ମେଷ: ଆପଣଙ୍କ ବିନମ୍ର ସ୍ଵଭାବକୁ ପସନ୍ଦ କରା ଯିବ | ବହୁତ ସାରା ଲୋକ ବିଶେଷ କରିକି ଆପଣଙ୍କ ପ୍ରଶଂସା କରି ପାରନ୍ତି | ଆଜି ନିବେଶ କରିବା ପାଇଁ ଯାହା ବି ଅବସର ଦେଖା ଯିବା,ତାହା ଉପରେ ବିଚାର କରନ୍ତୁ | କିନ୍ତୁ ପ୍ରତି ଯୋଜନା ଭଲ ଭାବରେ ଅଧୟନ କରିବା ପରେ ହିଁ ଧନ ନିବେଶ କରନ୍ତୁ | ପାଠ ପଢା ଜାଗାରେ ଘରୁ ଅତି ଡ଼େରି ଯାଏଁ ବାହାରେ ରହିବ କାରଣରୁ ଆପଣଙ୍କ ମାତା-ପିତା ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି | କାରିଆର ପାଇଁ ଯୋଜନା ବନେଇବା ସେତିକି ହି ଆବଶ୍ୟକ ଅଟେ, ଯେତିକି କି ଆବଶ୍ୟକ ଖେଳ-ଖୁଦ | ସେଥିପାଇଁ ମାତା-ପିତାଙ୍କୁ ଖୁସି ରଖି ପାଇଁ ଦୁଇଟାରେ ହିଁ ସନ୍ତୁଳନ ରଖିବା ଆବଶ୍ୟକ | ଆଜି ଜଣେ ତୃତୀୟ ଲୋକଙ୍କ ଯୋଗୁଁ ଆପଣଙ୍କ ନିଜ ସାଥୀ ସହିତ ଵିଵାଦ ସୃଷ୍ଟି ହୋଇ ପାରେ | ଯୋଗ୍ୟ କର୍ମୀ ମାନଙ୍କୁ ପଦଉନ୍ନତି କିମ୍ବା ଆର୍ଥିକ ଲାଭ ହୋଇ ପାରେ | ଆଜି ଆପଣ ଘରର ଛୋଟମାନଙ୍କୁ ନେଇ ପାର୍କ ବା ଶପିଂ ମଲ ଯାଇପାରନ୍ତି | ଆପଣଙ୍କ ଜୀବନ-ସାଥୀ ଦୈନିକ କାର୍ଯ୍ୟ କରିବାଠୁ ହାଥ ଘୁଞ୍ଚା କରି ପାରନ୍ତି, ଯାହା କାରଣରୁ ଆପଣଙ୍କ ମନ ଦୁଖୀ ହେବାର ସମ୍ଭାବନା ଅଛି |
ବୃଷ: ଆଜି ଆପଣଙ୍କୁ ଭାବନାର ପରିବେଶ ମୁଠେଇ ଧରିବ, ତାହାଠୁ ବାହାରିବା ପାଇଁ ପୁରୁଣା କଥାକୁ ହୃଦୟରୁ କାଢ଼ି ଦିଅନ୍ତୁ | ଆଜି କୌଣସି ଅନୁଭବୀ ବ୍ୟକ୍ତିଙ୍କର ସହାୟତା ନିଅନ୍ତୁ ନଚେତ ଅର୍ଥହାନୀ ହୋଇପାରେ | ନିଜର ଚିନ୍ତା ଧାରା ସାଙ୍ଗ-ସାଥି ଓ ବନ୍ଧୁ-ବାନ୍ଧବଙ୍କ ଉପରେ ବାଧ୍ୟ କରିବାକୁ ଚେଷ୍ଟା କରନ୍ତୁ ନାହିଁ | କାରଣ ଏହା ଆପଣଙ୍କ ଲାଗି କିଛି ଲାଭଦାୟକ ହେବ ନାହିଁ , ଓଲଟା ସେମାନେ ଆପଣଙ୍କଠୁ ରୁଷି ପାରନ୍ତି | ଆପଣଙ୍କୁ ଆପଣଙ୍କ ପ୍ରେମୀ କିମ୍ବା ପ୍ରେମିକାଙ୍କ ଠୁ ଧୋକା ମିଳି ପାରେ | ଆପଣଙ୍କର ବଆଇଓଡାଟା ପଠେଇବା ପାଇଁ କିମ୍ବା ଇଣ୍ଟରଭିଉ ଦେବା ପାଇଁ ଉତ୍ତମ ସମୟ ଅଛି | ଆପଣ ନିଜକୁ ସମୟ ଦେବା ଜାଣନ୍ତି | ସେଥିପାଇଁ ଆପଣ ଆପଣଙ୍କର ଖାଲି ସମୟରେ କିଛି ଖେଳ ଖେଳି ବା ଜ଼ିମ ଯାଇ ସମୟ ଅତିବାହିତ କରିପାରନ୍ତି | ଆଜି ଆପଣଙ୍କୁ ନିଜର ଜୀବନ-ସାଥୀଙ୍କର ସେହି ରୂପ ଦେଖିବାକୁ ମିଳିବ, ଯାହା ଆପଣଙ୍କ ପାଇଁ ଭଲ ନୁହେ |
ମିଥୁନ:ଆପଣଙ୍କ ଉଦାର ସ୍ଵଭାଵ ଆପଣଙ୍କ ପାଇଁ ଅନେକ ଗୁଡ଼େ ଖୁସି ମୁହୂର୍ତ୍ତ ନେଇକି ଆସିବ ବାଜି ଲଗେଇବା ଆଜି ଲାଭକାରୀ ହୋଇ ପାରେ | ଯଦି ଆପଣ ପାର୍ଟି କରିବା ବିଷୟରେ ଭାବୁଛନ୍ତି, ତାହେଲେ ନିଜର ସାଙ୍ଗ ସାଥୀଙ୍କୁ ନିମନ୍ତ୍ରଣ ଦିଅନ୍ତୁ | ଏମିତି ବହୁତ ଜଣ ଥିବେ, ଯେଉଁ ମାନେ ଆପଣଙ୍କ ଉତ୍ସାହରେ ବୃଦ୍ଧି ଆଣିବେ | ଆଜି ଆପଣ ଅନୁଭବ କରିବେ କି ଆପଣଙ୍କ ସହଭାଗୀ ହିଁ ଆପଣଙ୍କୁ ନିତ୍ୟତା ଭଲ ପାନ୍ତି | ଏହା ସେହି ଦିନ ପରି ଯେଉଁ ଥିରେ ଆପଣଙ୍କ ସୃଜନଶୀଳତା ଚରମ ସୀମାରେ ଥାଏ | ରାତିରେ ଅଫିସ ରୁ ଫେରିଲା ସମୟରେ ସାବଧାନ ହୋଇ ଗାଡି ଚଳାଇବେ | ଦୁର୍ଘଟଣା ହୋଇପାରେ ଏବଂ ଆପଣ ବହୁତ ଦିନ ପରଷାନ୍ତ ଶଯ୍ୟାଶାୟୀ ହୋଇପାରନ୍ତି | ଏହି କଥାର ପ୍ରବଳ ସମ୍ଭାବନା ଅଛିକି ଆଖ-ପାଖ ଲୋକ ଆପଣ ଦୁଇ ଜଣଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବା ପାଇଁ ପ୍ରୟାସ କରିବେ | ତେଣୁ: ବାହାର ଲୋକଙ୍କ କଥା ଶୁଣିବା ଠିକ ହେବ ନାହିଁ |
କର୍କଟ: ବିପଦର ସମ୍ମୁଖୀନ ହେବାକୁ ପଡି ପାରେ | ବିଶ୍ଵାସ ହରାନ୍ତୁ ନାହିଁ ଓ ଇଛିତ ଫଳ ପାଇବା ପାଇଁ କଷ୍ଟ କରନ୍ତୁ | ଏହି ଅସଫଳତାକୁ ଉନ୍ନତିର ସୂତ୍ର ବନାନ୍ତୁ | ଅସୁବିଧା ସମୟରେ ବଂଧୁ କାମରେ ଆସିବେ | ଧନ ବିନିଯୋଗ ବହୁତ ସମୟରେ ବହୁତ ଲାଭପ୍ରଦ ହୋଇପାରେ | ଏହା ଆଜି ଆପଣଙ ବେଶୀ ଅନୁଭବ କରିପାରିବେ କାରଣ ଆଜି ଆପଣଙ୍କୁ କୌଣସି ପୁରୁଣା ବିନିଯୋଗରୁ ଲାଭ ମିଳିପା ପରିବାର ଲୋକେ ଆପଣଙ୍କ ବିଚାରର ସମର୍ଥନ ଦେବେ | ଆଜି ଆପଣ ଓ ଆପଣଙ୍କ ପ୍ରିୟ ପ୍ରେମ ସମୁଦ୍ରରେ ବୁଡି ଯିବେ ଓ ଭଲ ପାଇବାର ଗଭୀରତା ଅନୁଭବ କରିବେ | କାର୍ଯ୍ୟ ପାଇଁ ସମର୍ପିତ ଲୋକେ ଟଙ୍କା-ପଇସା ଓ କରିଅର ଦୃଷ୍ଟିରୁ ଲାଭ ପାଇବେ | ଆଜି ଧାର୍ମିକ ଓ ସାମାଜିକ ଉତ୍ସବ ପାଇଁ ଉତ୍ତମ ଦିନ ଅଟେ | ଆଜି ଆପଣଙ୍କ ବୈବାହିକ ଜୀବନର ସବୁଠୁ ସ୍ନେହପୁର୍ଣ ଦିନ ହୋଇ ପାରେ |
ସିଂହ: ଆଜି ଆପଣଙ୍କ କାନ୍ଧ ଉପରେ ବହୁତ କାର୍ଯ୍ୟର ବୋଝ ରହିବ ଓ ତାହା ପାଇଁ ମନର ସ୍ପଷ୍ଟତା ଅତି ଆବଶ୍ୟକ ଅଟେ ଯାହା ଯୋଗୁଁ ଆପଣ ନିର୍ଣୟ ନେଇ ପାରିବେ | ଏହି ରାଶିର ବ୍ୟକ୍ତି ମାନଙ୍କୁ ଆଜି ସେମାନଙ୍କ ସନ୍ତାନଙ୍କ ଠାରୁ ଧନପ୍ରାପ୍ତି ହେବ ଓ ସନ୍ତାନ ପାଇଁ ସେମାନେ ଗୌରବାନ୍ୱିତ ହେବେ | ବିଧ୍ୟାଳୟର ଜନସଭାରେ ପରିବାର ସହିତ ସାମିଲନା ହେବ ସମସ୍ତଙ୍କ ପାଇଁ ଉତ୍ତମ ଅନୁଭବ ରହିବ | ସମୟ, କାମକର୍ଯ୍ୟ, ପଇସା,ବନ୍ଧୁ-ବାନ୍ଧବ, ସମ୍ପର୍କ ସବୁ ଗୋଟେ ପଟେ ଓ ଆପଣଙ୍କ ପ୍ରେମ ଗୋଟେ ପଟେ, ଦୁଇ ଜଣ ନିଜ ଭିତରେ ହଜି ଯିବେ- କିଛି ଏମିତି ହି ଅବସ୍ଥା ରହିବ ଆପଣଙ୍କର | ଆଜି ଆପଣଙ୍କ କଲା ଓ ରଚନାରେ ଥିବା କ୍ଷମତାକୁ ପ୍ରଶଂସା ମିଳିବ ଓ ଯାହା କାରଣରୁ ହଠାତ ଲାଭ ମିଳିବାର ସମ୍ଭାବନା ଅଛି | ଆଜି ସମୟ ବାହାର କରି ନିଜ ଜୀବନସାଥିଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି | କିନ୍ତୁ ଏହି ସମୟରେ ଆପଣ ଦୁଇଜଣଙ୍କ ମଧ୍ୟରେ କଳହ ମଧ୍ୟ ସୃଷ୍ଟି ହୋଇପାରେ | ବଢ଼ିଆ କାଧ୍ୟ, ପ୍ରେମର ପରିବେଶ ଓ ଜୀବନସାଥୀ ସହିତ ରହିବାର ସୁଯୋଗ- ଆଜି ଦିନ ଆପଣଙ୍କ ପାଇଁ ଉତ୍ତମ ରହିବ |
କନ୍ୟା: ଆପଣ ଖୁବ ଶୀଘ୍ର ଲମ୍ବା ସମୟରୁ ଚାଲି ଆସୁଥିବା ରୋଗରୁ ଉଭରି ଆସିବେ ଓ ପୁର୍ଣ ରୂପରେ ସୁସ୍ଥ ହୋଇ ପାରନ୍ତି | କିନ୍ତୁ ଏମିତି ସ୍ୱାର୍ଥୀ ଓ ରାଗି ଲୋକଠୁ ନିଜକୁ ରକ୍ଷା କରନ୍ତୁ, ଯିଏ କି ଆପଣଙ୍କୁ ଚାପ ଦେଇ ପାରେ ଓ ଆପଣଙ୍କ ଅସୁବିଧାରେ ବୃଦ୍ଧି କରି ପାରେ | ଜୀବନରେ ଅର୍ଥ ଖରାପ ପରିସ୍ଥିତିର ସାମ୍ନା କରିବା ପାଇଁ ସଂଚୟ କରାଯାଏ | ତେଣୁ ଏବେଠାରୁ ପଇସା ସଞ୍ଚୟ କରନ୍ତୁ ନହେଲେ ଭବିଷ୍ୟତରେ ଅସୁବିଧାରେ ପଡ଼ିପାରନ୍ତି | ଆପଣଙ୍କ ଅତି ପ୍ରିୟ ଲୋକ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଆସନ୍ତି ସ୍ତୃଷ୍ଟି କରି ପାରନ୍ତି | ଆପଣଙ୍କ ସାଥୀ ସାଂଗରେ ସମୟ କଟେଇକି ବହୁତ ଖୁସି ଅନୁଭବ କରିବେ | ଯୋଗ୍ୟ ଲୋକଂକର ସ୍ପର୍ଶରେ ଆସି ନୂଆ ବିଚାର ଓ ଯୋଜନା ଆସିପାରେ| ଆଜିର ଦିନ ଆପଣଂକର ଇଚ୍ଛା ଅନୁସାରରେ ଖୁସୀରେ କଟିବ| ଆଜି ଦିନ ଆପଣଙ୍କ ପାଇଁ ବସନ୍ତ-କାଳ ପରି- ପ୍ରେମରେ ଭରା, ଯେଉଁଠି କେବଳ ଆପଣ ଓ ଆପଣଙ୍କ ଜୀବନ-ସାଥୀ ଅଛନ୍ତି |
ତୁଳା: ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ ନିଜର ଧନ ସଞ୍ଚୟ କରିବା ପାଇଁ ଆଜି ଆପଣଙ୍କୁ ଆପଣଙ୍କର ପରିବାର ସହିତ କଥା ହୁଅନ୍ତୁ ସେମାନଙ୍କ ଉପଦେଶ ଆପଣଙ୍କ ଆର୍ଥିକ ସ୍ଥିତି ସୁଧାରିବାରେ ସାହାଯ୍ୟ କରିବ | ସାଂଗ ମାନେ ସାହାଯ୍ୟ କରିବେ ଓ ସହଯୋଗ ଦେବେ | ଆପଣଙ୍କ ପ୍ରିୟାର ମନୋହର ସ୍ଵଭାଵ ଆପଣଙ୍କୁ ବିଶେଷ ହବାର ଅନୁଭବ କରେଇବ, ଏହି ସ୍ମୃତିର ଲାଭ ଉଠାନ୍ତୁ | ଆପଣାକୁ ଅନୁଭବ ହେବକି ଆପଣଙ୍କ ପରିବାରର ସହଯୋଗ ହିଁ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ଡ଼ାଈ | ଆଜି ସମୟ ବାହାର କରି ନିଜ ଜୀବନସାଥିଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି | କିନ୍ତୁ ଏହି ସମୟରେ ଆପଣ ଦୁଇଜଣଙ୍କ ମଧ୍ୟରେ କଳହ ମଧ୍ୟ ସୃଷ୍ଟି ହୋଇପାରେ | ଆଜି ଆପଣଙ୍କୁ ରଙ୍ଗ ବେଶୀ ଗାଢା ଦେଖା ଯିବ, କାହିଁକି ନା ପରିବେଶରେ କେବଳ ପ୍ରେମ ହିଁ ପ୍ରେମ ଅଛି |
ବିଛା: ଇଛାଶକ୍ତି କାମ ଥିବା କାରଣରୁ ଆପଣ ଭାବନାତ୍ମକ ଓ ମାନସିକ ଅସୁବିଧାରେ ପଡି ପାରନ୍ତି | ସମସ୍ତଙ୍କଠୁ ପରାମର୍ଶ ନେଇ ନିବେଶ କରନ୍ତୁ | ଆପଣଙ୍କ ଜୀବନ-ସାଥୀଙ୍କ ବେଖାତିରି କାରଣରୁ ସମ୍ବନ୍ଧରେ ଦୂରତା ବଢ଼ି ପାରେ | ତାଂକ ସାଂଗରେ ବହୁମୂଲ୍ୟ ସମୟ ବିତାନ୍ତୁ ଓ ମିଠା ସ୍ମୃତିକୁ ପୁଣି ଥରେ ମନେ ପକାନ୍ତୁ ଓ ସେଇ ପୁରୁଣା ଦିନ ଫେରେଇ ଅଣାନ୍ତୁ | ପ୍ରେମ ସମ୍ଭନ୍ଧ ପାଇଁ ଆଜି ଦିନଟା ଅତି ଉତ୍ସାହିତ ରହିବ | ସନ୍ଧ୍ୟାରେ କୌଣସି ବିଶେଷ ଯୋଜନା ବନାନ୍ତୁ ଓ ଯେତିକି ହେୟାଇ ପାରିବ, ସେତିକି ରସମୟ ବଣେଇବାକୁ ଚେଷ୍ଟା କରନ୍ତୁ | କାର୍ଯ୍ୟାଳୟରେ ନିଜର ଭୁଲକୁ ସ୍ୱୀକାର କରିବା ଆପଣଙ୍କ ପକ୍ଷରେ ରହିବ | କିନ୍ତୁ ଆପଣଙ୍କୁ ତାକୁ ସୁଧାରିବା ପାଇଁ ବିସ୍ଲେସଣର ଆବଶ୍ୟକତା ଅଛି | ଆପଣଙ୍କ କାରଣରୁ ଯେମିତି କାହାକୁ କ୍ଷେତି ନ ହୋଉ, ତାଙ୍କଠୁ କ୍ଷମା ମାଗିବା ଆବଶ୍ୟକ | ମାନେ ରଖ୍ନ୍ତୁକି କେହି ଯଦି ଭୁଲ କରେ ତ, ସିଏ ଅଟେ ମୂର୍ଖ ନୁହେଁକି ବାରମ୍ବାର ଭୁଲ କରିବ | ଯାତ୍ରା କରିବାର ଯଦି କିଛି ଯୋଜନା ଅଛି ତାହେଲେ ଶେଷ ସମୟରେ କିଛିଟା ପରିବର୍ତ୍ତନ ହୋଇପାରେ | ଯେତେବେଳେ ଆପଣଙ୍କ ଜୀବନ-ସାଥୀ ସବୁ ଭୁଲ ଭୁଲିକି ପ୍ରେମ ସହିତ ଆପଣଙ୍କ ପାଖକୁ ଆସିବେ, ତେବେ ଜୀବନ ଆହୁରି ସୁନ୍ଦର ଲାଗିବ |
ଧନୁ: ଅତି ଚିନ୍ତା ଓ ମାନସିକ ଚାପରେ ରହିବାର ସ୍ୱଭାବ ଅଶରିରକୁ କ୍ଷେତି ଦେଇ ପାରେ | ଆଜି ଆପଣଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ ଯାହାଦ୍ୱାରା ଆଜି ଆପଣ ଋଣ ମୁକ୍ତ ହୋଇପାରିବେ | ଆଜି ମା ବାପାଙ୍କର ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ | ଆଜି ଆପଣ ଆପଣଙ୍କ ପ୍ରେମୀଙ୍କୁ ଆପଣଙ୍କ ସମସ୍ୟା କହିବାପାଇଁ ଚେଷ୍ଟା କରିବା ବେଳେ ସେ ତାଙ୍କର ସମସ୍ୟା ବଖାଣିବେ ଯାହା ଆପଣଙ୍କୁ ବ୍ୟଥିତ କରିଦେବ | କାର୍ଯ୍ୟକ୍ଷେତ୍ରରେ ପ୍ରେମ ବାର୍ତ୍ତାଳାପ ଆପଣଙ୍କର ଛବି ଖରାପ କରିପାରେ | ଯଦି ଆପଣ କାହାର ନିକଟ ହେବାକୁ ଚାହୁଁଛନ୍ତି ତାହେଲେ ଅଫିସ ପରିସରରେ ସେଥିରୁ ନିବୃତ୍ତ ରହିବ ଉଚିତ | ଯଦି ଆପଣ ତରବର ହୋଇ ଉପସଂହାର କାଢ଼ିବେ ଓ ଅଦରକାରୀ କାମ କରିବେ, ତାହେଲେ ଆଜି ଦିନ ସାରା ନିରାଶ ହୋଇ ପାରନ୍ତି | ପରିବାର ଲୋକଙ୍କ ସହିତ ଟିକେ ବିବାଦ ୟହଇ ପାରେ | କିନ୍ତୁ ଶେଷରେ ଆପଣଙ୍କ ଜୀବନସାଥୀ ଆପଣଙ୍କ ବିପଦର ସମାଧାନ କରିବେ |
ମକର: ମନେ ମନେ ସ୍ବପ୍ନ ଦେଖି ନିଜର ସମୟ ନଷ୍ଟ କରନ୍ତୁ ନାହିଁ | ସାର୍ଥକ କାର୍ଯ୍ୟରେ ଉପଯୋଗ କରିବା ପାଇଁ ନିଜ ଉର୍ଜା ସଂଚୟ କରି ରଖନ୍ତୁ | ବଡ଼ ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କୁ ଆଜି ସାବଧାନର ସହିତ ଅର୍ଥ ବିନିଯୋଗ କରିବାକୁ ପଡ଼ିବ | ଘରୋଇ ଜୀବନ ଶାନ୍ତି ଓ ଖୁସି ଭରା ରହିବ | ସଯ ଫୁଲ ପରି ନିଜର ପ୍ରେମକୁ ବି ସଯ ବନାଇ ରଖନ୍ତୁ | ଆଜି ନିଜ କାମ ନିଜେ କରିବାକୁ ଚେଷ୍ଠା କରନ୍ତୁ – ଆଉ କାହାଠୁ ସାହାଯ୍ୟ ର ଆସ ରଖନ୍ତୁ ନାହିଁ ନହେଲେ ନିରାଶ ହୋଇ ପାରନ୍ତି | ଅସୀମ ସୃଜନାତ୍ମକ ଓ ଉତ୍ସାହ ଆଚରଣ ଯୋଗୁଁ ଆଜି ଆପଣ ଲାଭରେ ରହିବେ | ଯେତେବେଳେ ଆପଣଙ୍କ ଜୀବନ-ସାଥୀ ସବୁ ଭୁଲ ଭୁଲିକି ପ୍ରେମ ସହିତ ଆପଣଙ୍କ ପାଖକୁ ଆସିବେ, ତେବେ ଜୀବନ ଆହୁରି ସୁନ୍ଦର ଲାଗିବ |
କୁମ୍ଭ: ଖୁବ ଶୀଘ୍ର ରୋଗରୁ ଓହରି ଆସିବାର ସମ୍ଭାବନା ଅଛି | ପରିବାରରେ କୌଣସି ଆତ୍ମୀୟଙ୍କ ସ୍ୱାସ୍ଥ୍ୟ ଆର୍ଥିକ ଅବସ୍ଥା ଦୁର୍ବଳ କରିପାରେ ଯଦିବା ଏହି ସମୟରେ ଆପଣ ଅର୍ଥ ଅପେକ୍ଷ୍ୟା ତାଙ୍କର ସ୍ୱାସ୍ଥ୍ୟ ବିଷୟରେ ବେଶୀ ଚିନ୍ତା କରିବା ଉଚିତ | କୌଣସି ପୁରୁଣା ପରିଚିତ ବ୍ୟକ୍ତି ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇ ପାରେ | ଗତ ଦିନର ମିଠା ସ୍ମୃତି ଆପଣଙ୍କୁ ବ୍ୟସ୍ତ ରଖିବା | ନିଜ ସାଥୀକୁ କମ ଭାବନ୍ତୁ ନାହିଁ | ବୟସ୍କ ବ୍ୟକ୍ତିମାନେ ସେମାଙ୍କର ପୁରୁଣା ସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିପାରିବେ | ଆଜି ଦିନ ଆପଣଙ୍କ ପାଇଁ ବସନ୍ତ-କାଳ ପରି- ପ୍ରେମରେ ଭରା, ଯେଉଁଠି କେବଳ ଆପଣ ଓ ଆପଣଙ୍କ ଜୀବନ-ସାଥୀ ଅଛନ୍ତି |
ମୀନ: ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରକଃନ୍ତୁ ଓ ସୁସ୍ତ ରହିବା ପାଇଁ ନିୟମିତ ବ୍ୟୟାମ କରନ୍ତୁ | ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ଇଚ୍ଛା କରି ପାରନ୍ତି | ଯେତିକି ଆପଣ ଭାବିଥିଲେ , ଆପଣଙ୍କ ଭାଇ ତହାଠୁ ବେଶୀ ସହାୟକ ପ୍ରମାଣିତ ହେବେ | ଆଜି ଆପଙ୍କ ପ୍ରିୟ ଆପଣଙ୍କଠୁ ବଚନ ମାଗି ପାରନ୍ତି | ଆପଣଙ୍କ ବସ ଆଜି ଆପଣଙ୍କ ପ୍ରଶଂସା କରି ପାରନ୍ତି | ଆଜି ଘରେ କେହି ଆପଣଙ୍କ ସହିତ କଥା ହେବାପାଇଁ ଇଚ୍ଛା ପ୍ରକାଶ କରିବେ କିନ୍ତୁ ଆପଣଙ୍କ ପାଖରେ ସମୟ ନଥିବାରୁ ଆପଣ ତାଙ୍କ ସହିତ କଥା ହୋଇପାରିବେନାହିଁ | ଏହା ତାଙ୍କୁ ଦୁଃଖୀ କରିପାରେ | କୋଉ ପିଲା କିମ୍ବା ବରିଷ୍ଠ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେବ କାରଣରୁ ଆପଣ ଚିନ୍ତାରେ ରହିବେ ଓ ତାହାର କୁପ୍ରଭାବ ଆପଣଙ୍କ ବିବାହ ଜୀବନରେ ପଡ଼ି ପାରେ |