ବାଣପୁର ବାସୀ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ପାଇଁ ଦାୟୀ ଅପାରଗ ଅଫିସର।

ବାଣପୁର ୨୫ /୦୭ : ଖୋର୍ଦ୍ଧା ଜିଲ୍ଲାପାଳଙ୍କ OFFICE Order No-1562/24.07.2020 ମତ୍ତେ EPIDEMIC Disease ACT ର ଧାରା 2,3 ଓ 4 ଅନୁସାରେ ବର୍ତ୍ତମାନ ସଂକ୍ରମଣ ପରିସ୍ଥିତିକୁ ଲକ୍ଷରଖି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ Containment Zone ଘୋଷଣା କରିଛନ୍ତି । ଏଥିରେ OPD ବ୍ୟବସ୍ଥା ପାଇଁ ବିକଳ୍ପ ଭାବେ Telephone/Mobile ଜରିଆରେ Telemedicine ସୁବିଧା ଦେବା ପାଇଁ ଆଧିକାରୀଙ୍କୁ ନିର୍ଦେଷ ଥିବା ବେଳେ କୌଣସି ପ୍ରକାର ସୁବିଧା ନକରି ଏଠିକାର ଆଞ୍ଚଳିକ ସର୍ବସାଧାରଣଙ୍କୁ ସେମାନଙ୍କ ମୌଳିକ ଅଧିକାର (ସ୍ଵାସ୍ଥ୍ୟଗତ ଅଧିକାର) ରୁ ବଞ୍ଚିତ କରାଯାଉଛି ।