ମେଷ: ଆଜି ନିଜର ସକାରାତ୍ମକ ଚିନ୍ତା ଧାରାରେ ଆଖ ପାଖ ଲୋକଙ୍କୁ ପ୍ରଭାବିତ କରି ପାରିବେ | ଆଜି କୌଣସି ପଡୋଶୀ ଆପଣଙ୍କଠାରୁ ଉଧାର ମାଗିପାରେ | ଉଧାର ଦେବା ପୂର୍ବରୁ ତାଙ୍କର ବିଶ୍ୱସନୀୟତା ଜାଣିନେବା ଉଚିତ ନଚେତ ଧନହାନୀ ହୋଇପାରେ | ଅଭଦ୍ର ବ୍ୟବହାର ସତ୍ୱେ ଆପଣଙ୍କୁ ଜୀବନସାଥୀର ସହଯୋଗ ମିଳିବ | ଆଜି ଆପଣ ପ୍ରେମ କରିବା ମନୋଦଶାରେ ଅଛନ୍ତି ଓ ତାହା ପାଇଁ ସୁଯୋଗ ମଧ୍ୟ ମିଳି ପାରେ | ଆପଣଙ୍କ କଠୋର ପରିଶ୍ରମ ଓ ନିଷ୍ଠା ନିଜେ ହିଁ ଆପଣଙ୍କ ପାଇଁ କହିବ କିମ୍ବା ଅନ୍ୟ ମାନଙ୍କ ବିଶ୍ୱାସ ଓ ସହଯୋଗ ମିଳିବ | ଆଜି କେହି ଜଣେ ଆଧ୍ୟାତ୍ମିକ ନେତା କିମ୍ବା ଗୁରୁଜନୋଚିତ ଲୋକ ପରାମର୍ଶ ପ୍ରଦାନ କରି ପାରନ୍ତି | କୁହ ଯାଏ କି ସ୍ତ୍ରୀ ଶୁକ୍ର ଓ ପୁରୁଷ ମଙ୍ଗଳ ଗୃହରେ ରୁହନ୍ତି, କିନ୍ତୁ ଆଜି ଦିନରେ ମଙ୍ଗଳ ଓ ଶୁକ୍ର ଦୁହେଁ ପରସ୍ପର ସହିତ ମିଶି ଯିବେ |
ବୃଷ: ଚଣା-ଛଣି ଖାଦ୍ୟକୁ ପରିହାର କରନ୍ତୁ ଓ ନିୟମିତ ରୂପରେ ବ୍ୟୟାମ କରନ୍ତୁ | ଆଜି ଏହି ରାଶିର କିଛି ବେରୋଜଗାର ଲୋକମାନଙ୍କପାଇଁ ଶୁଭ ଅଟେ,କାରଣ ଆଜି ସେମାନଙ୍କୁ ଚାକିରୀ ମିଳିପାରେ ଯାହାଦ୍ୱାରା ସେମାନଙ୍କର ଆର୍ଥିକ ଅବସ୍ଥା ସୁଧୁରିବ | ଦିପହର ପରେ କୌଣସି ପୁରୁଣା ସାଙ୍ଗ ସହିତ ଦେଖା ହୋଇ ପାରେ | ଆପଣଙ୍କ ଦିନ ବହୁତ ସୁନ୍ଦର ଭାବେ କଟିବ ଓ ଆପଣ ନିଜର ପୁରୁଣା ସ୍ଵର୍ଣ ସ୍ମୃତିକୁ ମନେ ପକେଇ ଖୁସି ହେବେ | ପ୍ରେମୀ ଦୁହେଁ-ଦୁହିଁଙ୍କ ପାରିବାରିକ ଭାବନାକୁ ବୁଝିବେ | ଆପଣଙ୍କ କଠିନ ପରିଶ୍ରମକୁ ପୁରସ୍କାର ମିଳିବ, କାରଣ କାରଣ ଆପଣଙ୍କ ପଦରେ ଉନ୍ନତି ହୋଇ ପାରେ | ଆର୍ଥିକ ଲାଭ ବିଷୟରେ ଭାବନ୍ତୁ ନାହିଁ, କାରଣ ଆଗକୁ ଯାଇକି ଆପଣଙ୍କୁ ଏହା ଠୁ ବହୁତ ଲାଭ ମିଳିବ | ଛାତ୍ର ମାନଙ୍କୁ ଉପଦେଶ ଦିଆଯାଉଛି ଯେ ସେମାନେ ସାଙ୍ଗ ସାଥୀଙ୍କ ମେଳାରେ ଅଧିକ ସମୟ ନଷ୍ଟ କରନ୍ତୁ ନାହିଁ | ଆଗାମୀ ଦିନ ମାନଙ୍କରେ ସାଙ୍ଗ ସାଥି ମିଳିପାରିବେ କିନ୍ତୁ ପାଠ ପଢ଼ାର ଏ ସମୟ ଆସିବ ନାହିଁ | ଆଜିକୁ ଆପଣ ଅନୁଭବ କରିବେକି ଆପଣଙ୍କ ବୈବାହିକ ଜୀବନ ବହୁତ ସୁନ୍ଦର |
ମିଥୁନ: ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟ ମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ | ଆପଣ ସଞ୍ଚୟ କରିଥିବା ଧାନ ଆଜି ପଣଙ୍କର କାମରେ ଆସିବା କିନ୍ତୁ ତା ସହିତ ଏହି ଧନ ଖର୍ଚ୍ଚ ହେବାର ବା ଯିବାର ଦୁଃଖ ମଧ୍ୟ ଆପଣଙ୍କୁ ହେବ | ପିଲା ମାନଂକୁ ତାଙ୍କଠୁ ଜଡ଼ିତ ସମସ୍ୟାରେ ସାହାଯ୍ୟ କରିବା ଆବଶ୍ୟକ | ଆପଣଙ୍କୁ ପ୍ରେମରେ ଦୁଃଖର ସମ୍ମୁଖୀନ ହେବାକୁ ପଡି ପାରେ | ଯଦି ଆପଣ ନିଅଯର ଜ୍ଞାନ ଓ ଅନୁଭବ ଅନ୍ୟ ମାନଙ୍କ ସହିତ ବାଣ୍ଟିବେ,ତାହେଲେ ନିଶ୍ଚୟ ହିଁ ଅପାଙ୍କ ପ୍ରତିଷ୍ଠା ମିଳିବ | ଆଜି ଆପଣ କୌଣସି ଉପନ୍ୟାସ ବା ପତ୍ରିକା ପଢ଼ି ସମୟ ଅତିବାହିତ କରିପାରିବେ | ଆପଣଙ୍କ ବୈବାହିକ ଜୀବନରେ ସବୁ ମଜା ସରିଗଲା ପରି ଜଣ ପଡୁଛି | ନିଜର ଜୀବନସାଥୀ ସହିତ କଥା ହୁଅନ୍ତୁ ଓ କିଛି ମଜା କଲା ପରି ଯୋଜନା ବନାନ୍ତୁ |
କର୍କଟ: ଦିନ ଲାଭଦାୟକ ପ୍ରମାଣିତ ହେବ ଓ ଆପଣ କୌଣସି ପୁରୁଣା ରୋଗରୁ ଆରାମ ଅନୁଭବ କରିବେ ଆଜି ଟଙ୍କା ରୋଜଗାର କରିବା ପାଇଁ ଶୁଭ ଦିନ ଅଟେ -କିନ୍ତୁ ଚେଷ୍ଟା କରିବେ କି ତାହା ହାଥ ଛଡ଼ା ନ ହଉ | ଆଜି ଆପଣଙ୍କୁ ନିଜର ଜ୍ଞାନ ଓ ପ୍ରଭାବରେ ଉପଯୋଗ ସଂବେଦନଶୀଳ ଘରୋଇ ବିବାଦକୁ ହଳ କରିବା ପାଇଁ କରିବା ଉଚ୍ଛିତ | ପ୍ରେମ ଏକ ଏମିତିଆ ଭାବନା ଯାହାକି ନା କେବଳ ଅନୁଭବ କରା ଯିବା କଥା, ତା ଛଡ଼ା ପ୍ରିୟ ସହିତ ବାଣ୍ଟିବା ବି କଥା | କାର୍ଯ୍ୟସ୍ଥଳରେ ଜ୍ଞାନ , ବିବେକ ଓ ବୁଦ୍ଧିର ସହିତ କାମ କରିବେ | ଆଜି ଆପଣ ନିଜ ପାଇଁ ସମୟ କାଢ଼ିବାକୁ ବହୁତ ଚେଷ୍ଟା କରିବେ କିନ୍ତୁ ସେଥିରେ ଅସଫଳ ହେବେ ଆପଣଙ୍କ ଜୀବନ-ସାଥୀ ଆଜି ଆପଣଙ୍କୁ ଆପଣଙ୍କର ଛୋଟ ବେଳ କଥା ମାନେ ପକାଇବେ କି ଆପଣ କେତେ ଦୁଷ୍ଟ ଥିଲେ |
ସିଂହ: ଆଜି ଆପଣ ବିଶ୍ରାମ ନେବା ଆବଶ୍ୟକ ଓ ନିଜର ଅନ୍ତରଂଗ ବଂଧୁ ଓ ପରିବାର ରେ ଖୁସି ପାଇବା ପାଇଁ ଚେଷ୍ଟା କରଂତୁ | ନିଜର ଧାନ କିପରି ଭାବରେ ସଂଚୟ କରିପାରିବେ ତାହା ଆଜି ଆପଣ ଭଲଭାବରେ ଶିଖିପାରିବେ ଏବଂ ଏହା ଦ୍ୱାରା ଆପଣ ଆପଣଙ୍କର ଧାନ ସଂଚୟ କରିପାରିବେ | ବନ୍ଧୁ-ବାନ୍ଧବ ଆପଣଙ୍କ ଦୟା ସ୍ଵଭାଵର ଲାଭ ପାରନ୍ତି | ସତର୍କ ରୁହନ୍ତୁ, ନଚେତ ପରେ ଆପଣ ଠକ ଅନୁଭବ କରିବେ | ଦୟା ଗୋଟେ ସୀମା ଯାଏଁ ଠିକ ଅଛି, କିନ୍ତୁ ଯଦି ଆପଣଙ୍କ ସୀମା ପାର କରି ଦିଏ ତାହେଲେ ବିପଦ ହୋଇ ପାରେ | ଆପଣ ଆଜିର ଦିନକୁ ନିଜ ଜୀବନରେ କେବେ ବି ଭୁଲିବେନି, ଯଦି ଆପଣ ଆଜି ପ୍ରେମରେ ବୁଡି଼ବାର ସୁଯୋଗକୁ ହାଥ-ଛଡ଼ା ନ କରନ୍ତି | ଆଜି ଆପଣଙ୍କ ପାଖରେ ନିଜର ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ବଳ ଓ ଜ୍ଞାନ ଦୁଇଟା ହିଁ ରହିବ | ରାତିରେ ଅଫିସ ରୁ ଫେରିଲା ସମୟରେ ସାବଧାନ ହୋଇ ଗାଡି ଚଳାଇବେ | ଦୁର୍ଘଟଣା ହୋଇପାରେ ଏବଂ ଆପଣ ବହୁତ ଦିନ ପରଷାନ୍ତ ଶଯ୍ୟାଶାୟୀ ହୋଇପାରନ୍ତି | ଆପଣଙ୍କ ଜୀବନସାଥୀ ଆପଣଙ୍କୁ ପ୍ରେମର ଅନୁଭବ ଦେବାକୁ ଚାହୁଁଛନ୍ତି,ତାଙ୍କୁ ସାହାଯ୍ୟ କରନ୍ତୁ |
କନ୍ୟା: ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ ଆଜି ଘରୁ ବାହାରିବା ବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରନ୍ତୁ | ଏହାଦ୍ୱାରା ଧାନ ଲାଭ ହୋଇପାରେ | ନିଜ ପିଲା କିମ୍ବା ନିଜଠୁ କମ ବୟସ ଲୋକଂକ ସହିତ ଧର୍ଯ୍ୟ ଦାହିରିକି କାମ କରିବା ଆବଶ୍ୟକ | ପ୍ରେମର ସ୍ମୃତି ଆଜି ଆପଣଙ୍କ ଉପରେ ଛାଇ ପରି ଲାଗି ରହିବ | କିଛି ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ମିଳିବ | ବ୍ୟବସାୟୀ ମାନେ ଅଫିସ ଅପେକ୍ଷା ସେମାନଙ୍କ ପରିବାର ସହିତ ଆଜି ସମୟ କାଟିବାକୁ ବେଶୀ ପସନ୍ଦ କରିବେ | ଏହାଦ୍ୱାରା ପରିବାରରେ ସାମଞ୍ଜସ୍ୟ ବନି ରହିବ | ଆଜି ଆପଣ ଆପଣଙ୍କର ଜୀବନ-ସାଥୀ ସହିତ କିଛି ବିଶେଷ କ୍ଷଣ ବିତାଇବେ |
ତୁଳା: ଖୋଲାବାୟୁରେ ଖେଳ ଆପଣଙ୍କୁ ଆକର୍ଷିତ କରି ପାରେ – କିନ୍ତୁ ଯୋଗ ଓ ତପସ୍ୟା ଅଧିକ ଲାଭକାରୀ ହେବେ | ଆପଣଙ୍କଠାରୁ ଋଣ ନେଇଥିବା ବ୍ୟକ୍ତି ଯଦି ଆପଣଙ୍କୁ ପଇସା ନ ଫେରାଉଥାଏ ତେବେ ଆଜିର ଦିନରେ ସେ ହୁଏତ ଆପଣଙ୍କ ଋଣ ସୁଝିପାରେ | ସାଙ୍ଗ ସାଥୀଙ୍କ ସହିତ ଆନନ୍ଦଦାୟକ ସମୟ ବ୍ୟତୀତ କରିବା ପାଇଁ ଆଜି ଦିନଟା ଉତ୍ତମ ଅଟେ | ଦିନକୁ ବିଶେଷ କରିବା ପାଇଁ ସ୍ନେହ ଓ ଉଦାରତାର ଛୋଟ ଛୋଟ ଭେଟ ଲୋକଙ୍କୁ ଦିଅନ୍ତୁ | ନୂତନ ଭାଗିଦାରୀ କରିବା ଆପଣଙ୍କ ପାଇଁ ଫଳଦାୟୀ ରହିବ ପରିବାରର ଆବଶ୍ୟକତା ପୂର୍ଣ୍ଣ କରିବାରେ ଆପଣ ନିଜ ବିଷୟ ରେ ଭାବିବା ଭୁଲି ଯାଇଛନ୍ତି |ଆଜି କିନ୍ତୁ ଆପଣ ନିଜପାଇଁ ସମୟ ବାହାର କରିପାରିବେ | କଣ ଆପଣଙ୍କୁ ଲାଗୁଛିକି ବିବାହ କେବଳ ସାଲିସ କରିବାର ନା? ଯଦି ହଁ, ତାହେଲେ ଆପଣ ସତ ଅନୁଭବ କରିବେ ଓ ଜାଣିବେ କି ଏହା ଆପଣଙ୍କ ଜୀବନର ସବୁ ଠୁ ଭଲ ଘଟଣା ଯାହା ଘଟିଛି |
ବିଛା: ଆପଣଙ୍କୁ ଲମ୍ବା ସମୟରୁ ଅନୁଭବ ହୋଉ ଥିବା ଥକା ଓ ମାନସିକ ଚାପି ଠୁ ଆରାମ ମିଳିବ | ଏଇ ଅସୁବିଧାଠୁ ସ୍ଥାଇ ନିଜାତ ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତନ ଆଣିବା ପାଇଁ ଉଚିତ ସମୟ ଅଛି | ଆପଣ ଧନ ଲାଭ କରି ପାରିବେ, କିନ୍ତୁ ସର୍ତ ଏହା କି ଆପଣ ଆପଣଙ୍କ ସ୍ୱଳ୍ପ ସଂଚୟ ପାରମ୍ପରିକ ବିନିଯୋଗରେ ନିବେଶ କରନ୍ତୁ | ଘରକୁ ଅଥିତି ଆସିବା କାରଣରୁ ଦିନ ଶୁଭ ଓ ବଢ଼ିଆ କାଟିବ | ଅକାରଣ ସନ୍ଦେହ ସମ୍ପର୍କରେ ଶୀଥିଳତା ଆଣିଦିଏ | ସେଥିପାଇଁ ଯଦି ଆପଣଙ୍କ ସନ୍ଦେହ ଯଦି ପ୍ରମାଣିତ ବୋଲି ଆପଣ ଭାବୁଛନ୍ତି ତେବେ ନିଜ ପ୍ରେମୀଙ୍କ ସହିତ ଆଲୋଚନା କରି ତାର ସମାଧାନ କରନ୍ତୁ | ନିଜର କୌଣସି ନିକଟସ୍ଥ ବ୍ୟକ୍ତିଙ୍କ ଭୁଲ ପରାମର୍ଶ ଯୋଗୁଁ ଆପଣ ଆଜି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି , ତେଣୁ ସତର୍କତା ଅବଲମ୍ବନ କରନ୍ତୁ | ଆପଣଙ୍କ ତୀକ୍ଷ୍ଣ ଅବଲୋକନ ଯୋଗୁଁ ଆପଣ ସମସ୍ତଙ୍କଠୁ ଆଗୁଆ ରହିବେ | ଆଜି ସ୍ଥିତି ଆପଣଙ୍କ ଇଚ୍ଛା ଅନୁସାରରେ ହେବ ନାହିଁ, ତଥାପି ଆପଣ ଆପଣଙ୍କ ଜୀବନସାଥୀ ସହିତ ସୁନ୍ଦର ସମୟ କଟାଇବେ |
ଧନୁ: ସାଙ୍ଗ ଠୁ ବିଶେଷ ପ୍ରଶଂସା ଖୁସିର କାରଣ ବନିବ|ଏହା ଏଥି ପାଇଁ କାରଣ ଆପଣ ନିଜର ଜୀବନକୁ ଗଛ ପରି ଗଢ଼ିଛନ୍ତି,ଯାହା କଡା ଖରାରେ ଠିଆ ହୋଇ ମଧ୍ୟ ଅନ୍ୟକୁ ଛାଇ ପ୍ରଦାନ କରନ୍ତି ଅର୍ଥକୁ ନେଇ କୌଣସି ଯୋଜନା କରିବା ଆଗରୁ ଭାବି ଚିନ୍ତି ଆଗକୁ ବଢନ୍ତୁ | କିଛି ସମୟ ଆପଣ ନିଜର ଶୌକ ଓ ନିଜ ପରିବାର ଲୋକଂକ ସାହାଯ୍ୟ କରି ବିତାନ୍ତୁ | ଆପଣଙ୍କ ପ୍ରିୟର ଫୋନ ଆସିବା କାରଣରୁ ଆପଣ ଦିନଯାକ ଖୁସିରେ ରହିବେ | କାର୍ଯ୍ୟ କଲା ବେଳେ ଆପଣଙ୍କ ରାଗ ଶିଖର ଚଢ଼ିବ -କିନ୍ତୁ କୌଣସି ନିଷ୍ପତି ନେବା ଆଗରୁ ଭଲ ଭାବରେ ଅନ୍ୟ ମାନଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ | ଲୋକଙ୍କ ସହିତ ଗପି ଆପଣଙ୍କର ବହୁମୂଲ୍ୟ ସମୟ ଆଜି ବର୍ବାଦ କରନ୍ତୁ ନାହିଁ | ଆଜିକୁ ଆପଣ ନିଜ ଜୀବନ-ସାଥୀ ସହିତ ପୁଣି ଠାରେ ପ୍ରେମରେ ପଡ଼ିବେ |
ମକର: ଆପଣଙ୍କ ସକରାତ୍ମକ ଚିନ୍ତା ପୁରସ୍କୃତ ହେବ, କାରଣ ଆପଣ ନିଜର ଚେଷ୍ଟାରୁ ହିଁ ସଫଳତା ପାଇବେ | ଆପଣ ନିଜେ ଜାଣି ଛନ୍ତି କି ଲୋକ ମାନେ ଆପଣଙ୍କଠୁ କଣ ଆଶା କରୁଛନ୍ତି – ତେଣୁ ଅଯଥାରେ ବେଶୀ ଖରଚ କରନ୍ତୁ ନାହିଁ | ଆପଣଙ୍କ ଘର ଲୋକ ଆପଣଙ୍କ ପରିଶ୍ରମ ଓ ସମର୍ପଣକୁ ପ୍ରଶଂସା କରିବେ | ଆପଣଙ୍କ ପ୍ରେମ ବୃତି ହେବ | ଦିନର ଆରମ୍ଭ ଆପଣଙ୍କର ପ୍ରିୟଙ୍କ ହଂସାରୁ ହେବ ଓ ରାତି ତାଙ୍କର ସ୍ବପ୍ନ ଦେଖି ବିତିବ | ଆଜି ଆପଣଙ୍କ ଉପରେ ସମସ୍ଥଙ୍କର ଧ୍ୟାନ କେନ୍ଦ୍ରିତ ରହିବ ଓ ସଫଳତା ପାଇ ଆପଣ ସମୃଦ୍ଧଶାଳୀ ହେବେ | ଆଜି କାଲି କାହାରିକୁ ନିଜ ପାଇଁ ସମୟ ମିଳିବା ବଡ କଷ୍ଟକର ବ୍ୟାପାର | ଏ ବିଷୟରେ କିନ୍ତୁ ଆଜି ଆପଣ ଭାଗ୍ୟଶାଲୀ ଯେହେତୁ ଆଜି ଆପଣଙ୍କ ପାଇଁ ଆପଣ ବହୁତ ସମୟ ପାଇଁ ପାରିବେ | ବାରମ୍ବାର ବିବାଦ ହେବା କାରଣରୁ ଆପଣଙ୍କୁ ଆପଣଙ୍କ ଜୀବନସାଥୀ ସହିତ ତଳ-ମେଲ ବସେଇ ରଖିବାରେ ଅସୁବିଧା ଲାଗି ପାରେ |
କୁମ୍ଭ: ପିତା ଆପଣଙ୍କୁ ସମ୍ପତିରୁ କାଢି ପାରିବେ | କିନ୍ତୁ ନିରାଶ ହୁଅନ୍ତୁ ନାହିଁ | ଧ୍ୟାନ ରଖନ୍ତୁ କି ସମ୍ପନ୍ନ ହେବା ମନରେ କଳଙ୍କି ଲାଗି ଯାଏ ଓ ପରିଶ୍ରମ ତାହାକୁ ମୁନିଆ କରେ | ଆଜି ଘରର କୌଣସି ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ଅର୍ଥ ସଞ୍ଚୟ ନେଇ ଉପଦେଶ ନେଇପାରନ୍ତି ଓ ସେହି ଉପଦେଶକୁ ନିଜ ଜୀବନରେ ଉପଯୋଗ କରି ଲାଭବାନ ହୋଇପାରନ୍ତି | କୌଣସି ଚିଠି କିମ୍ବା ଇ-ମେଲ ପୁରା ପରିବାର ପାଇଁ ଶୁଭ ଖବର ଆଣି ପାରେ | ପ୍ରେମ ଜୀବନରେ କିଛି ବାଧା ଆସିପାରେ ଓ ଆପଣଙ୍କ ଦାମିକା ଉପହାର ବି ଆଜି ଯାଦୁ କରିବାରେ ବିଫଳ ହେବ | ଯଦି ଆଜି ଆପଣଙ୍କ ବ୍ୟବହାର ବିନମ୍ର ଓ ସହଯୋଗୀ ଅଛି, ତାହେଲେ ଆପଣଙ୍କୁ ଆପଣଙ୍କ ଭାଗିଦାର ମାନଙ୍କ ଠୁ ବହୁତ ସକରାତ୍ମକ ପ୍ରତିକ୍ରିୟା ମିଳିବ | ଆଜି ସନ୍ଧ୍ୟାରେ କୌଣସି ସହକର୍ମୀଙ୍କ ସହିତ ସମୟ କଟାଇପାରନ୍ତି | କିନ୍ତୁ ପରେ ଆପଣଙ୍କୁ ଏହା ଅଯଥା ସମୟ ନଷ୍ଟ ହେଲାପରି ଲାଗିପାରେ | ବୈବାହିକ ଜୀବନ ଦୃଷ୍ଟିରୁ ଏହା ଟିକେ ଖରାପ ସମୟ ଚାଲିଛି |
ମୀନ: କାର୍ଯ୍ୟସ୍ଥଳୀ ରେ ବରିଷ୍ଠଙ୍କ ଠାରୁ ଚାପ ଓ ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇ ପାରେ – ଯାହାକି କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରି ପାରେ | ଆଜି ଆପଣ ବିନା କୌଣସି ସହାୟତାରେ ଧାନ ଅର୍ଜନ କରିପାରିବେ |ଆଜି ରାତିରେ ଆପଣଙ୍କୁ ଆପଣଙ୍କର ଦେଇଥିବା ଧନ ମିଳିବାର ସମ୍ଭାବନା ଅଛି | ଗୃହ-ପ୍ରବେଶ ପାଇଁ ଅତି ଶୁଭ ଦିନ ଅଟେ | ଯେଉଁ ଲୋକ ମାନେ ପ୍ରେମର ସଂଗୀତରେ ବୁଡ଼ିକି ଅଛନ୍ତି, କବଳ ସେହି ମାନେ ଏହି ସୁରା-ତାଳର ଆନନ୍ଦ ନେଇ ପାରିବେ | ଆଜିକା ଦିନ ଆପଣ ବି ସେଇ ସଂଗୀତକୁ ଶୁଣି ପାରିବେ, ଯାହା ଦୁନିଆର ବାକି ଗୀତକୁ ବୁଲେଇ ଦବ | ଆପଣଙ୍କୁ ନିଜର ପ୍ରତିଭା ଦେଖେଇବା ପାଇଁ ଭଲ ସୁଯୋଗ ମିଳିବ | ହି ରାଶିର ବ୍ୟକ୍ତିମାନେ ଆଜି ନିଜ ଭାଇଭଉଣୀଙ୍କ ସହିତ କୌଣସି ଚଳଚିତ୍ର ବା ମ୍ୟାଚ ଦେଖୀପାରନ୍ତି ଏହାଦ୍ୱାରା ଆପଣଙ୍କର ସମ୍ପର୍କ ଆହୁରି ବଢିବ | ଜୀବନସାଥୀ ସହିତ ନିକଟବର୍ତ୍ତୀ ରହିବା ଆପଣଙ୍କୁ ଖୁସି ଦେବ |