ରାଶିଫଳ (ବୁଧବାର) ସେପ୍ଟେମ୍ବର ୩୦ ତାରିଖ ୨୦୨୦

ଆଶ୍ଵିନ (କନ୍ୟା) ସେପ୍ଟେମ୍ବର ୩୦ ତାରିଖ ୨୦୨୦
ମେଷ – ବ୍ୟୟ ବୃଦ୍ଧି ହୋଇପାରେ। ସତର୍କର ସହ ଖର୍ଚ୍ଚ କରନ୍ତୁ। ତୁଳସୀ ବୃକ୍ଷର ମୂଳକୁ ବାହୁରେ ଧାରଣ କରନ୍ତୁ।
ବୃଷ – ପ୍ରତାରଣାର ଶିକାର ହୋଇପାରନ୍ତି। ଆୟ ଠିକ ରହିବାର ସମ୍ଭାବନା ଅଛି।
ମିଥୁନ – ଉଚ୍ଚ ସମ୍ମାନ ପ୍ରାପ୍ତି ହୋଇପାରେ। ଆୟ ଭଲ ହେବାର ସମ୍ଭାବନା ଅଛି। ଦିନଟି ଭଲରେ କଟିବାର ଯୋଗ ରହିଛି।
କର୍କଟ – ନୀରବଦ୍ରଷ୍ଟା ହେବାକୁ ପଡିପାରେ। ମନ ସାମାନ୍ୟ ଅସ୍ଥିର ରହିବ। ଆୟ ସ୍ଥିର ରହିବ।
ସିଂହ – କୁଭୋଜନ ପ୍ରାପ୍ତି ଯୋଗ ରହିଛି। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହେବ।
କନ୍ୟା – ଲୋକସମ୍ପର୍କ ବୃଦ୍ଧି ଘଟିବ। ଶରୀର ସୁସ୍ଥରହିବ। ଆୟ ଠିକ ରହିବ।
ତୁଳା – ମାନହାନୀ ଘଟିପାରେ। ଭଗବାନ ହନୁମାନଙ୍କର ଉପାସନା କରନ୍ତୁ ଲାଘବ ହେବ।
ବିଛା – ଅସମ୍ମାନିତ ହୋଇପାରନ୍ତି। ସତର୍କ ରୁହନ୍ତୁ। ସୂର୍ଯ୍ୟଦେବଙ୍କର ଉପାସନା କରନ୍ତୁ ଲାଘବ ହେବ।
ଧନୁ – ସୁଖ ଓ ସମ୍ମାନ ଲାଭ ହୋଇପାରେ। ଆୟ ଭଲ ହେବାର ସମ୍ଭାବନା ରହିଛି। ଦିଆନତି ଭଲରେ କଟିପାରେ।
ମକର – ଉଚ୍ଚ ଆଶା ପୋଷଣ କରିବେ। ଶରୀର ସୁସ୍ଥ ରହିବ। ସହଯୋଗ ମିଳିବ।
କୁମ୍ଭ – କାର୍ଯ୍ୟକ୍ଷେତ୍ରରେ ବିଳମ୍ବ ଘଟିପାରେ। ଆୟ ସ୍ଥିର ରହିବାର ସମ୍ଭାବନା ଅଛି। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ମୀନ – ଦୁଃଖଦୈନ୍ୟତା ବୃଦ୍ଧି ଘଟିପାରେ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।