ଗାନ୍ଧୀଛକ ଠାରେ ସାମାଜିକ ଦୂରତ୍ୱ କୁ ଖୋଲା ଖୋଲି ଉଲଙ୍ଘନ ।

ଖୋର୍ଧା: ଖୋର୍ଧା ଜିଲ୍ଲା ବାଲୁଗାଁ ଗାନ୍ଧୀଛକ ଠାରେ ସାମାଜିକ ଦୂରତ୍ୱ କୁ ଖୋଲା ଖୋଲି ଉଲଙ୍ଘନ । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ କରୋନା ସଂକ୍ରମଣକୁ ରୋକିବା ଲାଗି ପ୍ରୟାସ ଜାରି ରଖିଛନ୍ତି । ସରକାର ପକ୍ଷରୁ ସଚେତନତା ବାର୍ତ୍ତା ପ୍ରଚାର କରାଯାଇଛି । ବାହାରେ କୌଣସି କାମ ନ ଥାଇ ବୁଲାବୁଲି କିମ୍ବା ଏକାଠି ରୁଣ୍ଡ କିମ୍ବା ସାମାଜିକ ଦୂରତ୍ୱ ନ ରଖିଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ତେବେ ଆଜି ବାଲୁଗାଁ ସହର ଗାନ୍ଧୀଛକ ଠାରେ । ଘଣ୍ଟା ଘଣ୍ଟା ଧରି ଗାଡ଼ି ଅଟକି ରହିବା ସହିତ । ସାମାଜିକ ଦୂରତ୍ୱର ଖୋଲା ଖୋଲି ଉଲଙ୍ଘନ ହେଉଥିବା ଦେଖିବାକୁ ମିଳୁଛି ।
ସାଧାରଣ ରେ ପ୍ରଶ୍ନ ଉଠିଛି! ସଚେତନତା ର ଅଭାବ ନା ସରକାର ଙ୍କ ନିୟମ କୁ ଖୋଲା ଖୋଲି ଉଲଙ୍ଘନ ।