କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):-କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ଫୁଲବାଣୀ ରୁ ବୌଦ୍ଧଜିଲ୍ଲା କୁ ସଂଯୋଗ କରୁଥିବା ସୀମାରେ ଅବସ୍ଥିତ ଅବହେଳିତ ୯ ଖଣ୍ଡ ମୌଜାର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି ସମସ୍ତ ଯୁବକ। ବୈଦ୍ୟନାଥ ବେହେରାଙ୍କ ନେତୃତ୍ୱରେ ୯ ଖଣ୍ଡ ମୌଜାର ଯୁବକ ମାନଙ୍କୁ ନେଇ ବୈଠକ ବସି କମିଟି ଗଠନ କରିଛନ୍ତି।ଏହା ପୂର୍ବରୁ ଅକ୍ଟୋବର ମାସ ୮ତାରିଖରେ ପ୍ରଥମ ବୈଠକ ବସିଥିଲା।ଏହାର ଦ୍ୱିତୀୟ ବୈଠକ ଅନୁଷ୍ଠିତ କରାଯାଇ ପୂର୍ବ ନିଷ୍ପତି ଅନୁଯାୟୀ ସମସ୍ତଙ୍କ ଏକମତ କ୍ରମେ ପ୍ରସ୍ତାବ ଓ ସମର୍ଥନ ଅନୁସାରେ ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତା ରେ କମିଟି ଗଠନ କରାଯାଇଛି।୯ ଖଣ୍ଡ ମୌଜା ଭି,ଆର ଆମ୍ବେଦକର ଯୁବ ପରିଷଦ ନାମକରଣ କରାଯାଇଛି।ହେଲେ ଯୁବ ପରିଷଦର ଅଧ୍ୟକ୍ଷ ଭାବେ ବୈଦ୍ୟନାଥ ବେହେରା, ସଭାପତି ରାଘବ ବେହେରା, କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ବେହେରା,ଆବାହକ,ଅଜୟ କୁମାର ବେହେରା,ସାଧାରଣ ସମ୍ପାଦକ ଚନ୍ଦ୍ରକାନ୍ତ ମଲିକ କୋଷାଧ୍ୟକ୍ଷ ସଞ୍ଜିତ କୁମାର କହଁର,୩ ଜଣ ଉପ ସଭାପତି ସୁନୀଲ କୁମାର ମଲିକ,ତ୍ରିନାଥ ଯାନୀ,ବିକ୍ରମ ଜାଲ ୩ ଜଣ ଯୁଗ୍ମ ସମ୍ପାଦକ ଆଶିଷ କୁମାର ବେହେରା,ଗୌର ଜାଲ ସରୋଜ କୁମାର ପ୍ରଧାନ,୨୦ଜଣ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନିମାଇଁ ମଲିକ,ଦୁର୍ଯ୍ୟୋଧନ ବେହେରା,ପ୍ରଭାସ କୁମାର ବେହେରା,ମହେଶ୍ୱରବେହେରା,
ଅଙ୍ଗଦ ମଲିକ,ପ୍ରଶାନ୍ତ ଜାଲ,ସୁମନ୍ତ ମଲିକ,ସାନନ୍ଦ ପ୍ରଧାନ,ରଞ୍ଜିତ ବେହେରା,ରବୀନ୍ଦ୍ର ପ୍ରଧାନ,ବିକାଶ ପ୍ରଧାନ,ସନ୍ତୋଷ ପ୍ରଧାନ,ମନୋଜ ପ୍ରଧାନ,ସଞ୍ଜିତ ବେହେରା,ଭୀମସେନ ପ୍ରଧାନ,ଲବ ବାଘ,କୁଶ ବାଘ, ଅନୀଲ ଜାଲ,ନିରାକାର ଜାଲ,ସନୁ ନାୟକ,ନୀଳମଣି ବେହେରା, ମିଥୁନ ବେହେରା,ସୀମାଞ୍ଚଳ ବେହେରା,ସୂର୍ଯ୍ୟକାନ୍ତ ମଲିକ, ରାଜକୁମାର ମଲିକ,କୃଷ୍ଣ ଚନ୍ଦ୍ର କହଁର,ବବୁଲ କହଁର, ପ୍ରମୋଦ ମଲିକ,ପ୍ରଶାନ୍ତ ମଲିକ,ବିରାଜ ବେହେରା,ମିଲନ କହଁର,ସତ୍ୟଜିତ କହଁର, ସମ୍ୟକାନ୍ତ ଯାନୀ,ଓ ଅନ୍ୟମାନେ ,ସେହିଭଳି ଉପଦେଷ୍ଟା ଭାବେ ଦାମୋଦର ବେହେରା, ସୁଶୀଳ କୁମାର ବେହେରା,ସୁଶାନ୍ତ ଜାଲ,ମାର୍କଣ୍ଡ ଭୋଇ,ଭଜମନ ପ୍ରଧାନ,ଅନୀଲ କୁମାର ମଲିକ,ଶ୍ରୀକାନ୍ତ ପ୍ରଧାନ ପ୍ରମୁଖ ମନୋନୀତ ହୋଇଛନ୍ତି।