ଜିଲ୍ଲାପାଳ ଙ୍କ ଅଫିସ୍ ଆଗରେ ଆତ୍ମହତ୍ୟା ଉଦ୍ୟମ…

ଢେଙ୍କାନାଳ,୦୮/୦୬(ଶୁଭମ ପାଣି): ଢେଙ୍କାନାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସାମନା ରେ ଆତ୍ମହତ୍ୟା ଉଦ୍ୟମ, ତିନି ମାସ ମଧ୍ୟ ରେ ଦିତୀୟ ଥର ଲାଗି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମହିଳା ଜଣକ । ଜିଲ୍ଲା ପ୍ରସାଶନର ଦ୍ଵାରସ୍ଥ ହୋଇ ନ୍ୟାୟ ପାଇବାର ବଞ୍ଚିତ ଥିବାରୁ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି। ସେଥିପାଇଁ ସେ ବୋତଲ ଭାଙ୍ଗି ହାତ ଓ ବେବକୁ କାଟିବା ପାଇଁ ଉଦ୍ୟମ କରୁଥିଲେ। ବାରମ୍ଵାର ନ୍ୟାୟ ଭିକ୍ଷା ମାଗିଲେ ମଧ୍ୟ ନ୍ୟାୟ ମିଳୁନାହିଁ।
ମହିଳା ଜଣକ ନାମ ସସ୍ମିତା ରାଉତ ତାଙ୍କ ଘର ଭାପୁର ଅଞ୍ଚଳର କୋଇଲିପଙ୍ଗି ଗ୍ରାମରେ ସେ ଗ୍ରାମ ର ଏକ ସରକାରୀ ଜମିରେ ରହୁଥିଲେ ଓ ତାଙ୍କ ପଡୋଶୀ ତାଙ୍କୁ ବାରମ୍ଵାର ହଇରାଣ କରୁଥିଲେ ଏ ତାଙ୍କୁ ମୁସିଲମାନ ବୋଲି କହୁଥିଲେ ଓ ତୁରନ୍ତ ଘର ଛାଡିବାକୁ ମଧ୍ୟ ବାଧ୍ୟ କରୁଥିଲେ, ସେ ବାହାର ରାଜ୍ୟରେ ବିବାହ କରିଛନ୍ତି ଓ ତାଙ୍କର ପୁଅ ଝିଅ ମଧ୍ୟ ଅଛନ୍ତି ।
ସେ ଏଥିପାଇଁ ଭାପୁର ଫାଣ୍ଡିର ଅଭିଯୋଗ କରିଥିଲେ ଓ ପରେ ୩ ମାସ ପୂର୍ବରୁ ଢେଙ୍କାନାଳ ଜିଲ୍ଲାପାଳ ଙ୍କ କାଯ୍ୟାଳୟ ଆଗର କରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଓ ତାଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଓ । । C ବୁଝାସୁଝା କରିଥିଲେ। ଆଜି ମଧ୍ଯ ତାଙ୍କୁ ବୁଝା ସୁଝା କରି ନ୍ୟାୟ ମିଳିବ ବୋଲି ପ୍ରତିଶୃତ ଦେଇଛନ୍ତି ।