ଆଶ୍ଵିନ (କନ୍ୟା) ଅକ୍ଟୋବର ୮ ତାରିଖ ୨୦୨୦
ମେଷ – ସମ୍ମାନ ଲାଭ ହେବ। ଆୟ ଭଲ ହେବାର ସମ୍ଭାବନା ଅଛି। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ବୃଷ – ସୁଖସମ୍ମାନ ପ୍ରାପ୍ତି ହେବ। ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ।
ମିଥୁନ – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳଦାୟକ ହୋଇପାରେ।
କର୍କଟ – କାର୍ଯ୍ୟହାନୀ ଘଟିପାରେ। ସତର୍କ ରୁହନ୍ତୁ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ।
ସିଂହ – ଧନପ୍ରାପ୍ତି ଯୋଗ ରହିଛି। ସହଯୋଗ ପ୍ରାପ୍ତି ହୋଇପାରେ। ଦିନଟି ଭଲରେ କଟିବାର ସମ୍ଭାବନା ରହିଛି।
କନ୍ୟା – ଦିନଟି ସାରା କର୍ମଚଞ୍ଚଳ ରହିବେ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ଆୟ ଠିକ ରହିବାର ସମ୍ଭାବନା ଅଛି।
ତୁଳା – ସତସଙ୍ଗ ଲାଭ ହୋଇପାରେ। ପାରିବାରିକ ସହଯୋଗ ମିଳିବ। ଆୟ ସ୍ଥିର ରହିବ।
ବିଛା – ଶାରୀରିକ ପୀଡା ଅନୁଭବ କରିବେ। ବନ୍ଧୁ ସହଯୋଗ ମିଳିବ। ମନ ଅସ୍ଥିର ରହିବାର ସମ୍ଭାବନା ଅଛି।
ଧନୁ – ଆନନ୍ଦ ଉତ୍ସବ ଭିତରେ ଦିନଟି କଟିବ। ମନ ପ୍ରଫୁଲ୍ଲ ରହିବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ମକର – କାର୍ଯ୍ୟକ୍ଷେତ୍ରରେ ପ୍ରତିରୋଧର ସାମ୍ନା କରିବେ। ସାମାନ୍ୟ ଅସୁସ୍ଥତା ଦେଖାଦେଇପାରେ। ଆୟ ଠିକ ରହିବାର ସମ୍ଭାବନା ଅଛି।
କୁମ୍ଭ – ମାନହାନୀ ଘଟିବାର ଯୋଗ ରହିଛି। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ମୀନ – ଶତ୍ରୁ ବୃଦ୍ଧି ଘଟିପାରେ। ମନ ଆନ୍ଦୋଳିତ ହେବ। ଆୟ ଠିକ ରହିବ।