ରାଶିଫଳ (ଗୁରୁବାର) ଅକ୍ଟୋବର ୧ ତାରିଖ ୨୦୨୦

ଆଶ୍ଵିନ (କନ୍ୟା) ଅକ୍ଟୋବର ୧ ତାରିଖ ୨୦୨୦
ମେଷ – ବ୍ୟୟ ଯୋଗ ରହିଛି। ସତର୍କର ସହ ଖର୍ଚ୍ଚ କରନ୍ତୁ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
ବୃଷ – ଆୟ ଭଲ ହୋଇପାରେ। ନୂତନ ଦ୍ରବ୍ୟ ପ୍ରାପ୍ତି ଯୋଗ ରହିଛି। ଦିନଟି ଭଲରେ କଟିବାର ସମ୍ଭାବନା ଅଛି।
ମିଥିନ – ପରିଶ୍ରମ ଅଧିକ ହୋଇପାରେ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
କର୍କଟ – ସେବା ପୂଜା ପ୍ରତି ଆଗ୍ରହ ବଢିବ। ସହଯୋଗ ମିଳିବ। ମାନସିକ ଶାନ୍ତି ଅନୁଭବ କରବେ।
ସିଂହ – ଶାରୀରିକ ପୀଡା ଦେଖାଦେଇପାରେ। ପାରିବାରିକ ସହଯୋଗ ମିଳିବ। ମାନସିକ ଶାନ୍ତି ଅନୁଭବ କରିବେ।
କନ୍ୟା – ମିତ୍ରଲାଭ ଯୋଗ ରହିଛି। ମିଷ୍ଟାନ୍ନ ପ୍ରାପ୍ତି ହୋଇପାରେ। ଦିନଟି ମଧ୍ୟମ ଫଳ ଦାୟକ ହେବାର ସମ୍ଭାବନା ରହିଛି।
ତୁଳା – ଶତ୍ରୁ ଭୟ ଦେଖା ଦେଇପାରେ। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।
ବିଛା – ପରାମର୍ଶ କରି କାର୍ଯ୍ୟ କରିବେ। ସହଯୋଗ ପ୍ରାପ୍ତି ହେବ। ଆୟ ସ୍ଥିର ରହିବ।
ଧନୁ – କଳହ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ।
ମକର – ପରିଶ୍ରମ ଠାରୁ ଫଳ କମ ହେବ। ମନ ସାମାନ୍ୟ ଅସନ୍ତୋଷ ରହିବ। ଶରୀର ସୁସ୍ଥ ରହିବ।
କୁମ୍ଭ – ମନ ବ୍ୟାକୁଳିତ ହୋଇପାରେ। ବନ୍ଧୁ ବିଚ୍ଛେଦ ଘଟିବାର ସମ୍ଭାବନା ରହିଛି। ଶନିଦେବଙ୍କର ଉପାସନା କରନ୍ତୁ ଲାଘବ ହେବ।
ମୀନ – ଶ୍ରୀଚନ୍ଦ୍ର ରହିଛି। ସର୍ବ କୁଶଳ ଅନୁଭୂତ ହେବ। ଦିନଟି ଭଲରେ କଟିବାର ସମ୍ଭାବନା ରହିଛି।