ଓଡିଶାରେ କାରୋନା ସମ୍ପର୍କିତ ମୃତ୍ୟୁ ରିପୋର୍ଟ ସଂଶୋଧିତ କଲେ ସରକାର, ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ୪

Biplabnews Bureau

ଭୁବନେଶ୍ଵର ୧୭।୦୫, କୋରୋନା ସମ୍ପର୍କିତ ମୃତ୍ୟୁ ରିପୋର୍ଟ ସଂଶୋଧିତ କଲେ ସରକାର, ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ୪, ଗଞ୍ଜାମରେ ମୃତ୍ୟୁ ହୋଇଥିବା ୨ ଜଣଙ୍କ ମଧ୍ୟରୁ ଜଣଙ୍କ ନମୁନା ନେଗେଟିଭ୍ |