ଶ୍ରୀନଗର,୫।୮: ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା ଚନ୍ଦ୍ର ମୁର୍ମୁ ତାଙ୍କ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି ଅନୁସାରେ ତାଙ୍କୁ କଂଟ୍ରୋଲର ଅଫ୍ ଅଡ଼ିଟ ଜେନେରାଲ ଭାବରେ ନିଯୁକ୍ତି ଦିଆଯିବ ।
ମିଳିଥିବା ସୂଚନା ଅନୁସାରେ ଆଜି ବିଳମ୍ବିତ ସନ୍ଧ୍ୟାରେ ଶ୍ରୀ ମୁର୍ମୁ ତାଙ୍କର ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ତାଙ୍କୁ ସରକାର ଅଡ଼ିଟ୍ ଜେନେରାଲ ଆଶୀଷ ମହର୍ଷିଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇପାରେ । ଦିନେ ଦୁଇଦିନ ମଧ୍ୟରେ ଜାମ୍ମୁକାଶ୍ମୀରରେ ନୂଆ ଉପରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଛି ।