ରାଶିଫଳ (ଗୁରୁବାର)
ମାଘ (ମକର) ଜାନୁଆରୀ ୨୧ ତାରିଖ ୨୦୨୧
ମେଷ – ଶ୍ରୀଚନ୍ଦ୍ର ରହିଛି। ସର୍ବ କୁଶଳ ଅନୁଭୁତ ହେବ। ଦିନଟି ଉତ୍ତମ ଫଳଦାୟକ ହୋଇପାରେ।
ବୃଷ – ଧନକ୍ଷୟ ଯୋଗ ରହିଛି। ସତର୍କ ରୁହନ୍ତୁ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
ମିଥୁନ – ଆୟ ବୃଦ୍ଧି ହେବ। ମନ ପ୍ରଫୁଲ୍ଲ ରହିବ। ଦିନଟି ଭଲରେ କଟିବାର ଯୋଗ ରହିଛି।
କର୍କଟ – କର୍ମତତ୍ପର ରହିବେ। ମାନସିକ ଶାନ୍ତି ମିଳିବ। ଶରୀର ସୁସ୍ଥ ରହିବ।
ସିଂହ – ଭକ୍ତିଭାବ ଜାଗ୍ରତ ହେବ। ସେବାପୂଜାରେ ସମୟ କାଟିବେ। ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତି ହେବ।
କନ୍ୟା – ଅସୁସ୍ଥତା ଦେଖାଦେଇପାରେ । ମାତା କାଳୀଙ୍କର ଉପାସନା କରନ୍ତୁ ଲାଘବ ହେବ।
ତୁଳା – ବନ୍ଧୁ ମିଳନ ଘଟିବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ସହଯୋଗ ମିଳିବ।
ବିଛା – କ୍ରୋଧ ବୃଦ୍ଧି ହେବ। ମନ ଆନ୍ଦୋଳିତ ହୋଇପାରେ। ଆୟ ଠିକ ରହିବ।
ଧନୁ – ଚନ୍ଦ୍ରଶୁଦ୍ଧି ରହିଛି। ବିନା ବାଧାରେ କାର୍ଯ୍ୟ କରିବେ। ପରାମର୍ଶ ଦେଇପାରନ୍ତି।
ମକର – କଳହ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ଶାନିଦେବଙ୍କର ଉପାସନା କରନ୍ତୁ।
କୁମ୍ଭ – ଉତ୍ସାହ ବୃଦ୍ଧି ହେବ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ଦିନଟି ଭଲରେ କଟିବାର ଯୋଗ ରହିଛି।
ମୀନ – ଆଶାବାଦୀ ହେବେ। ପାରିବାରିକ ସହଯୋଗ ମିଳିବ। ଆୟ ଭଲ ହେବାର ଯୋଗ ରହିଛି।