ବରଗଡ଼ : ବରଗଡ ଜିଲ୍ଲା ତାଲପାଲି +୨ ମହାବିଦ୍ୟାଳୟରେ ଏକ ଅଭାବନିୟ ଦୃଶ୍ୟ ଦେଖିବାକୁ ମିଳିଛି । ଅର୍ଥନିତୀ ପରିକ୍ଷାକୁ ସାମୁହିକ ବର୍ଜନ କରିଛନ୍ତି ପରିକ୍ଷାର୍ଥି । ପୂର୍ବାହ୍ନ ୧୦. ଘଣ୍ଟାରୁ ୧ଘଣ୍ଟା ପର୍ଯ୍ୟନ୍ତ ପରୀକ୍ଷା ଥିଲା । ପରୀକ୍ଷା ପୂର୍ବରୁ କ୍ଲାସ ହୋଇନି ପରୀକ୍ଷା ଦେବୁନି ବୋଲି କହିଥିଲେ । ଆଉ ମହାବିଦ୍ୟାଳୟର ମୂଖ୍ୟ ଫାଟକରେ ଧାରଣାରେ ବସିଥିଲେ । ଏଣୁ ଏଣୁ ପରୀକ୍ଷା ବ୍ୟାହତ ହୋଇଥିଲା । ଘଟଣା ସ୍ଥଳକୁ ଶାନ୍ତିବରକ୍ଷା ନିମନ୍ତେ ଗାଇସିଲାଟ ଥାନା ଅଧିକାରୀ ବିରବର ଭଗତ .ପଦ୍ମପୁର ଡିଏସପି ବିଭୂତିଭୂଷଣ ଭୋଇ ଆସି ଶାନ୍ତି ରକ୍ଷା କରିଥିଲେ । କେନ୍ଦ୍ରିୟ ସ୍କାର୍ଡ ଆସି ଘଟଣାର ତଦାରଖ କରିଥିଲେ । ପରୀକ୍ଷା ଶେଷ ପର୍ଯ୍ୟନ୍ତ ହୋଇ ପାରି ନଥିଲା । ତେବେ ଘଟଣାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସେଣ୍ଟର ସୁପରିନ ଟେଣ୍ଦେଣ୍ଟ ଖିରୋଦ୍ର ପଧାନ ପିଲକା ମାନେ ମାସ କପି ଡିମାଣ୍ଡ କରୁଥିଲେ ଏଣୁ ଏଭଳି ପରିସ୍ଥିତି ହୋଇଛି ବୋଲି ମତ ରଖିଥିଲେ ।