ବହୁ ବର୍ଷ ଧରି ନିଜସ୍ୱ ଅର୍ଥ ରେ ଜନସାଧାରଣ ସେବା |

କୋରାପୁଟ :-(Ch,ଭଗବତୀ ଆଚାରୀ )କୋରାପୁଟ ଟାଉନ ହଲ ଠାରେ ଏକ ଆୟୋଜିତ ଏକ କାର୍ଯ୍ୟକର୍ମ ରେ ଗରିବ ଅସହାୟ ଦୁଃଖି ଦରିଦ୍ରରୋଗୀ ମାନଙ୍କୁଶ୍ରୀ ଯୁକ୍ତ ରାଜେନ୍ଦ୍ର ବାଘ ନିଜର ଅର୍ଥ ରେ ବହୁ ବର୍ଷ ହେଲା କୋରାପୁଟ ଜିଲ୍ଲା ର ବିଭିନ୍ନ ବ୍ଲକ ନନ୍ଦପୁର, , ସିମିଲିଗୁଡା, ପଡୁଆ,ଲମତାପୁଟ,ପଟାଙ୍ଗୀ ଆଦି ଅଚଳରେ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ କରି ଜନସାଧାରଣ ରେ ପ୍ରଶଂସା ଲାଭ ପାଇ ଆସିଛନ୍ତି,ଗରିବ ଙ୍କୁ ଖାଦ୍ୟ, ଲୁଗା, ଶାଢ଼ୀ, ପେଣ୍ଟ, ସାଟ, ସ୍କୁଲ ରେ ଛୋଟଛୋଟ ପିଲା ମାନଙ୍କ ପାଠ ପଢା ରେ ବ୍ୟବହୁତ ପେନ, ପେନସିଲ,ରବର ଇତ୍ୟାଦି ପିଲା ମାନଙ୍କୁ ଦିଆଯାଇଥିଲା ଗରିବ ଜନସାଧାରଣ ଙ୍କୁ ଆତ୍ମସନ୍ତେସ କରିବା ମୁଖ୍ୟ ଲକ୍ଷ୍ୟ ମାନବ ସେବା ହିଁ ମାଧବ ସେବା ଏହି ପରି ଆଗକୁ ମଧ୍ୟ୍ୟ ଏହିପରି ସେବା କରିବେ ବୋଲି ପ୍ରକାଶ କରିଛନ୍ତି |