ମେଷ : ଆଜି ପୁରା ଦିନ କାମରେ ଲାଗି ରହିଥିବା ପରେ ବି ଶକ୍ତିରେ ଭରା ଅନୁଭବ କରିବେ | ଆପଣଙ୍କର ସୃଜନାତ୍ମକ କଳା ଅତି ଲାଭକାରୀ ହୋଇ ପରେ ଯଦି ତାହାର ଠିକ ଜାଗାରେ ପ୍ରୟୋଗ କରା ଯିବ | ଆଜି ଆପଣଙ୍କ ଉର୍ଜା ଓ ପ୍ରଫୁଲ ଭରା ବ୍ୟାହର କାରଣରୁ ଆପଣଙ୍କ ଆଖ-ପାଖ ଲୋକ ଖୁସି ରହିବେ | ସନ୍ଧ୍ୟା ବେଳ ପାଇଁ କିଛି ବିଶେଷ ଯୋଜନା କରନ୍ତୁ ଓ ତାହାକୁ ଯେତେ ପ୍ରେମପ୍ରବଣ କରି ପାରିବେ କରନ୍ତୁ | ଆପଣଙ୍କ ପାଖରେ ଆଜି ଆପଣଙ୍କ କ୍ଷମତାକୁ ପ୍ରଦର୍ଶନ କରିବା ପାଇଁ ସୁଯୋଗ ମିଳିବ | ଆଜି ଭଲ ବିଚାରରେ ଭରା ରହିବେ ଓ ଆପଣଙ୍କ ଚୟନ କରିଥିବା କ୍ରିୟା ଯୋଗୁଁ ଆଶାରୁ ବହୁତ ବେଶୀ ଲାଭ ପାଇବେ | ଆପଣଙ୍କ ଜୀବନ-ସାଥୀର ଅଟେ ସୁନ୍ଦର ଗୁଣ ଆପଣଙ୍କୁ ଆଗରୁ ଜଣା ନଥିଲା | ଆଜି ଆପଣଙ୍କୁ ତାଙ୍କଠୁ କୌଣସି ଉପହାର ମିଳି ପାରେ |
ବୃଷ : ସାମାଜିକ ମେଳକୁ ଠୁ ଅଧିକା ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ଉଚିତ | ବିଗତ ଦିନରେ ଆପଣ ଯେଉଁ ଧାନ ବିନିଯୋଗ କରିଥିଲେ ଏବେ ତାହା ଆପଣଙ୍କୁ ଲାଭ ଦେବ | ପିଲା ମାନେ ଆଜି ଧ୍ୟାନ ଆକର୍ଷିତ କରିବାକୁ ଚେଷ୍ଟା କରିବେ , କିନ୍ତୁ ତା ସଙ୍ଗେ ସଙ୍ଗେ ଖୁସି ହବାର କାରଣ ବି ହେବେ | ସଯ ଫୁଲ ପରି ନିଜର ପ୍ରେମକୁ ବି ସଯ ବନାଇ ରଖନ୍ତୁ | କାର୍ଯ୍ୟାଳୟରେ ଆପଣଙ୍କ ଶତ୍ରୁ ଆଜି ଆପଣଙ୍କର ଗୋଟେ ଭଲ କାର୍ଯ୍ୟ କାରଣରୁ ମିତ୍ର ପାଲଟି ଯିବେ | ଆଜି ଆପଣଙ୍କ ପାଇଁ ବହି ପଢ଼ି ସମୟ ଅତିବାହିତ କରିବା ସବୁଠାରୁ ବେଶୀ ଉପଯୁକ୍ତ | ଆପଣଙ୍କ ବୈବାହିକ ଜୀବନର ସବୁ ଦିନ ଅପେକ୍ଷା ଆଜି ଦିନଟା ସବୁଠୁ ଉତ୍ତମ ରହିବ |
କର୍କଟ : ଆପଣଙ୍କ ପରିବାର ଲୋକଙ୍କୁ ଆପଣଙ୍କ ଠୁ ବହୁତ ଆସ ଅଛି, ଯାହା କାରଣରୁ ଆପଣ ବିରକ୍ତ ଅନୁଭବ କରିବେ | ଆପଣଙ୍କ ଘରଠୁ ଜଡ଼ିତ ନିବେଶ ଆପଣ ମାନଙ୍କ ପାଇଁ ଲାଭକାରୀ ହେବ | ଯତେ ଆନନ୍ଦାୟକ ସନ୍ଧ୍ୟା ପାଇଁ ସାଙ୍ଗ ମାନେ ଆପଣଙ୍କୁ ନିଜ ଘରକୁ ଡ଼ାକିବେ | ଆପଣଙ୍କର ପ୍ରେମିକ/ପ୍ରେମିକା ଆଜି ଆପଣଙ୍କ ଉପରେ ତାଙ୍କର ପାରିବାରିକ ସମସ୍ୟାର କ୍ରୋଧ ସୁଝାଇ ପାରନ୍ତି | ତେଣୁ ତାଙ୍କ ସହିତ ବସି ତାଙ୍କୁ ସ୍ଥିର ଓ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ | ନିଜର ଲଖ୍ୟକୁ ପାଇବା ପାଇଁ ଉତ୍ତମ ଦିନ ଅଛି | ନିଜର ଶାରୀରିକ-ଉର୍ଜାର ସ୍ତର ଉଚ୍ଚ ରଖନ୍ତୁ ଓ ଆପଣ କଠିନ ପରିଶ୍ରମ କରି ଅତିଶୀଘ୍ର ତାଙ୍କୁ ପ୍ରାପ୍ତ କରି ପାରିବେ | ଏହି ଜିନିଷରେ ଆପଣ ଆପଣଙ୍କର ସାଙ୍ଗ ମାନଙ୍କର ସାହାଯ୍ୟ ନେଇ ପରାଇବେ | ଶରୀରକୁ ସୁସ୍ଥ ରଖିବା ପାଇଁ ଆଜି ଆପଣ ବହୁତ ଯୋଜନା କରିବେ କିନ୍ତୁ ଅନ୍ୟ ଦିନମାନଙ୍କ ଭଳି ସେମାନଙ୍କୁ କାର୍ଯ୍ୟକାରୀ କରିପାରିବେ ନାହିଁ | ଯଦି ଆପଣ ଆପଣଙ୍କ ଜୀବନସାଥିଙ୍କର ଛୋଟ-ଛୋଟ ଦାବିକୁ ଅଦେଖା କରିବେ, ତାହେଲେ ତାଙ୍କୁ ଖରାପ ଲାଗି ପାରେ |
ସିଂହ : ସାଙ୍ଗ ଠୁ ବିଶେଷ ପ୍ରଶଂସା ଖୁସିର କାରଣ ବନିବ|ଏହା ଏଥି ପାଇଁ କାରଣ ଆପଣ ନିଜର ଜୀବନକୁ ଗଛ ପରି ଗଢ଼ିଛନ୍ତି,ଯାହା କଡା ଖରାରେ ଠିଆ ହୋଇ ମଧ୍ୟ ଅନ୍ୟକୁ ଛାଇ ପ୍ରଦାନ କରନ୍ତି ବାଜି ଲଗେଇବା ଆଜି ଲାଭକାରୀ ହୋଇ ପାରେ | ଆଜି ଆପଣଙ୍କୁ ଲାଭ ମିଳିବ, କାରଣ ପରିବାର ଲୋକ ଆପଣଙ୍କ ସକରାତ୍ମକ ଭାବନଠୁ ପ୍ରଭାବିତ ହେବେ ଓ ପ୍ରଶଂସା କରିବେ | ଆଜି ଜଣେ ତୃତୀୟ ଲୋକଙ୍କ ଯୋଗୁଁ ଆପଣଙ୍କ ନିଜ ସାଥୀ ସହିତ ଵିଵାଦ ସୃଷ୍ଟି ହୋଇ ପାରେ | ଯେଉଁମାନେ ଏପର୍ଯ୍ୟନ୍ତ ବେରୋଜଗାର ଅଛନ୍ତି ଅଧିକ ପରିଶ୍ରମ କରିବା ଉଚିତ ନିଜର ମନୋବାୱଁଛିତ ଫଳ ପାଇବା ପାଇଁ | ଅନ୍ୟମାନେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ଆପଣ ତାହା ଆଜି ଭାବିବେ ନାହିଁ | ବରଂ ଆପଣ ଆପଣଙ୍କ ଖାଲି ସମୟରେ ଏକାକୀ ରହିବ ପସନ୍ଦ କରିବେ | କୌଣସି ପଡ଼ୋଶୀ, ସାଙ୍ଗ କିମ୍ବା ବନ୍ଧୁ-ବାନ୍ଧବ କାରଣରୁ ବୈବାହିକ ଜୀବନରେ ବିବାଦ ହୋଇ ପାରେ |
କନ୍ୟା : ନିଜକୁ ବେଶୀ ଆଶାବାଦୀ ହେବା ପାଇଁ ପ୍ରେରଣା ଦିଅନ୍ତୁ | ତାହା କଲେ ନା କେବଳ ଆପଣଙ୍କ ଆତ୍ମବିଶ୍ୱାସ ଓ ବ୍ୟବହାରରେ ବୃଦ୍ଧି ହେବ, ତା ଛଡ଼ା ଆପଣଙ୍କ ଡର ,ଇର୍ସା ଓ ଘୃଣା ପରି ନକରାତ୍ମକ ମନଭାଵନା ବି କମି ଯିବ | ବ୍ୟାପାରରେ ଆପଣଙ୍କର ଆଜି ଲାଭ ହୋଇପାରେ | ଆଜିର ଦିନରେ ଆପଣଙ୍କର ବ୍ୟାପାରକୁ ନୂଆ ସଫଳତା ମିଳିପାରେ | ଆପଙ୍କ ଅତ୍ୟଧିକ ସ୍ୱତଂତ୍ର ଜୀବନ ଶୈଳୀ ଯୋଗୁଁ ଘରେ ବିବାଦ ସୃଷ୍ଟି ହୋଇ ପାରେ – ତେଣୁ ରାତିରେ ଡେରିରେ ଘରକୁ ଫେରିବା ଓ ଅନ୍ୟ ମାନଙ୍କ ଉପରେ ଖର୍ଚ୍ଚ କରିବା ବନ୍ଦ କରନ୍ତୁ | ଆଜି ଆପଣ ଜଣେ ବିଶେଷ ବ୍ୟକ୍ତିଙ୍କୁ ଦେଖା କରି ପାରନ୍ତି ଓ ଆପଣଙ୍କ ମନ ଖୁସିରେ ଭାରି ଉଠିବା | କାମ ଓ ଘରର ଚାପ ଯୋଗୁଁ ଆଜି ଟିକେ ବେଶୀ ରାଗ ଅନୁଭବ କରିବେ | ଆଜି ଆପଣ ନିଜ ପାଇଁ ସମୟ କାଢ଼ିବାକୁ ବହୁତ ଚେଷ୍ଟା କରିବେ କିନ୍ତୁ ସେଥିରେ ଅସଫଳ ହେବେ ଆଜି ଆପଣଙ୍କର ବୈବାହିକ ଜୀବନ ହସ-ଖୁସି,ପ୍ରେମ ଓ ଉଲ୍ଲାସର କେନ୍ଦ୍ର ହୋଇ ପାରେ |
ତୁଳା : ସୁସ୍ତ ଶରୀର ପାଇଁ ପଦ ଯାତ୍ରା ଅଧିକା ରୁ ଅଧିକା କରିବାକୁ ଚେଷ୍ଟା କରନ୍ତୁ | ବ୍ୟାପାରୀ ମାନଙ୍କୁ ଆଜି ବ୍ୟାପାରରେ କ୍ଷତି ସହିବାକୁ ପଡ଼ିପାରେ ତଥା ନିଜର ବ୍ୟାପାରକୁ ଆହୁରି ଭଲଭାବରେ ଚଳାଇବାପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିପାରେ | ନୂତନ ପାରିବାରିକ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜି ଦିନଟା ଶୁଭ ଅଟେ | ଏହାକୁ ସଫଳ କରିବା ପାଇଁ ଅନ୍ୟ ଲୋକଙ୍କ ସାହାଯ୍ୟ ନିଅନ୍ତୁ | ଆଜି ଉତେଜିତ ରହିବେ କାରଣ ଆପଣଙ୍କ ପ୍ରିୟ ଆଜି ଫୋନ କରି ପାରନ୍ତି | ସହକର୍ମୀ ମାନେ କାର୍ଯ୍ୟକ୍ଷେତ୍ରରେ ସହଯୋଗ ଦେବେ | ଅଜଣା ଲୋକଙ୍କ ସହିତ କଥାହେବାଥିକ, କିନ୍ତୁ ତାଙ୍କର ବିଶ୍ୱସନୀୟତା ନ ପରଖୀ ତାଙ୍କୁ ଆପଣଙ୍କ ଜୀବନୀ କହିବା ଠିକ ନୁହେଁ | ଆଜିକୁ ଆପଣ ଅନୁଭବ କରିବେକି ଆପଣଙ୍କ ବୈବାହିକ ଜୀବନ ବହୁତ ସୁନ୍ଦର |
ବିଛା : କୌଣସି ସାଧୁ ପୁରୁଷଙ୍କ ଆଶ୍ରିବାଦ ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ | ଆର୍ଥିକ ପରିସ୍ଥିତି ସୁଧୁରିବ | ଋଣ ନେଇଥିବା ବ୍ୟକ୍ତି ଋଣ ସୁଝିପାରେ | ପୁରୁଣା ଲୋକଙ୍କ ସହିତ ଯୋଗାଯୋଗ କରିବା ପାଇଁ ଆଜି ଶୁଭ ଦିନ ଅଟେ | ନିଜର ପ୍ରିୟକୁ ବୁଝିବାକୁ ଚେଷ୍ଟା କରନ୍ତୁ, ନଚେତ ବିପଦରେ ପଡ଼ି ପାରନ୍ତି | ଆଜି କାର୍ଯ୍ୟ ସ୍ଥଳରେ କେହି ଆପଣଙ୍କ କାମ ନଷ୍ଟ କରିବାକୁ ଚେଷ୍ଟା କରିପାରେ – ତେଣୁ ନିଜ ଚାରି ଆଡେ ଆଖି ପକାନ୍ତୁ ଓ ଜଗନ୍ତୁ | ଆଜିର ବ୍ୟସ୍ତ ଦିନଚର୍ଯ୍ୟା ଭିତରେ ମଧ୍ୟ ନିଜ ପାଇଁ ଓ ପରିବାରବର୍ଗ ପାଇଁ ସମୟ ବାହାର କରି କରିପାରିବେ | ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଜୀବନ-ସାଥୀ ବହୁତ ଚେଷ୍ଟା କରିବ |
ଧନୁ : ଖୋଲାବାୟୁରେ ଖେଳ ଆପଣଙ୍କୁ ଆକର୍ଷିତ କରି ପାରେ – କିନ୍ତୁ ଯୋଗ ଓ ତପସ୍ୟା ଅଧିକ ଲାଭକାରୀ ହେବେ | ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ଇଚ୍ଛା କରି ପାରନ୍ତି | ବିଦେଶରେ ରହୁଥିବା କୌଣସି ବନ୍ଧୁ-ବାନ୍ଧବ ଠୁ ମିଳି ଥିବା ଉପହାର ଆପଣଙ୍କୁ ଖୁସି ଦେଇ ପାରେ | ଆଖି କେବେ ମିଛ କୁହେ ନାହିଁ ଓ ଆପଣଙ୍କ ଜୀବନ ସାଥୀ ଆଜି ଆଖିରେ କିଛି ଗୋଟେ ମହତ୍ୱପୂର୍ଣ୍ଣ କଥା କହିବେ | କାର୍ଯ୍ୟାଳୟରେ ଆପଣଙ୍କ ଶତ୍ରୁ ଆଜି ଆପଣଙ୍କର ଗୋଟେ ଭଲ କାର୍ଯ୍ୟ କାରଣରୁ ମିତ୍ର ପାଲଟି ଯିବେ | ଆଜି କାଲି କାହାରିକୁ ନିଜ ପାଇଁ ସମୟ ମିଳିବା ବଡ କଷ୍ଟକର ବ୍ୟାପାର | ଏ ବିଷୟରେ କିନ୍ତୁ ଆଜି ଆପଣ ଭାଗ୍ୟଶାଲୀ ଯେହେତୁ ଆଜି ଆପଣଙ୍କ ପାଇଁ ଆପଣ ବହୁତ ସମୟ ପାଇଁ ପାରିବେ | ଆପଣଙ୍କ ଜୀବନସାଥୀଙ୍କର ଆନ୍ତରିକ ସୌନ୍ଦର୍ଯ୍ୟ ଆଜି ବାହାରକୁ ବାହରିକି ଆସିବ |
ମକର : ଆପଣଙ୍କ ବ୍ୟକ୍ତିତ୍ୱ ସୁଗନ୍ଧ ପରି ମହକିବ ଓ ସମସ୍ତଙ୍କୁ ଆକର୍ଷିତ କରିବ | ଆଜି ଶୀଘ୍ର ଟଙ୍କା ରୋଜଗାର କରିବାକୁ ଇଚ୍ଛା ହେବ | ପରିବାର ଲୋକେ ଆପଣଙ୍କ ବିଚାରର ସମର୍ଥନ ଦେବେ | ପ୍ରତିଶୋଧ ନେବାର ଭାବନା ଆଜି ନିଜ ପ୍ରିୟ ପ୍ରତି ଆସି ପାରେ – ନିଜ ମୁଣ୍ଡ ଥଣ୍ଡା ରଖିକି ଭାବି ଚିଂତିକି ତାଙ୍କୁ ବୁଝେୟିବାକୁ ଚେଷ୍ଟା କରନ୍ତୁ| ନଚେତ ପରେ ପଶ୍ଚାତାପ କରିବାକୁ ପଡି ପାରେ | ସ୍ଥାନ ଓ କାଳ ଦେଖି ପରିସ୍ଥିତି ଅନୁଯାଇ ବ୍ୟବହାର କରନ୍ତୁ ଆବଶ୍ୟକ ନପଡ଼ିଲେ ଚୁପ ରୁହନ୍ତୁ କାରଣ ଅନବାଶ୍ୟକ କଥାବର୍ତ୍ତିପାଇଁ ଆପଣ ଅସୁବିଧାରେ ପଡ଼ିପାରନ୍ତି | ଆଜି ଧାର୍ମିକ ଓ ସାମାଜିକ ଉତ୍ସବ ପାଇଁ ଉତ୍ତମ ଦିନ ଅଟେ | ଜୀବନ-ସାଥୀଙ୍କ କାରଣରୁ କିଛି କ୍ଷେତି ହୋଇ ପାରେ |
କୁମ୍ଭ : ଶାରୀରିକ ଓ ମାନସିକ ଲାଭ ପାଇଁ ଧ୍ୟାନ ଓ ଯୋଗ ଅତି ଉପକାରୀ ଅଟେ | ଆପଣ ଆଜି ଭଲ ଟଙ୍କା ରୋଜଗାର କରିବେ କିନ୍ତୁ ଖର୍ଚ୍ଚ ବଢ଼ିବା ଯୋଗୁଁ ସଂଚୟ କରି ପାରିବେ ନାହିଁ | ଆପଣ ଆପଣଙ୍କର ମୂଲ୍ୟବାନ ସମୟ ପିଲାମାନଂକ ସହିତ ବିତାଇବେ| ଏହି ଖୁସିର ସ୍ତ୍ରୋତ, ଆପଣ ମାନଙ୍କର ଆରୋଗ୍ୟତା ପାଇବା ପାଇଁ ଉତ୍ତମ ଉପାୟ | ପ୍ରେମର ଭାବାବେଶେ ଆଜି ରାତି ଆପଣଙ୍କୁ ଶୋଇବାକୁ ଦେବା ନାହିଁ | ଆଜି ଦ୍ଵନ୍ଦରେ ରହିବ ହେତୁ ଆପଣଙ୍କର ଅଫିସ୍ କାମରେ ମନ ଲାଗିବନି | ଏହି ରାଶିର ବ୍ୟକ୍ତିମାନେ ଆଜି ଖାଲି ସମୟରେ ତାଙ୍କର କୌଣସି ସମସ୍ୟାର ସମାଧାନ କରିବାପାଇଁ ଚେଷ୍ଟା କରିବେ | ବିରକ୍ତ ହେଉଥିବା ବୈବାହିକ ଜୀବନରେ କିଛି କୌତୁହଳଜନକ ଖୋଜିବାକୁ ଚେଷ୍ଟା କରନ୍ତୁ |
ମୀନ : ଆପଣଙ୍କର ଅଭଦ୍ର ବ୍ୟବହାର ଆପଣଙ୍କ ଜୀବନସାଥିଙ୍କର ମୂଦ୍ ଖରାପ କରି ପାରେ | ଆପଣଙ୍କୁ ବୁଝିବା କଥା କି କାହାର ଅସମ୍ମାନ ଓ ଗଭୀରତାରେ ନ ନେବା ସମ୍ପର୍କରେ ଦୂରତା ଆଣି ପାରେ | ଏକ ନୂତନ ବିତିୟ ବୁଝାବଣା ଶେଷ ରୂପ ନେବ ଓ ଧନ ପ୍ରାପ୍ତି ହେବ | ଆଜି ଘର ଲୋକଙ୍କୁ ଲଜ୍ଜିତ କରନ୍ତୁ ନାହିଁ ଓ ଘର ଅବସ୍ଥା ହିସାବରେ ଗ୍ରହଣ କରନ୍ତୁ | ଯଦି ଆପଣ ଆପଣଙ୍କର ପ୍ରେମ ସମ୍ବନ୍ଧକୁ ବଜାୟ ରଖିବାକୁ ଚାହୁଁଛନ୍ତି ତାହେଲେ ଅନ୍ୟ କାହାର କଥା ଶୁଣି ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ ବା କୌଣସି ଭୁଲ ମନ୍ତବ୍ୟ ଦିଅନ୍ତୁ ନାହିଁ | କାର୍ଯ୍ୟାଳୟରେ ସ୍ନେହର ପରିବେଶ ରହିବ | ଆଜିର ବ୍ୟସ୍ତ ଦିନଚର୍ଯ୍ୟା ଭିତରେ ମଧ୍ୟ ନିଜ ପାଇଁ ଓ ପରିବାରବର୍ଗ ପାଇଁ ସମୟ ବାହାର କରି କରିପାରିବେ | ଆପଣଙ୍କୁ କିମ୍ବା ଆପଣଙ୍କ ଜୀବନସାଥିକୁ ଖଟରେ ମାଡ଼ ହୋଇ ପାରେ | ସେଥିପାଇଁ ଦୁଇ ଜଣ ପରସ୍ପରର ଧ୍ୟାନ ରଖନ୍ତୁ |