ଢେଙ୍କାନାଳ, (ଶୁଭମ ପାଣି) : ମା ଅମ୍ବିକା ଦଣ୍ଡ ପାର୍ଟି କାମାକ୍ଷାନଗର ଗୋଦରବିଲି ସ୍ଥାନୀୟ ଲକ୍ଷ୍ମୀବଜାର ଠାରେ ଧୂଳି ଦଣ୍ଡ ପରିବେଷଣ କରୁଥିଲେ। ବିଭିନ୍ନ ପ୍ରକାରର ଧୁଳି ଦଣ୍ଡ ପରିବେଷଣ ସହ ମନ୍ଦିର ତୋଳା ଓ ବିଣାକାର ଗିତ ପରିବେଷଣ କରିଥିଲେ। ଏହି ଦଣ୍ଡ ପରମ୍ପରା ୩୫ବର୍ଷର। ବିଭିନ୍ନ ଗ୍ରାମ ରୁ ଗ୍ରାମ ବୁଲିବୁଲି ଏହି ଦଣ୍ଡ ପରିବେଷଣ କରୁଛନ୍ତି। ରାତ୍ରୀ ରେ ଅଗ୍ନି ଦଣ୍ଡ ହେବା ସହ ପରେ ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।