ଭାଦ୍ର (ସିଂହ) ସେପ୍ଟେମ୍ବର ୧୫ ତାରିଖ ୨୦୨୦
ମେଷ – କାର୍ଯ୍ୟରେ ଅସହଯୋଗ ଦେଖାଦେବ। ମନ ସାମାନ୍ୟ ବିଚଳିତ ରହିବ। ଶରୀର ସୁସ୍ଥ ରହିବ।
ବୃଷ – ମାନ ମନାନ୍ତର ଘଟିପାରେ। ସତର୍କ ରୁହନ୍ତୁ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ଆୟ ଠିକ ରହିବ।
ମିଥୁନ – ଉତ୍ସାହ ବୃଦ୍ଧି ଘଟିବ। ସହଯୋଗ ମିଳିବ। ଦିନଟି ମଧ୍ୟମ ଫଳ ଦାୟକ ହେବ।
କର୍କଟ – ମନ ଆକୁଳିତ ହୋଇପାରେ। ଆୟ ସାମାନ୍ୟ କମ ହେବ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ସିଂହ – ଶ୍ରୀଚନ୍ଦ୍ର ରହିଛି। ସର୍ବକୁଶଳ ଅନୁଭୂତ ହେବ। ଦିନଟି ଉତ୍ତମ ଫଳଦାୟକ ହୋଇପାରେ।
କନ୍ୟା – ବନ୍ଧନ ଯୋଗ ରହିଛି। ସତର୍କର ସହ କାର୍ଯ୍ୟ କରନ୍ତୁ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ତୁଳା – ଧନପ୍ରାପ୍ତି ହୋଇପାରେ। ଉତ୍ସାହ ବଢିବ। ଦିନଟି ଭଲରେ କଟିବାର ସମ୍ଭାବନା ରହିଛି।
ବିଛା – କର୍ମଚଞ୍ଚଳ ରହିବେ। ଆୟ ଭଲ ହେବାର ସମ୍ଭାବନା ରହିଛି। ସହଯୋଗ ପ୍ରାପ୍ତି ହେବ।
ଧନୁ – ସେବା ଓ ପୂଜା ପ୍ରତି ଆଗ୍ରହ ବଢିବ। ପାରିବାରିକ ସହଯୋଗ ମିଳିବ। ମାନସିକ ଶାନ୍ତି ଅନୁଭବ କରିବେ।
ମକର – କୁଭୋଜନ ପ୍ରାପ୍ତି ଯୋଗ ରହିଛି। ଶନିଦେବଙ୍କର ଉପାସନା କରନ୍ତୁ ଲାଘବ ହେବ।
କୁମ୍ଭ – ସହଯୋଗ ପ୍ରାପ୍ତି ହେବ। ଶରୀର ସୁସ୍ଥ ରହିବ। ନୂତନ ଦ୍ରବ୍ୟ କ୍ରୟ କରିବାର ସମ୍ଭାବନା ରହିଛି।
ମୀନ – ଈର୍ଷାଭାବ ଦେଖାଦେବ। ମନ ସାମାନ୍ୟ ବିଚଳିତ ରହିପାରେ। ଶାରୀରିକ ସୁସ୍ଥତା ଅନୁଭବ କରିବେ