ଆଶ୍ଵିନ (କନ୍ୟା) ଅକ୍ଟୋବର ୧୧ ତାରିଖ ୨୦୨୦
ମେଷ – ଶତ୍ରୁ ଭୟ ଦେଖାଦେଇ ପାରେ। ମାତା କାଳୀଙ୍କର ଉପାସନା କରନ୍ତୁ ଲାଘବ ହେବ।
ବୃଷ – ଉତ୍ସାହିତ ହେବେ। ମନ ପ୍ରଫୁଲ୍ଲ ରହିବ। ଆୟ ଭଲ ହେବାର ସମ୍ଭାବନା ରହିଛି।
ମିଥୁନ – ଆଶାବାଦୀ ହେବେ। ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ।
କର୍କଟ – ଶ୍ରୀଚନ୍ଦ୍ର ରହିଛି। ଦିନଟି ଭଲରେ କଟିବାର ସମ୍ଭାବନା ଅଛି।
ସିଂହ – ପ୍ରତାରଣାର ଶିକାର ହୋଇପାରନ୍ତି। ମନ ଆନ୍ଦୋଳିତ ହେବ। ଆୟ ସ୍ଥିର ରହିବ।
କନ୍ୟା – କୌଣସି ଦ୍ରବ୍ୟ କ୍ରୟ କରିପାରନ୍ତି। ଶରୀର ସୁସ୍ଥ ରହିବ। ଆୟ ଭଲ ହେବ।
ତୁଳା – ଯଶବୃଦ୍ଧି ଘଟିବ। ସହଯୋଗ ମିଳିବ। ଦିନଟି ଭଲରେ କଟିପାରେ।
ବିଛା – ସେବାପୂଜା ପ୍ରତି ଆଗ୍ରହ ବଢିବ। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବ।
ଧନୁ – ସୁଖହାନୀ ଘଟିପାରେ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହେବ।
ମକର – ଆଜି ଆପଣଙ୍କର ଚନ୍ଦ୍ର ଶୁଦ୍ଧି ରହିଛି। ଦିନଟି ଆମୋଦ ପ୍ରମୋଦରେ କଟିପାରେ।
କୁମ୍ଭ – ଅହଂକାର ବୃଦ୍ଧି ଘଟିବ। ମନ ଅସ୍ଥିର ହୋଇପାରେ। ଆୟ ଠିକ ରହିବାର ସମ୍ଭାବନା ରହିଛି।
ମୀନ – କର୍ମକ୍ଷେତ୍ରରେ ଅସହଯୋଗ ଦେଖାଦେଇପାରେ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।