ବିଷମକଟକ/ରାୟଗଡ-୨୩/୧୦(ପ୍ରଫୁଲ୍ଲ କୁମାର ବେହେରା): ସ୍ବାଧିନତା ର ୭୬ ବର୍ଷ ବିତିବାକୁ ବସିଲାଣି ,ହେଲେ ଏଵେ ବି ଲୋକେ ରାସ୍ତା ଅଭାବ ରୁ ଆବୁଲାନ୍ସ ସେବାରୁ ବଞ୍ଚିତ | ଏଭଲି ଏକ ଅଭାବନିୟ ଦ୍ରୁଶ୍ୟ ଦେଖିବାକୁ ପାଉଛୁ ,ରାୟଗଡା ଜିଲା ,ବିଷମକଟକ ବ୍କକ,ଡାଲିଆକୁଜି ପଞ୍ଚାୟତ ର କୋଡିଗୁମା ଗ୍ରାମର ହରିଜନ ସାହି ରେ , ଗ୍ରାମ ଲୋକ ଙ୍କ ସୁଚିତ ନୁଯାଇ ,ଦୀର୍ଘ ବର୍ଷ ହେବ ସାହି ଲୋକ ହାଟମୁନିଗୁଡା ପଞ୍ଚାୟତ ରୁ ଆରମ୍ବ କରି,ବର୍ତମାନ ଭାବେ ହେବା ଡାଲିଆକୁଜି ପଞ୍ଚାୟତ କୁ ମଧ୍ୟ ରାସ୍ତା ର ଅଭିଯୋଗ ନେଇ ବାରମ୍ବାର ଦ୍ବାରସ୍ତ ହେଲେ ବି କୈଣସି ଫଳପ୍ରଦ ହେଉନି ,ଏମିତିରେ ବି ନିଜେ Mp ସପ୍ତଗିରି ଉର୍ଲାକା ରାସ୍ତାଟିକୁ ଭଲଭାବେ ନିରିଖ୍ୟଣ କରି ଯାଇଛନ୍ତି |ନିରିଖ୍ୟଣ କରି ୪ ବର୍ଷ ବିତିବାକୁ ବସିଲାଣି ହେଲେ ଏ ଯାଇ ରାସ୍ତା ର ନା ଗନ୍ଦ ନାହି | ରାସ୍ତା ଅଭାବ ରୁ ଆବୁଲାନ୍ସ ସେବାରୁ ବାଦ୍ ପଡୁଛନ୍ତି କୋଡିଗୁମା ହରିଜନ ସାହି ଗ୍ରାମବାସି,ଆବୁଲାନ୍ସ ଆସି ଅଟକି ରହିଲା, ଗାଁ ରୁ ତନିକିମି ଦୁର ,ଟିକରପଡା ଆମ୍ବ ତୋଟା ରେ, ଭଲ କରି ଦେଖନ୍ତୁ ଏ ଦ୍ରୁଶ୍ୟ ,ଜନନି ଯନ୍ତ୍ରଣା ରେ ଅସମ୍ବାଲ ହେଉଥିବା ମହିଲା କୁ କେମେତି କୋଲେଇ କି ବୋହିନେଉଛନ୍ତି ମହିଳା ମାନେ, ଦୁଇ କିମି ଦୁର ବହୁ କଷ୍ଟ ରେ ବୋହି ନେଲା ପରେ ମୋଟର ସାଇକେଲ ଯୋଗେ ଆବୁଲାନ୍ସ ରେ ପହଞ୍ଚିଥିଲେ ,ତେବେ ଏଠି ପ୍ରଶ୍ନ ଉଠୁଛି ସରକାର ଙ୍କ ଯୋଜନା କାହାପାଇଁ ,ନା ଠିକାଦାର ଙ୍କୁ ମାଲେମାଲ କରିବାକୁ,ଅଭିଯୋଗ ପରେ କେବେ ପ୍ରସାସନ ଙ୍କ ଆଖିରୁ ନିଦ ଭାଙ୍ଗିବ ଦେଖିବାକୁ ବାକି ରହିଲା