ଭାଦ୍ର (ସିଂହ) ଅଗଷ୍ଟ ୨୭ ତାରିଖ ୨୦୨୦
ମେଷ – ଧାର୍ମିକ ମନୋଭାବ ଜାଗ୍ରତ ହେବ। ପାରିବାରିକ ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ।
ବୃଷ – ଭୋଜନ ପ୍ରାପ୍ତି ଯୋଗ ରହିଛି। ମା’ ଲକ୍ଷ୍ମୀଙ୍କୁ ଉପାସନା କରନ୍ତୁ ଲାଘବ ହେବ।
ମିଥୁନ – ଆନନ୍ଦିତ ହେବେ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ଦିନଟି ଭଲରେ କଟିବାର ଯୋଗ ରହିଛି।
କର୍କଟ – ସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ। ସାହାଯ୍ୟ ସହଯୋଗ ମିଳିବ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ସିଂହ – କୋଣସି ବ୍ୟକ୍ତିଙ୍କ ଦ୍ଵାରା ଅପମାନିତ ହେବାର ଯୋଗ ରହିଛି। ହନୁମାନ ଚାଳିଶା ପାଠ କରନ୍ତୁ ଲାଘବ ହେବ।
କନ୍ୟା – ସଂଗଠନ ଦୃଢ ହେବ। ଆର୍ଥିକ ସ୍ଥିତି ଦୃଢ ରହିବ। ସହଯୋଗ ମିଳିବ।
ତୁଳା – ପ୍ରତିଷ୍ଠିତ ହେବେ। ବନ୍ଧୁ ସହଯୋଗ ମିଳିବ। ଆୟ ଅଧିକ ହେବାର ସମ୍ଭାବନା ରହିଛି।
ବିଛା – ପରାଧୀନ ହୋଇ କାର୍ଯ୍ୟ କରିବେ। ମନରେ ସାମାନ୍ୟ ଅଶାନ୍ତି ଦେଖାଦେଇପାରେ। ସହଯୋଗ ମିଳିବାର ସମ୍ଭାବନା ରହିଛି।
ଧନୁ – ପ୍ରାଧାନ୍ୟ ବୃଦ୍ଧି ହେବ। ସହଯୋଗ ମିଳିବ। ଆୟ ଭଲ ହେବ।
ମକର – ପଥରୋଧ ଘଟିପାରେ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
କୁମ୍ଭ – ସେବାପୂଜା ପ୍ରତି ଆକୃଷ୍ଟ ହେବେ। ମାନସିକ ଶାନ୍ତି ମିଳିବ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ମୀନ – କାର୍ଯ୍ୟ ଠିକ ଭାବରେ ସମ୍ପାଦିତ ହେବ। ମନରେ ଉତ୍ସାହ ବଢିବ। ବନ୍ଧୁମାନଙ୍କ ଠାରୁ ସହଯୋଗ ମିଳିପାରେ।