ରାଶିଫଳ (ରବିବାର)

ପୌଷ (ଧନୁ) ଡିସେମ୍ବର ୨୦ ତାରିଖ ୨୦୨୦
ମେଷ – ଧନପ୍ରାପ୍ତି ହୋଇପାରେ। ଶରୀର ସୁସ୍ଥ ରହିବ। ସହଯୋଗ ମିଳିବ।
ବୃଷ – ପ୍ରଶଂସିତ ହୋଇପାରନ୍ତି। ପାରିବାରିକ ସହଯୋଗ ପ୍ରାପ୍ତି ହେବ। ଆୟ ଠିକ ରହିବ।
ମିଥୁନ – ଘାତଚନ୍ଦ୍ର ରହିଛି। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।
କର୍କଟ – ଶାରୀରିକ ପୀଡା ଦେଖାଦେଇପାରେ। ମନ ଅସ୍ଥିର ରହିବ। ଆୟ ଠିକ ରହିବ।
ସିଂହ – ସୁଖସଂଭୋଗ ଲାଭ ହେବ। ଦିନଟି ଭଲରେ କଟିପାରେ।
କନ୍ୟା – ଦୁଃସାହସିକ କାର୍ଯ୍ୟ କରିବେ। ଶରୀର ସୁସ୍ଥ ରହିବ। ବନ୍ଧୁ ସହଯୋଗ ମିଳିବ।
ତୁଳା – ପରାମର୍ଶ କରି କାର୍ଯ୍ୟ କରନ୍ତୁ। ଦୂରଯାତ୍ରା କରିପାରନ୍ତି। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ବିଛା – ଶତ୍ରୁ ବୃଦ୍ଧି ଘଟିବାର ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ଧନୁ – କାର୍ଯ୍ୟ ସଫଳ ହେବ। ମନ ପ୍ରଫୁଲ୍ଲ ରହିବ। ସହଯୋଗ ମିଳିବ।
ମକର – ପରାଧୀନ ରହି କାର୍ଯ୍ୟ କରିବେ। ପ୍ରଶଂସିତ ହୋଇପାରନ୍ତି। ବନ୍ଧୁ ସହଯୋଗ କରିବେ।
କୁମ୍ଭ – ସୌଜନ୍ୟତା ପ୍ରାପ୍ତି ହେବ। ଶରୀର ସୁସ୍ଥ ରହିବ। ମାନସିକ ଶାନ୍ତି ମିଳିବ।
ମୀନ – ବ୍ୟୟ ବୃଦ୍ଧି ଘଟିପାରେ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହେବ।