ଏହି ଜିଲ୍ଲାକୁ ୭ ଦିନ ଶଟ୍‌ଡାଉନ୍‌ ଘୋଷଣା

ଝାରସୁଗୁଡା,୨୫।୦୯: ଝାରସୁଗୁଡା ଜିଲ୍ଲାରେ ମହାମାରୀ କରୋନାର ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି । ଏହାକୁ ରୋକ ଲଗାଇବା ପାଇଁ ଆଗାମୀ ୭ ଦିନ ପାଇଁ ଝାରସୁଗୁଡା ଜିଲ୍ଲାରେ ଶଟଡାଉନ୍‌ ଘୋଷଣା କରିଛି ଜିଲ୍ଲା ବାଣିଜ୍ୟ ସଂଘ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଖୋଲା ରହିବ।