ବିଷମକଟକ ବ୍ଳକ୍ରର କୁରୁଳି ପଞ୍ଚାୟତ ଚାଟିକାଣା ରୁ ଖଜୁରୀ ରାସ୍ତାରେ ବଡ଼ ପଥର ଖସି ରାସ୍ତା ଅବରୋଧ

ବିଷମକଟକ/ରାୟଗଡ-୧୨/୦୮(ପ୍ରଫୁଲ୍ଲ କୁମାର ବେହେରା) :ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ କୁରୁଳି ପାଞ୍ଚୟତ ଚାଟିକଣା ଖଜୁରୀ ଯିବା ରାସ୍ତାର ଏକ ବିଶାଳ ପଥର ଲଗାଣ ବର୍ଷା ରେ ପଥର ଖସି ପଡିବା ଫଳରେ ଯାତାୟତ ଅସୁବିଧା ସମୁକିନ ହାଇଥିଲା l ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ଅବପାତ ପରେ କୁରୁଳି ଦୁଇଦିନ ଧରି ଲଗାଣ ବର୍ଷା ଚାଲିଛି।ବେଳକୁ ବେଳ ବର୍ଷା ବଢିବା ସହିତ ଏହାର ପ୍ରକୋପ ଜନ ଜୀବନ ଉପରେ ପ୍ରଭାବ ପକାଉଥିବା ଦେଖିବାକୁ ମିଳୁଛି।ଆଜି ଭୟଙ୍କର ବର୍ଷାରେ ସକାଳ 9ଟା ରେ ରାସ୍ତା ଉପରେ ପଥର କସି ପଡି ଥିବା ଦେଖିବାକୁ ମିଳିଛି l

https://biplabnews.com/wp-content/uploads/2022/08/0001.mp4