ରାଶିଫଳ (ଶୁକ୍ରବାର)
ମାଘ (ମକର) ଜାନୁଆରୀ ୨୨ ତାରିଖ ୨୦୨୧
ମେଷ – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ସୂର୍ଯ୍ୟଦେବଙ୍କର ଉପାସନା କରନ୍ତୁ।
ବୃଷ – କାର୍ଯ୍ୟହାନୀ ଯୋଗ ରହିଛି, ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ମିଥୁନ – ଆୟ ଯୋଗ ରହିଛି। ଆଳସ୍ୟ ବର୍ଜନ କରି କର୍ମତତ୍ପର ହୁଅନ୍ତୁ। ଦିନଟି ଭଲରେ କଟିପାରେ।
କର୍କଟ – କାର୍ଯ୍ୟ ସଫଳ ହେବ। ଆୟ ଭଲ ହୋଇପାରେ। ମନ ପ୍ରଫୁଲ୍ଲ ରହିବ।
ସିଂହ – ଲୋକ ସମ୍ପର୍କ ବୃଦ୍ଧି ଘଟିବ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
କନ୍ୟା – ଅସୁସ୍ଥତା ଦେଖାଦେଇ ପାରେ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ତୁଳା – ପ୍ରସନ୍ନ ଭାବ ପ୍ରକାଶିତ ହେବ। ବନ୍ଧୁ ସହଯୋଗ କରିବେ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ।
ବିଛା – ନିରୂତ୍ସାହିତ ହେବେ। ମନ ଆନ୍ଦୋଳିତ ହେବ। ସହଯୋଗ କମ ମିଳିବ।
ଧନୁ – ଲେଖାପଢାରେ ସମୟ ବିତିବ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
ମକର – ପ୍ରତିବାଦର ସାମ୍ନା କରିବେ। ମନ ଅସ୍ଥିର ରହିପାରେ। ପାରିବାରିକ ସହଯୋଗ ମିଳିବ।
କୁମ୍ଭ – ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ନୂତନ ଯୋଜନା ପ୍ରସ୍ତୁତ କରିବେ। ମାନସିକ ଶାନ୍ତି ମିଳିବ।
ମୀନ – ଆଳସ୍ୟ ପରାୟଣ ହେବେ। ମନ ଅସ୍ଥିର ରହିବ। ଯଥା ସମ୍ଭବ ସାହାଯ୍ୟ ମିଳିବ।