ଆଶ୍ଵିନ (କନ୍ୟା ) ସେପ୍ଟମ୍ବର ୧୭ ତାରିଖ ୨୦୨୦
ମେଷ – କ୍ରୋଧ ବୃଦ୍ଧି ଘଟିବ। ଆୟ ସାମାନ୍ୟ କମ ହୋଇପାରେ। ସହଯୋଗ ମିଳିବ।
ବୃଷ – ମାନହାନୀ ଘଟିପାରେ। ସତର୍କର ସହ କାର୍ଯ୍ୟ କରନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ ଲାଘବ ହେବ।
ମିଥୁନ – ବାଦାନୁବାଦ ଭିତରେ ଦିନଟି କଟିବ। ଶରୀର ସୁସ୍ଥ ରହିବ। ଆୟ ସ୍ଥିର ରହିବ।
କର୍କଟ – ପରିଶ୍ରମ ଅଧିକ ହୋଇପାରେ। ମାନସିକ ସନ୍ତୁଳନ ରହିବ। ପାରିବାରିକ ସହଯୋଗ ମିଳିବ।
ସିଂହ – ଆଶାବାଦୀ ହେବେ। ନୂତନ କାର୍ଯ୍ୟ ହାତକୁ ନେଇପାରନ୍ତି। ବନ୍ଧୁମାନେ ସହଯୋଗ କରି ପାରନ୍ତି।
କନ୍ୟା – ଶୁଖପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ତୁଳା – ଉତ୍ସାହ ବଢିବ। ଶରୀର ସୁସ୍ଥ ରହିବ। ଆୟ ଭଲ ହେବ।
ବିଛା – ଧନପ୍ରାପ୍ତି ହେବାର ସମ୍ଭାବନା ରହିଛି। ମିଷ୍ଟାନ୍ନ ପ୍ରାପ୍ତି ହୋଇପାରେ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ଧନୁ – ନିଷ୍ଠାର ସହ କର୍ତ୍ତବ୍ୟ କରିବେ। ପୁରାତନ ବନ୍ଧୁ ସହଯୋଗ କରିପାରନ୍ତି। ଆୟ ଭଲ ହେବାର ସମ୍ଭାବନା ରହିଛି।
ମକର – ବିଶ୍ରାମ ଅଧିକ ହେବ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
କୁମ୍ଭ – କାର୍ଯ୍ୟହାନୀ ଘଟିବାର ଯୋଗ ରହିଛି। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ମୀନ – ବନ୍ଧୁ ମିଳନ ଘଟିବାର ଯୋଗ ରହିଛି। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ନୂତନ ଦ୍ରବ୍ୟ କ୍ରୟ କରିବାର ସମ୍ଭାବନା ରହିଛି।