ଭାଦ୍ର (ସିଂହ) ସେପ୍ଟେମ୍ବର ୬ ତାରିଖ ୨୦୨୦
ମେଷ – ଶ୍ରୀଚନ୍ଦ୍ର ରହିଛି। ସର୍ବକୁଶଳ ଅନୁଭୂତ ହେବ। ଦିନଟି ଉତ୍ତମ ଫଳଦାୟକ ହେବାର ସମ୍ଭାବନା ରହିଛି।
ବୃଷ – ବ୍ୟୟ ବୃଦ୍ଧି ଯୋଗ ରହିଛି। ସତର୍କ ରୁହନ୍ତୁ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହେବ।
ମିଥୁନ – ଉତ୍ସାହିତ ହେବେ। ଆୟ ଅଧିକ ହୋଇପାରେ। ଦିନଟି ଭଲରେ କଟିବାର ଯୋଗ ରହିଛି।
କର୍କଟ – କାର୍ଯ୍ୟ ସଫଳ ହେବାର ସମ୍ଭାବନା ରହିଛି। ଆୟ ବୃଦ୍ଧି ହୋଇପାରେ। ଦିନଟି ଉତ୍ତମ ଫଳଦାୟକ ହେବ।
ସିଂହ – ସତସଙ୍ଗ ଲାଭ କରିବେ। ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଠିକ ରହିବ। ଦିନଟି ମଧ୍ୟମ ଫଳଦାୟକ ହୋଇପାରେ।
କନ୍ୟା – ଧନକ୍ଷୟ ଯୋଗ ରହିଛି। ସତର୍କ ରୁହନ୍ତୁ। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।
ତୁଳା – ସୁଖହାନୀ ଘଟିପାରେ। ଠକାମିର ଶିକାର ହୋଇପାରନ୍ତି। ସତର୍କ ରୁହନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ ଲାଘବ ହେବ।
ବିଛା – କ୍ରୋଧ ବୃଦ୍ଧି ଘଟିପାରେ। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ମାତା କାଳୀଙ୍କର ଉପାସନା ଅରନ୍ତୁ ଲାଘବ ହେବ।
ଧନୁ – ଲେଖା ପଢାରେ ଆଗ୍ରହ ବଢିବ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ଆୟ ସ୍ଥିର ରହିବ।
ମକର – ଶତ୍ରୁ ବୃଦ୍ଧି ଘଟିବାର ଯୋଗ ରହିଛି। ସୂର୍ଯ୍ୟଦେବଙ୍କର ଉପାସନା କରନ୍ତୁ ଲାଘବ ହେବ।
କୁମ୍ଭ – ପରିଶ୍ରମ ଅଧିକ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ସହଯୋଗ ମିଳିବ। ଆୟ ଠିକ ରହିବ।
ମୀନ – କେହି ବ୍ୟକ୍ତି ଆପଣଙ୍କୁ ଘୃଣାଭାବ ପ୍ରଦର୍ଶନ କରିପାରେ। ବଗଳାମୁଖୀ ସ୍ତ୍ରୋତ ପାଠ କରନ୍ତୁ ଲାଘବ ହେବ।