ପଞ୍ଚପଟି ଗ୍ରାମର ଚିତ୍ରକାର ମାନେ ତାଙ୍କ ପୂର୍ବ ପୁରୁଷରୁ ଢେଙ୍କାନାଳ ସିଦ୍ଧବଳରାମ ଜିଉ ମନ୍ଦିର ପ୍ରାଙ୍ଗଣରେ ଠାକୁରଙ୍କୁ ରଙ୍ଗ କରିବା ସହିତ ଘରୋଇ ଜଗନ୍ନାଥ ମୂର୍ତ୍ତିମାନଙ୍କୁ ରଙ୍ଗ କରିଥାନ୍ତି ।
ନିଷ୍ଠାର ସହିତ ଠାକୁରଙ୍କ ଗୁପ୍ତ ନିତ କରିଥାନ୍ତି । ପୂର୍ବ ପୁରୁଷରୁ ଏହି ପରମ୍ପରା ବଜାୟ ରଖିଛନ୍ତି ଓ ଆଗକୁ ରହିବ ବୋଲି ଚିତ୍ରକାର ମାନେ କହିଛନ୍ତି । ଏମାନଙ୍କ ମଧ୍ୟରେ ଉଦୟ ମହାପାତ୍ର ,ଖଗେଶ୍ଵର ମହାପାତ୍ର ଓ ନାମେଶ୍ଵର ମହାପାତ୍ର ଓ ଅନ୍ୟ କର୍ମଚାରୀ ମାନେ ରଙ୍ଗ କାମ କରନ୍ତି ।