ରାଜ୍ୟରେ ସୁସ୍ଥ ହେଲେ 24 କରୋନା ସଂକ୍ରମିତ, ଗଞ୍ଜାମ ଜିଲ୍ଲାରୁ ରହିଛନ୍ତି ସର୍ବାଧିକ

Biplabnews Bureau

ଭୁବନେଶ୍ବର ୧୭।୫: ରାଜ୍ୟ ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ 24 ଜଣ କୋରୋନା ଆକ୍ରାନ୍ତ । ଆଜି ସୁସ୍ଥ ହୋଇଥିବା ୨୪ ଜଣଙ୍କୁ ଡିସଚାର୍ଜ କରାଯାଇଛି । ଗଞ୍ଜାମର 19, ଯାଜପୁର ୩ ଓ ବାଲେଶ୍ୱରର ୨ ଲେଖାଏଁ ସୁସ୍ଥ । ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୨୦ରେ ପହଞ୍ଚିଲା ।