଜେଡି ଜିଲ୍ଲା ସମ୍ପାଦକ ପୂର୍ଣଚନ୍ଦ୍ର ଗୌଡ,ବରିଷ୍ଠ ବିଜେଡି ନେତା ବ୍ଲକ ସଭାପତି ରତ୍ନଲାଲ ଜୈନ,ବୂନ୍ଧାବନ ପାଡି, ରାଜ୍ଯ ବିଜୁ କୂଷକ ମୁର୍ଚ୍ଚର ସଭାପତି ଜ୍ଯୋତି ସାହୁ,ସିମାଞ୍ଚଳ ଦାଶ,ବିଜେଡି ସାଂଗଠନିକ ପିଙ୍କୁ ପାତ୍ର,ଉପସ୍ଥିତ ରହି ମାଁ ଠାକୁରାଣୀଙ୍କ ଯାତ୍ର ସାମିଲ ହୋଇ ବହୁତ ସୁନ୍ଦର ମଜା ମସ୍ତି ନେଇଥିଲେ।ଏହି ଅବସରର ଟିକରପଡାର ନାୟକ ଦୟାନିଧି କୁଶୁଲିଆ ମାଁ ଠାକୁରାଣୀଙ୍କ ପରିଚାଳନ କମିଟି ପରାବା ଟାକିରୀ,ନରେନ୍ଦ୍ର ନାଗ,ଭାଗିରଥୀ ନାଗ,ରମେଶ ପାଣି,ଗରୀବ ଗରଡିଆ,ସୋମନାଥ କରକରିଆ,ରଞ୍ଜନ ନାଗ,ଟୁନା କରକରିଆ,ଶିଲୁ ବାଗ ଉପସ୍ଥିତ ରେ ସମସ୍ତ ଯୁବକ ଓ ଯୁବତୀ ମାନେ ଏହି ମାଁ ଠାକୁରାଣୀଙ୍କ ଯାତ୍ର ରେ ସାମିଲ ହୋଇଥିଲେ,ବିଜୁ ଜିଲ୍ଳା ପରିଷଦ ସଭ୍ଯ ମାଧବୀ କନ୍ଧାପାଣୀ ଆଇନ ମନ୍ତ୍ରୀ ଓ ବିଜୁ ସ୍ଵାସ୍ଥ୍ଯ କଲ୍ୟାଣ ଯୋଜନାର ଉପଦେଷ୍ଟ ଙ୍କୁ ସ୍ଵାଗତ ଜଣାଇଥିଲେ।ମୁନିଗୁଡା ର ଟିକରପଡା ସାହି ଠାରେ ବହୁ ସୁନ୍ଦର ଭାବରେ ମାଁ ଘଣ୍ଟ ପର୍ବ ଯାତ୍ର ସୁରୁଖୁରରେ ପାଳିତ ହୋଇ ଅଛି ।