କାର୍ତ୍ତିକ (ତୁଳା) ଅକ୍ଟୋବର ୨୦ ତାରିଖ ୨୦୨୦
ମେଷ – ଶାରୀରିକ ପୀଡା ଦେଖାଦେଇ ପାରେ। ମନ ଆନ୍ଦୋଳିତ ହେବ। ଆୟ ସ୍ଥିର ରହିବ।
ବୃଷ – କାର୍ଯ୍ୟ ସଫଳ ଯୋଗ ରହିଛି। ଶାରୀରିକ ସୁସ୍ଥତା ଅନୁଭବ କରିବେ। ଦିନଟି ଭଲରେ କଟିପାରେ।
ମିଥୁନ – ଅହଂକାର ବୃଦ୍ଧି ଘଟିବ। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବ।
କର୍କଟ – ଲେଖାପଢାରେ ଅଧିକ ସମୟ ବିତିବ। ମାନସିକ ଶାନ୍ତି ଅନୁଭବ କରିବେ। ବନ୍ଧୁ ସହଯୋଗ ମିଳିବ।
ସିଂହ – ଅସନ୍ତୋଷ ବୃଦ୍ଧି ପାଇବ। ଆୟ କମ ହୋଇପାରେ। ନୂତନ ଦ୍ରବ୍ୟ କ୍ରୟ କରିବାର ଯୋଜନା କରିବେ।
କନ୍ୟା – ଲୋକ ସମ୍ପର୍କ ବୃଦ୍ଧି ପାଇବ। ଆୟ ଭଲ ହେବ। ଦିନଟି ମଧ୍ୟମ ଫଳ ଦାୟକ ହୋଇପାରେ।
ତୁଳା – ଆଶାବାଦୀ ହେବେ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
ବିଛା – ସ୍ଵାଧୀନ ଚିନ୍ତାରେ କାର୍ଯ୍ୟ କରିବେ। ମାନସିକ ଶାନ୍ତି ମିଳିବ। ଦିନଟି ପ୍ରାୟ ଭଲରେ କଟିବ।
ଧନୁ – ପଥରୋଧ ଘଟିପାରେ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ମକର – ଆୟ ଭଲ ହେବାର ଯୋଗ ରହିଛି। ଆଳସ୍ୟ ବର୍ଜନ କରନ୍ତୁ।
କୁମ୍ଭ – କାର୍ଯ୍ୟ ସଫଳ ହେବ। ମନ ପ୍ରଫୁଲ୍ଲ ରହିବ। ଆୟ ଭଲ ହେବାର ସମ୍ଭାବନା ଅଛି।
ମୀନ – ସାଧୁସେବା କରିପାରନ୍ତି। ମାନସିକ ଶାନ୍ତି ଅନୁଭବ କରିବେ। ସବୁ ଦିଗରୁ ସାହାଯ୍ୟ ମିଳିବାର ସମ୍ଭାବନା ଅଛି।