ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଶଙ୍କର ଭେରାଇଟ ଷ୍ଟୋର ରୁ ଦୁବୃତ୍ତ ଙ୍କ ଦ୍ଵାରା ୫୦୦୦ ଲୁଟ.

ଢେଙ୍କାନାଳ,୨୭/୦୮(ଶୁଭମ ପାଣି): ଢେଙ୍କାନାଳ ରେ ଦିନକୁ ଦିନ ଚୋରିର ମାତ୍ରା ବଢି ଚାଲିଛି । ଗତକାଲି ରାତି ପ୍ରାୟ ୧୦.୨୦ ସମୟରେ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଶଙ୍କର ଭେରାଇଟ ଷ୍ଟୋର କୁ ଏକ ବାଇକ୍ ରେ ୩ ଜଣ ଦୁର୍ବୁତ୍ତ ଆସିଥିଲେ ଓ ପରେ ଜଣେ ଦୋକାନିକୁ ସିଗାରେଟ ମାଗିଥିଲେ ଓ ଆଉ ପରେ ଫୋନ ପେ ମାଧ୍ଯମରେ ପମେଣ୍ଟ କରିଥିଲା ହେଲେ ଫେଲ ହୋଇଥିଲା ତାପରେ ମାଲିକ ଶଙ୍କର ମହାନ୍ତି ର ତଣ୍ଟି ଚିପି ଦେଇଥିଲା ଓ ଅନ୍ୟ ଜଣଙ୍କ କ୍ୟାସ କାଉଣ୍ଟର ରୁ ୫୦୦୦ ରୁ ଅଧିକ ଟଙ୍କା ନେଇ ତିନି ଜଣ ଯାକ ଫେରାର ହୋଇଯାଇଥିଲେ…