ରାସ୍ତା ମଝିରେ ଖୋଳି ପୁରେଇଲେ ପାଣି ପାଇପ୍।

ଆଠମଲ୍ଲିକ/ (ବୁଲୁ ଦଳେଇ): ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଅନ୍ତର୍ଗତ ଆମ୍ବସାର ମୁଣ୍ଡା ପଞ୍ଚାୟତ ର ଅଖର କଟା ଗ୍ରାମରୁ ପଞ୍ଚାୟତ ହେଡ କ୍ୱାର୍ଟର କୁ ସଂଯୋଗ କରୁଥିବା ରାସ୍ତା ମଝିରେ ଖୋଳି ଏକ ଠିକା ସଂସ୍ଥା ପାଣି ପାଇପ୍ ଗୁଡ଼ିକ ପୋତି ଦେଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପଞ୍ଚାୟତ ଅଫିସ୍ କୁ ଯିବା ଆସିବା କରିବାପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଆସନ୍ତୁ ଶୁଣିବା ଗ୍ରାମବାସୀ ମାନେ କଣ କୁହନ୍ତି –

https://biplabnews.com/wp-content/uploads/2024/10/WhatsApp-Video-2024-10-11-at-20.27.41_192455d6.mp4