ବିରୋଧୀ ଦଳର ନେତା ପ୍ରଦୀପ ନାୟକ ଅବସ୍ଥା ଗୁରୁତର ICUରେ ଭର୍ତ୍ତି

ଭୁବନେଶ୍ୱର,୬।୫: ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ବିରୋଧୀ ଦଳର ନେତା ପ୍ରଦୀପ କୁମାର ନାୟକଙ୍କ ଅବସ୍ଥା ବିଗିଡିବାରେ ଲାଗିଛିି । ୨ ଦିନ ପୂର୍ବରୁ ଏମ୍ସରେ ଭର୍ତ୍ତି ହୋଇଥିବା ପ୍ରଦୀପଙ୍କୁ ଏବେ ଆଇସିୟୁର ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଭିଡିବାରେ ଲାଗିଛି । ତେବେ କିଛିଦିନ ପୂର୍ବରୁ ପ୍ରଦୀପଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା ।