ରାଶିଫଳ (ସୋମବାର)
ଆଶ୍ଵିନ (କନ୍ୟା) ସେପ୍ଟେମ୍ବର ୨୮ ତାରିଖ ୨୦୨୦
ମେଷ – ଲୋକ ସମ୍ପର୍କ ବୃଦ୍ଧି ପାଇବ। ଶରୀର ସୁସ୍ଥ ରହିବ। ଆୟ ଭଲ ହୋଇପାରେ।
ବୃଷ – ସୁଖହାନୀ ଘଟିବାର ଯୋଗ ରହିଛି। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ମିଥୁନ – ସମ୍ମାନିତ ହୋଇ ପାରନ୍ତି। ସହଯୋଗ ମିଳିବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ।
କର୍କଟ – ଶାରୀରିକ ସୁସ୍ଥତା ଅନୁଭବ କରିବେ। ପାରିବାରିକ ସହଯୋଗ ମିଳିବ। ଆୟ ସ୍ଥିର ରହିବ।
ସିଂହ – କୌଣସି ଆଲୋଚନାରେ ଅଂଶ ଗ୍ରହଣ କରିପାରନ୍ତି। ନୂତନ ଦ୍ରବ୍ୟ କ୍ରୟ କରିବାର ସମ୍ଭାବନା ରହିଛି।
କନ୍ୟା – ଅହଂକାର ବୃଦ୍ଧି ଘଟିବ। ସହଯୋଗ କମ ମିଳିପାରେ। ଆୟ ଠିକ ରହିବ।
ତୁଳା – ପ୍ରତୀକ୍ଷା କରିବାକୁ ପଡିପାରେ। ମନ ସାମାନ୍ୟ ଅସ୍ଥିର ରହିବ। ଶରୀର ସୁସ୍ଥ ରହିବ।
ବିଛା – ଧନ ବୃଦ୍ଧି ଘଟିପାରେ। ବନ୍ଧୁ ସହଯୋଗ କରିବେ। ଶରୀର ସୁସ୍ଥ ରହିବ।
ଧନୁ – ସମ୍ମାନ ପ୍ରାପ୍ତିଯୋଗ ରହିଛି। ଆୟ ଠିକ ରହିବ। ପାରିବାରିକ ସହଯୋଗ ମିଳିବ।
ମକର – ମନ ଆନ୍ଦୋଳିତ ହୋଇପାରେ। କାର୍ଯ୍ୟରେ ବାଧା ସୃଷ୍ଟି ହେବାର ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପସନ କରନ୍ତୁ।
କୁମ୍ଭ – ଶାରୀରିକ ପୀଡା ଦେଖାଦେଇ ପାରେ। ମାତା କାଳୀଙ୍କର ଉପସନା କରନ୍ତୁ ଲାଘବ ହେବ।
ମୀନ – ସ୍ଵାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ। ଶରୀର ସୁସ୍ଥ ରହିବ। ଆୟ ସ୍ଥିର ରହିବାର ସମ୍ଭାବନା ରହିଛି।