ମାଘ , ଜାନୁଆରୀ ୧୮ ତାରିଖ ୨୦୨୧
ମେଷ – ବ୍ୟୟ ଯୋଗ ରହିଛି। ମନ ବ୍ୟାକୁଳିତ ହେବ। ଆୟ ସ୍ଥିର ରହିବ।
ବୃଷ – ଧନପ୍ରାପ୍ତି ଯୋଗ ରହିଛି। କର୍ମ ତତ୍ପର ହୁଅନ୍ତୁ। ମନ ପ୍ରଫୁଲ୍ଲ ରହିବ। ଦିନଟି ଭଲରେ କଟିପାରେ।
ମିଥୁନ – ସୁଖ ସମ୍ମାନ ପ୍ରାପ୍ତି ହେବ। ଶରୀର ସୁସ୍ଥ ରହିବ। ସହଯୋଗ ମିଳିବ।
କର୍କଟ – ସେବା ପୂଜା ପ୍ରତି ଆଗ୍ରହ ବୃଦ୍ଧି ହେବ। କୌଣସି ସୁସମ୍ବାଦ ପାଇପାରନ୍ତି। ମାନସିକ ଶାନ୍ତି ମିଳିବ।
ସିଂହ – ଶାରୀରିକ ପୀଡା ଦେଖାଦେଇ ପାରେ। ଦେହର ଯତ୍ନ ନିଅନ୍ତୁ। ମାତା କାଳୀଙ୍କର ଉପାସନା କରନ୍ତୁ।
କନ୍ୟା – ବନ୍ଧୁ ମିଳନ ଘଟିବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ମନ ପ୍ରଫୁଲ୍ଲ ରହିବ।
ତୁଳା – କ୍ରୋଦ୍ଧ ବୃଦ୍ଧି ଘଟିବ। ମନ ଆନ୍ଦୋଳିତ ହେବ। ଆୟ ଠିକ ରହିବ।
ବିଛା – ଆଲୋଚନା ପର୍ଯ୍ୟାଲୋଚନା ଭିତରେ ଦିନଟି କଟିବ। ଶରୀର ସୁସ୍ଥ ରହିବ। ପାରିବାରିକ ସହଯୋଗ ମିଳିବ।
ଧନୁ – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ।
କୁମ୍ଭ – ଆଦର ସମ୍ମାନ ପ୍ରାପ୍ତି ହେବ। କୌଣସି ସାଧୁଙ୍କ ସହିତ ସାକ୍ଷାତ ହୋଇପାରେ। ମାନସିକ ଶାନ୍ତି ମିଳିବ।
ମୀନ – ବ୍ୟୟ ଯୋଗ ରହିଛି। ଖର୍ଚ୍ଚ କମ କରିବାକୁ ଚେଷ୍ଟା କରନ୍ତୁ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।