ଭାଦ୍ର (ସିଂହ) ସେପ୍ଟମ୍ବର ୧୬ ତାରିଖ ୨୦୨୦
ମେଷ – ମାନହାନୀ ଘଟିପାରେ। ସତର୍କ ରୁହନ୍ତୁ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ବୃଷ – ପ୍ରତିରୋଧର ସାମ୍ନା କରବାକୁ ପଡିବ। ସହଯୋଗ କମ ମିଳିବ। ଆୟ ସ୍ଥିର ରହିବ।
ମିଥୁନ – ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ କରବେ। ଶରୀର ସୁସ୍ଥ ରହିବ। ମାନସିକ ଶାନ୍ତି ଅନୁଭବ କରିବେ।
କର୍କଟ – ଘାତଚନ୍ଦ୍ର ରହିଛି। ସତର୍କତା ଅବଲମ୍ବନ କରନ୍ତୁ। ଭଗବାନ ଶିବଙ୍କର ଉପାସନା କରନ୍ତୁ।
ସିଂହ – ସୁଖ ସନ୍ତୋଷ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।
କନ୍ୟା – ପ୍ରତାରଣାର ଶିକାର ହୋଇପାରନ୍ତି। ମାନସିକ ଅଶାନ୍ତି ଅନୁଭବ କରିବେ। ସ୍ୱାସ୍ଥ୍ୟ ଭଲ ରହିବ।
ତୁଳା – ପଥରୋଧ ଘଟିବାର ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ବିଛା – ସମ୍ମାନ ପ୍ରାପ୍ତି ହେବ। ମାନସିକ ସୁଖ ଲାଭ କରିପାରନ୍ତି। ଦିନଟି ଭଲରେ କଟିବାର ସମ୍ଭାବନା ରହିଛି।
ଧନୁ – ଦାନ ଧର୍ମ ପ୍ରତି ମନ ବଳାଇବେ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ସହଯୋଗ ମିଳିବ।
ମକର – ଘାତଚନ୍ଦ୍ର ରହିଛି। ଶନିଦେବଙ୍କର ଉପାସନା କରନ୍ତୁ ଲାଘବ ହେବ।
କୁମ୍ଭ – ବନ୍ଧୁ ମିଳନ ଘଟିବ। ଶରୀର ସୁସ୍ଥ ରହିବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ।
ମୀନ – ଦୁଃସାହସ ପ୍ରଦର୍ଶନ କରିବେ। ପ୍ରଶଂସିତ ହୋଇପାରନ୍ତି। ପାରିବାରିକ ସହଯୋଗ ମିଳିବ।