ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ଘୋଷଣା

ଲକ୍‌ଡାଉନ୍‌ କଟକଣା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ଘୋଷଣା: ଜୁନ ପହିଲା ସକାଳ ୧୦ଟାରୁ ରାଜ୍ୟରେ ଖୋଲିବ ସବୁ ଧାର୍ମିକ ଅନୁଷ୍ଠାନ । ଏକ ସମୟରେ ୧୦ରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା
ଜୁନ ୮ରୁ ଖୋଲିବ ସରକାରୀ ଓ ଘରୋଇ ଅଫିସ, ଆସିବେ ୧୦୦% କର୍ମଚାରୀ |