ରାଶିଫଳ (ରବିବାର) ଅକ୍ଟୋବର ୪ ତାରିଖ ୨୦୨୦

ଆଶ୍ଵିନ (କନ୍ୟା) ଅକ୍ଟୋବର ୪ ତାରିଖ ୨୦୨୦
ମେଷ – ଘାତଚନ୍ଦ୍ର ରହିଛି। ସତର୍କର ସହ କାର୍ଯ୍ୟ କରନ୍ତୁ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ।
ବୃଷ – କାର୍ଯ୍ୟରେ ବାଧା ଉପୁଜି ପାରେ। ମନ ଆନ୍ଦୋଳିତ ହେବ। ଆୟ କମ ହେବାର ସମ୍ଭାବନା ରହିଛି।
ମିଥୁନ – ମନ ପ୍ରସନ୍ନ ରହିବ। ଆୟ ଭଲ ହୋଇପାରେ। ସହଯୋଗ ପ୍ରାପ୍ତି ହେବ।
କର୍କଟ – ସୁଖ ସମ୍ମାନ ଲାଭହେବ। ଦିନଟି ଭଲରେ କଟିବାର ସମ୍ଭାବନା ରହିଛି।
ସିଂହ – ପରୋପକାରରେ ସମୟ ବିତାଇବେ। ସ୍ୱାସ୍ଥ୍ୟ ଠିକ ରହିବ। ଆୟ ସ୍ଥିର ରହିବ।
କନ୍ୟା – ସୁଖହାନୀ ଘଟିବାର ଯୋଗ ରହିଛି। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ତୁଳା – ଉତ୍ସାହିତ ହେବେ। ବନ୍ଧୁ ସହଯୋଗ କରିବେ। ଆୟ ଭଲ ହୋଇପାରେ।
ବିଛା – କର୍ମକ୍ଷେତ୍ରରେ ବାଧା ଉପୁଜି ପାରେ। ସହଯୋଗ କମ ମିଳିବ। ଆୟ ସ୍ଥିର ରହିବ।
ଧନୁ – ଚିନ୍ତାଗ୍ରସ୍ତ ହେବେ। ମନ ଅସ୍ଥିର ରହିବ। ପାରିବାରିକ ସହଯୋଗ ମିଳିବ।
ମକର – ଭୟଭୀତ ହେବାର ସମ୍ଭାବନା ରହିଛି। ଦୃଢ ମନୋବଳ ନେଇ କାର୍ଯ୍ୟ କରନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ।
କୁମ୍ଭ – କାର୍ଯ୍ୟରେ ସାର୍ଥକତା ମିଳିବ। ଆୟ ଭଲ ହୋଇପାରେ। ସ୍ୱାସ୍ଥ୍ୟ ଠିକ ରହିବ।
ମୀନ – ଲୋଭଗ୍ରସ୍ତ ହୋଇପାରନ୍ତି। ପୁରାତନ ବନ୍ଧୁ ସହଯୋଗ କରବେ। ଆୟ ଠିକ ରହିବ। ମାନସିକ ଚିନ୍ତା ବୃଦ୍ଧି ହୋଇପାରେ।