ଆଜିର ରାଶିଫଳ ତା ୦୮.୦୮.୨୦୨୧ ।

ମେଷ ରାଶି: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦୁଇଗୁଣ କରି ଦବ | ଜମିଜମା କାମରେ ନିବେଶ କରିବା ଲାଭକାରୀ ରହିବ | ଜୀବନସାଥୀ ଜୀବନରେ ଆସୁଥିବା ପରିବର୍ତନରେ ସାହାଯ୍ୟ କରିବେ | ନିଜକୁ ଗୋଟେ ଖୋଲା ମନରେ ବଂଚୁଥିବା ଲୋକ ବନାନ୍ତୁ, ଯିଏ ଜୀବନର ରାସ୍ତା ନିଜର ପରିଶ୍ରମ ଓ କାର୍ଯ୍ୟରୁ ବନାଏ | ତା ସହିତ ଏହି ରାସ୍ତାରେ ଆସୁଥିବା ଗାଢ଼ ଓ କଷ୍ଟରୁ ମନ ଛୋଟ କରନ୍ତୁ ନାହିଁ | ଭଲ ପାଇବା ଭାବନା ଯୋଗୁଁ ଆଜି ଆପଣ ସଂଧ୍ୟା ବେଳକୁ ଅଧିକ ଖୁସି ଓ ଉତ୍ତେଜିତ ଅନୁଭବ କରିବେ | ଆଜି ଘରେ ପୂଜା ପାଠ ଓ ବିଭିନ ଶୁଭ କାର୍ଯ୍ୟ ହେବ | ଆପଣ ଓ ଆପଣଙ୍କ ଜୀବନ-ସାଥୀଙ୍କୁ ଆଜି ଗୋଟେ ବିଶେଷ ଖବର ମିଳିବ | ଆଜି ଆପଣଙ୍କର କାମରେ ଧ୍ୟାନ ରହିବ |ଆପଣଙ୍କ କାମ ଦେଖି ଆପଣଙ୍କର ବସ ଆପଣଙ୍କ ଉପରେ ଖୁସି ହେବେ 

ବୃଷ ରାଶି: ଯେମିତି ଯେମିତି ସଫଳତା ପାଖେଇ ଆସିବା ସେମିତି ସେମିତି ଉର୍ଜା କମି ଆସିବା | ହଠାତ ଖର୍ଚ ଆସିବା କାରଣରୁ ଆର୍ଥିକ ଅବସ୍ଥାରେ ବୋଝ ଆସି ପାରେ| ନିଅଯର କଥା ଉପରେ ନିଅନ୍ତ୍ରଣ ରକଃନ୍ତୁ,ନଚେତ ଘରର ବୃଦ୍ଧ ଲୋକ ମାନେ ଦୁଖୀ ଅନୁଭବ କରିବେ | ବେକାରିଆ କଥା ହୋଇ ନଷ୍ଟ କରିବାଠୁ ଭଲ ଆପଣ ଶାନ୍ତ ରୁହନ୍ତୁ | ମନେ ରଖନ୍ତୁକି ବୁଢ଼ୀ ସହିତ କାମ କଲେ ହିଁ ଆମର ଜୀବନକୁ ମାନ୍ୟତା ମିଳିବ | ଯଦି ଆପଣ ଆଦେଶ ଚଳେଇବାକୁ ଚେଷ୍ଟା କରିବେ,ତାହେଲେ ଆପଣ ଓ ଆପଣଙ୍କ ପ୍ରିୟ ମଧ୍ୟରେ ବହୁତ ସାରା ଅସୁବିଧା ସୃଷ୍ଟି ହୋଇ ପାରେ | ଆଜି ଖାଲି ସମୟରେ ଆପଣ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି | ଏହି ସମୟରେ କୌଣସି ଅଯଥା କଳହ ବା ଦ୍ଵନ୍ଦରେ ପଡନ୍ତୁ ନାହିଁ | ଆପଣଙ୍କ ଜୀବନସାଥୀ ଆଡୁ ମିଳିଥିବା ଗୋଟେ ଉପହାର ଆପଣଙ୍କ ମନକୁ ପ୍ରମୁଳିତ କରିବ | ଆପଣଙ୍କ ଶାନ୍ତ ହୃଦୟ ପାଇଁ ଘର ପରିସର ମଧ୍ୟ ଭଲ ରଖିବାରେ ଆପଣ ସକ୍ଷମ ହୋଇପାରିବେ |

ମିଥୁନ ରାଶି: ନିଜକୁ ବେଶୀ ଆଶାବାଦୀ ହେବା ପାଇଁ ପ୍ରେରଣା ଦିଅନ୍ତୁ | ତାହା କଲେ ନା କେବଳ ଆପଣଙ୍କ ଆତ୍ମବିଶ୍ୱାସ ଓ ବ୍ୟବହାରରେ ବୃଦ୍ଧି ହେବ, ତା ଛଡ଼ା ଆପଣଙ୍କ ଡର ,ଇର୍ସା ଓ ଘୃଣା ପରି ନକରାତ୍ମକ ମନଭାଵନା ବି କମି ଯିବ | କାହାର ବିନା ପରାମର୍ଶରେ ଆଜି କିଛି ନିବେଶ କରନ୍ତୁ ନାହିଁ | ଆଜି ଦିନଟା ଖୁସି ଭରା ରହିବ,କାରଣ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ | ଆଜି ଆପଣ ବୁଝିପାରିବେ କି ପ୍ରେମ ସବୁ ଜିନିଷର ପ୍ରତିବଦଳ ଅଟେ | ଆଜି ଆପଣଙ୍କ ସମ୍ପର୍କ କରିବାର କୌଶଳ ଓ ପ୍ରବୀଣତା ଅନ୍ୟ ମାନଙ୍କୁ ବହୁତ ପ୍ରଭାବିତ କରିବ | ପ୍ରେମ, ନିକଟତର, ମଜା-ମସ୍ତି ଆଉ ବହୁତ କିଛି ଆପଣଙ୍କ ଜୀବନସାଥୀ ସହିତ ଏହା ଏକ ରସମୟ ଦିନ ରହିବ | ଆଜି ଆପଣ ଆପଣଙ୍କ ସାନଭାଇଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି |ଏହାଦ୍ୱାରା ଆପଣ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଆହୁରି ପ୍ରଗାଢ଼ ହେବ |

କର୍କଟ ରାଶି: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ଯାହା କାରଣରୁ ଆପଣ ସଫଳତା ଆଡ଼କୁ ଶୀଘ୍ର ବଢ଼ିବେ | ଏମିତି ପ୍ରତି ଜିନିଷ୍ଠୁ ପରିହାର କରନ୍ତୁ,ଯାହା କାରଣରୁ ଆପଣଙ୍କ ଶକ୍ତି ନଷ୍ଟ ହବନି | ଧନର ଆଗମନ ଆଜି ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ କରିପାରିବ | ନିଜର ପରିବାର ଲୋକଙ୍କୁ କହିକି ଓ ନିଜ କାମ ଦ୍ୱାରା ଯତେଇକି ଅନୁଭବ କରାନ୍ତୁ କି ଆପଣ ତାଙ୍କର କେତେ ଧ୍ୟାନ ରଖନ୍ତି | ଏହା ଦ୍ୱାରା ତାଙ୍କୁ ଖୁସି ମିଳିବ ଓ ଏହି ଖୁସିକୁ ଦୁଇ-ଗୁଣ କରିବା ପାଇଁ ତାଙ୍କ ସହିତ ଭଲ ସମୟ ବିତାନ୍ତୁ | ନିଜର ମନର କଥା ପ୍ରକାଶିତ କରି ଆପଣ ବହୁତ ହାଲ୍କା ଓ ଅଭିବୃତ ଅନୁଭବ କରିବେ | ଯାତ୍ରା କରିବାକୁ ଆଜି ଅଶୁଭ ଦିନ ଅଟେ | ଜୀବନ-ସାଥୀ ସହିତ ହସ-ଖୁସିରେ ପ୍ରତି ମୁହୂର୍ତ୍ତ ଆପଣ ଅନୁଭବ କରିବେକି ଆପଣ ନିଜର ଯୌବନ ଅବସ୍ଥାକୁ ଫେରି ଯାଇଛନ୍ତି | ପରିବାର ଲୋକଙ୍କ ସହିତ କୌଣସି ମୋଲ କିମ୍ବା ଶପିଂ କମ୍ପ୍ଲେକ୍ସ ଯିବାର ସମ୍ଭାବନା ଅଛି | ଏହା କାରଣରୁ ଆପଣଙ୍କ ଖର୍ଚ ବଢ଼ି ପାରେ |

ସିଂହ ରାଶି: ଛୋଟ ଛୋଟ ଜିନିଷ ଯୋଗୁଁ ବେସ୍ତ ହୁଅନ୍ତୁ ନାହିଁ | ଖରାପ ଅର୍ଥ ଅବସ୍ଥାରୁ ସାଙ୍ଗ ମାନଙ୍କ ସାହାଯ୍ୟରେ ଆରାମରେ ବାହାରି ପାରିବେ | ଆଜି ଆପଣଙ୍କୁ ନିଜର ଜ୍ଞାନ ଓ ପ୍ରଭାବରେ ଉପଯୋଗ ସଂବେଦନଶୀଳ ଘରୋଇ ବିବାଦକୁ ହଳ କରିବା ପାଇଁ କରିବା ଉଚ୍ଛିତ | ଆପଣଙ୍କୁ ଆପଣଙ୍କ ପ୍ରେମୀ କିମ୍ବା ପ୍ରେମିକାଙ୍କ ଠୁ ଧୋକା ମିଳି ପାରେ | ସାଂସାରିକ ମୋହରୁ ଦୂରରେ ଆପଣ ଆଜି ଆନନ୍ଦର ଖୋଜରେ ଆଧ୍ୟାତ୍ମିକଗୁରୁଙ୍କୁ ଭେଟିବାକୁ ଯାଇପାରନ୍ତି | ହୋଇ ପାରେକି ବୈବାହିକ ଜୀବନରେ ବିରାମ ଲାଗିବ କାରଣରୁ ଆପଣ ନିଜର ଜୀବନ-ସାଥୀ ଉପରେ କ୍ରୋଧିତ ହୋଇ ପାରନ୍ତି | ଇଣ୍ଟରନେଟ ସର୍ଫିଙ୍ଗ କରିବା ଆପଣଙ୍କ ଜ୍ଞାନରେ ବୃଦ୍ଧି କରିବାରେ ସାହାଯ୍ୟ କରିବ |

କନ୍ୟା ରାଶି: ସ୍ୱାସ୍ଥ୍ୟ ଭଲ ରହିବ | ଆପଣଙ୍କ ଖର୍ଚ୍ଚ ନେଇ ଆଜି ଆପଣଙ୍କ ଜୀବନସାଥିଙ୍କ ସହିତ ମତଭେଦ ହୋଇପାରେ | ଆପଣଙ୍କ ବଦଖର୍ଚ୍ଚ ଉପରେ ସେ ଆଜି ଆପଣଙ୍କୁ ଉପଦେଶ ଦେଇପାରନ୍ତି ଯାହା ଆପଣଙ୍କୁ ଭାଷଣ ଦେଲାପରି ଲାଗିପାରେ | ଘରର ସଜ-ବାଜ କରିବା ପାଇଁ ଖାଲି ସମୟର ଉପଯୋଗ କରନ୍ତୁ | ଏହା ପାଇଁ ଆପଣ ପରିବାର ଲୋକଙ୍କ ଠୁ ପ୍ରଶଂସା ପାଇବେ | ଆପଣଙ୍କ ଉପରେ କାମର ଅଧିକ ଚାପ ଥିବା ସତ୍ୱେ ଆଜି ଆପଣଙ୍କ ପ୍ରିୟ କାରଣରୁ ଆପଣ ରସମୟ ସୁଖ ଉପଭୋଗ କରିବେ | ପରିବାରର ଆବଶ୍ୟକତା ପୂର୍ଣ୍ଣ କରିବାରେ ଆପଣ ନିଜ ବିଷୟ ରେ ଭାବିବା ଭୁଲି ଯାଇଛନ୍ତି |ଆଜି କିନ୍ତୁ ଆପଣ ନିଜପାଇଁ ସମୟ ବାହାର କରିପାରିବେ | ଆଜି ଆପଣ ନିଜର ଜୀବନ-ସାଥୀଙ୍କ ପ୍ରେମର ଗଭୀରତା ଅନୁଭବ କରିବେ | ଏକା ରହିବା ବହୁତ ଥର କଷ୍ଟକର ହୋଇ ପାରେ, ବିଶେଷ କରିକି ସେଇ ଦିନରେ ଯେତେବେଳେ ଆପଣଙ୍କ ପାଖରେ ବେଶୀ କିଛି କରିବାକୁ ନାହିଁ | ଏହାଠୁ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ ଓ ନିଜର ସାଙ୍ଗ ମାନଙ୍କ ସହିତ ସମୟ ବିତାନ୍ତୁ |

ତୁଳା ରାଶି: ଆଜି ଦିନଟା କ୍ରୀଡ଼ାରେ ଭାଗ ନେବା ପାଇଁ ଅଂତୀ ଉତ୍ତମ ରହିବ, କାରଣ ଚିର ଦିନ ପାଇଁ ଯୌବନ ଅବସ୍ଥାରେ ରହିବାର ରହସ୍ୟ ଏହା ହି | ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ଚିଂହା ଲୋକଙ୍କଠୁ ନୂଆ ସ୍ରୋତ ମିଳି ପାରେ | ଯଦି ଆପଣ ପାର୍ଟି କରିବା ବିଷୟରେ ଭାବୁଛନ୍ତି, ତାହେଲେ ନିଜର ସାଙ୍ଗ ସାଥୀଙ୍କୁ ନିମନ୍ତ୍ରଣ ଦିଅନ୍ତୁ | ଏମିତି ବହୁତ ଜଣ ଥିବେ, ଯେଉଁ ମାନେ ଆପଣଙ୍କ ଉତ୍ସାହରେ ବୃଦ୍ଧି ଆଣିବେ | ଯେଉଁ ଲୋକ ମାନେ ପ୍ରେମର ସଂଗୀତରେ ବୁଡ଼ିକି ଅଛନ୍ତି, କବଳ ସେହି ମାନେ ଏହି ସୁରା-ତାଳର ଆନନ୍ଦ ନେଇ ପାରିବେ | ଆଜିକା ଦିନ ଆପଣ ବି ସେଇ ସଂଗୀତକୁ ଶୁଣି ପାରିବେ, ଯାହା ଦୁନିଆର ବାକି ଗୀତକୁ ବୁଲେଇ ଦବ | ଆଜି ସନ୍ଧ୍ୟାରେ କୌଣସି ସହକର୍ମୀଙ୍କ ସହିତ ସମୟ କଟାଇପାରନ୍ତି | କିନ୍ତୁ ପରେ ଆପଣଙ୍କୁ ଏହା ଅଯଥା ସମୟ ନଷ୍ଟ ହେଲାପରି ଲାଗିପାରେ | ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ଚିନ୍ତାଜନକ ସ୍ଥିତି ରହିବ | ଯେତେ ପର୍ଯନ୍ତ ସମ୍ଭବ କଥାକୁ ବଢ଼ାନ୍ତୁ ନାହିଁ | ଆପଣଙ୍କ ଗୁନାହିଁ ଆଜି ଆପଣଙ୍କୁ ଅନ୍ୟମାନଙ୍କର ପ୍ରସଂଶା ର ପାତ୍ର କରିବ |

ବିଛା ରାଶି: ଆପଣଙ୍କ ଦାନ କରିବାର ବ୍ୟବହାର ଆପଣଙ୍କ ପାଇଁ ଲୁକାୟିତ ଆଶୀର୍ବାଦ ପରି ପ୍ରମାଣିତ ହେବ,କାରଣ ଏହା ଆପଣଙ୍କ ସନ୍ଦେହ, ଅନାସ୍ଥା ,ଲୋଭ ଓ ଆସକ୍ତି ପରି ଦୁଃଷ୍ପ୍ରଭାଵ ଠୁ ରକ୍ଷା କରିବ | ଜମିଜମା କାମରେ ନିବେଶ କରିବା ଲାଭକାରୀ ରହିବ | କେହି ଆପଣଙ୍କୁ କକ୍ଷେତି କରିବାକୁ ଚେଷ୍ଟା କରି ପାରେ | ବହୁତ ସାରା ବଳିଷ୍ଠ ଶକ୍ତି ଆପଙ୍କ ବିରୋଧରେ କାର୍ଯ୍ୟ କରୁଛନ୍ତି | ଆପଙ୍କ ଏମିତି ପଦ ନେବାଠୁ ନିଜକୁ ରକ୍ଷା କରିବା କଥା,ଯାହା କାରଣରୁ ତାଙ୍କ ଓ ଆପଙ୍କ ସାମ୍ନା-ସାମନି ହେଉ | ଯଦି ଆପଣ ହିସାବ ସମାନ କରିବାକୁ ଚାହୁଁଛନ୍ତି, ତାହେଲେ ଭାବି-ଛିନ୍ତିକି କରନ୍ତୁ | ଆପଙ୍କ ଦେଖା ଗୋଟେ ଅତି ପ୍ରିୟ ବନ୍ଧୁ ସହିତ ହେବ, ଯାହାକୁ ଆପଣଙ୍କ ଚିନ୍ତା ଅଛି ଓ ଯିଏ ଆପଣଙ୍କୁ ବୁଝନ୍ତି | ଶରୀରକୁ ସୁସ୍ଥ ରଖିବା ପାଇଁ ଆଜି ଆପଣ ବହୁତ ଯୋଜନା କରିବେ କିନ୍ତୁ ଅନ୍ୟ ଦିନମାନଙ୍କ ଭଳି ସେମାନଙ୍କୁ କାର୍ଯ୍ୟକାରୀ କରିପାରିବେ ନାହିଁ | ଆପଣଙ୍କ ବୈବାହିକ ଜୀବନର ସବୁ ଦିନ ଅପେକ୍ଷା ଆଜି ଦିନଟା ସବୁଠୁ ଉତ୍ତମ ରହିବ | ପରିବାରରେ କୌଣସି ଲୋକ ସହିତ ଯୁକ୍ତି-ତର୍କ ହେବ କାରଣରୁ ପରିବେଶ ଖରାପ ହୋଇ ପାରେ, କିନ୍ତୁ ଯଦି ଆପଣ ନିଜକୁ ଶାନ୍ତ ରଖିବେ ଓ ଧର୍ଯ୍ୟ ସହିତ କାର୍ଯ୍ୟ କରିବେ ତାହେଲେ ସମସ୍ତଙ୍କର ମନ ବଢ଼ିଆ କରି ପାରିବେ |

ଧନୁ ରାଶି: ଭାଗ୍ୟ ଭରସାରେ ବସନ୍ତୁ ନାହିଁ ଓ ନିଜର ସ୍ୱାସ୍ଥ୍ୟ ଵାଲା କରିବା ପାଇଁ ନିଜେ ହିଁ କଷ୍ଟ କରନ୍ତୁ, କାରଣ ହାତ ଉପରେ ହାଥ ପକେଇ ରଖିଲେ କିଛି ମିଳିବ ନାହିଁ | ଏବେ ସମୟ ଆସି ଯାଇଛିକି ଆପଣ ନିଜର ଓଜନ ନିୟନ୍ତ୍ରଣରେ ରଖନ୍ତୁ ଓ ସୁସ୍ତ ରହିବା ପାଇଁ ନିମାଟି ବ୍ୟମାର ସାହାଯ୍ୟ ନିଅନ୍ତୁ | ଆଜି ଦିନଟା-ଯାକ ଖାଲି ବସିକି ନଷ୍ଟ ନକରି ନିଜର ଅର୍ଥ ଅବସ୍ଥାରେ କେମିତି ଉନ୍ନତି ଆଣିବେ ତାହାର ଯୋଜନା କରନ୍ତୁ | ଭୁଲ କଥାକୁ ଭୁଲ ସମୟରେ କହିବାଠୁ ନିଜକୁ ରକ୍ଷା କରନ୍ତୁ | ଯେଉଁ ଲୋକ ମାନଙ୍କୁ ଆପଣ ପସନ୍ଦ କରନ୍ତି ତାଙ୍କୁ ପୀଡ଼ା ଦେବାଠୁ ନିଜକୁ ରକ୍ଷା କରନ୍ତୁ | ଗୁପ୍ତ ସମ୍ପର୍କ ଆପଣଙ୍କ ପ୍ରତିଷ୍ଠାକୁ ହାନି କରି ପାରେ | ଯେଉଁମାନେ ଘରୁ ଦୂରରେ ରହି କାମ କରୁଛନ୍ତି ସେମାନେ ସନ୍ଧ୍ୟାରେ କୌଣସି ପାର୍କ ବା ଶାନ୍ତ ଜାଗାରେ ସମୟ ଅତିବାହିତ କରିପାରନ୍ତି | ଜୀବନ-ସାଥୀ ଆଜି ଆପଣଙ୍କୁ ହୋଇ ପାରେ କି ରାଗରେ ଆପଣଙ୍କୁ ଜଣେଇବେ କି ଆପଣଙ୍କ ସହିତ ରହିବା ପାଇଁ ତାଙ୍କୁ କଣ-କଣ ଭୋଗିବାକୁ ପଡ଼ି ଥିଲା | ଆଜି ଆପଣ ଆପଣଙ୍କର ମାତାଙ୍କ ସହିତ ସମୟ କାଟିବାକୁ ପାଇପାରିବେ | ସେ ଆପଣଙ୍କୁ ଆପଣଙ୍କର ପିଲାଦିନର କୌଣସି କଥା କହିପାରନ୍ତି |

ମକର ରାଶି: ପୁରୁଣା ଯୋଜନାରେ ସଫଳତା ଆତ୍ମବିଶ୍ଵାସରେ ବୃଦ୍ଧି ଆଣିବ | ଯଦି ଆପଣ କୌଣସି ନିବେଶ କରିଛନ୍ତି , ଆଜି ସେ ନେଇ ଆପଣଙ୍କୁ ଆର୍ଥିକ କ୍ଷତି ହେବାର ସମ୍ଭାବନା ଅଛି | ନିଜ ପରିବାର ଲୋକଙ୍କ ସହିତ ରୁକ୍ଷ ବ୍ୟବହାର ନ କରନ୍ତୁ | ଏହା ପାରିବାରିକ ଶାନ୍ତି କୁ ଭଙ୍ଗ କରି ପାରେ | ଆଜି ଆପଣ ଓ ଆପଣଙ୍କ ପ୍ରିୟ ପ୍ରେମ ସମୁଦ୍ରରେ ବୁଡି ଯିବେ ଓ ଭଲ ପାଇବାର ଗଭୀରତା ଅନୁଭବ କରିବେ | ଆଜି ସନ୍ଧ୍ୟାରେ କୌଣସି ସହକର୍ମୀଙ୍କ ସହିତ ସମୟ କଟାଇପାରନ୍ତି | କିନ୍ତୁ ପରେ ଆପଣଙ୍କୁ ଏହା ଅଯଥା ସମୟ ନଷ୍ଟ ହେଲାପରି ଲାଗିପାରେ | ଆଜି ଆପଣଙ୍କୁ ଏମିତିଆ ଅନୁଭବ ହୋଇ ପାରେ କି ଆପଣଙ୍କ ଜୀବନସାଥୀ ଆପଣଙ୍କୁ ତଳକୁ କରିବାକୁ ଚେଷ୍ଟା କରୁଛନ୍ତି | ଯେତେ ପର୍ଯନ୍ତ ସମ୍ଭବ ଏହାକୁ ଅଦେଖା କରନ୍ତୁ | ଆଜି ସକାଳର ତାଜା ସୂର୍ଯ୍ୟ କିରଣ ଆପଣଙ୍କୁ ନୂଆ ଉର୍ଜା ପ୍ରଦାନ କରିବ |

କୁମ୍ଭ ରାଶି: ଖୁବ ସାରା ଆତ୍ମବିଶ୍ୱାସ ଓ ସହଜ କାମ ଯୋଗୁଁ ଆପଣଙ୍କୁ ଆରାମ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ | ଆଜି ଦିନସାରା ଧନର ଉତ୍ତମ ସଞ୍ଚାଳନ ହେବ ଓ ଦିନ ସମାପ୍ତ ହେବ ପରେ ଧନର ଉତ୍ତମ ସଞ୍ଚୟ ବି ହେବ | ଆପଣ ସବୁ ପାରିବାରିକ ଋଣ ସାରିବାରେ ସଫଳ ରହିବେ | ବ୍ୟକ୍ତିଗତ ପଥ ପ୍ରଦର୍ଶନ ଆପଣଙ୍କ ସଂପର୍କରେ ଉନ୍ନତି ଆଣିବ | ପରିବାରର ଆବଶ୍ୟକତା ପୂର୍ଣ୍ଣ କରିବାରେ ଆପଣ ନିଜ ବିଷୟ ରେ ଭାବିବା ଭୁଲି ଯାଇଛନ୍ତି |ଆଜି କିନ୍ତୁ ଆପଣ ନିଜପାଇଁ ସମୟ ବାହାର କରିପାରିବେ | ଆପଣଙ୍କ ଜୀବନ-ସାଥୀ ଅଜାଣତରେ କିଛି ଏମିତିଆ କାମ କରି ପାରନ୍ତି, ଯାହା ଆପଣ ଚାହିଁକୀ ବି ଭୁଲି ପାରୁ ନାହାନ୍ତି | କୌଣସି ଏମିତି ଲୋକ ସହିତ ସମୟ କାଟିବା,ଯାହାର ସହିତ ରହିବା ଆପଣଙ୍କୁ ପସନ୍ଦ ନଥିବା , ଆପଣଙ୍କ ବିରକ୍ତ ହେବାର କାରଣ ହୋଇ ପାରେ | ସେଥିପାଇଁ ଭାବି-ଚିନ୍ତିକି ବିଚାର କରନ୍ତୁକି ଆପଣ କାହା ସହିତ ବାହାରକୁ ଯାଉଛନ୍ତି |

ମୀନ ରାଶି: ଆଜି ଆପଣ ପୁରା ଉର୍ଜାରେ ଭରି ରହିବେ ଓ ଆପଣଙ୍କୁ ତାହାର ସବୁ କାମ ସାରିବା ପାଇଁ ପ୍ରୟୋଗ କରିବା ଉଚିତ | ଆଜି ଦିନସାରା ଧନର ଉତ୍ତମ ସଞ୍ଚାଳନ ହେବ ଓ ଦିନ ସମାପ୍ତ ହେବ ପରେ ଧନର ଉତ୍ତମ ସଞ୍ଚୟ ବି ହେବ | ଯଦି ଆପଣଙ୍କ ମନରେ ଚିନ୍ତା ଅଛି ତାହେଲେ କୌଣସି ବିଶ୍ୱସ୍ଥ ବନ୍ଧୁ ସହିତ କଥା ହୁଅନ୍ତୁ,ଏହା କଲେ ଆପଣଙ୍କ ହୃଦୟର ବୋଝ ହାଲୁକା ହୋଇ ଯିବ | ଆଜି ଆପଣ ନିଜର ପ୍ରିୟାର ଅନୂପସ୍ଥିତି ଅନୁଭବ କରିବେ | ଶରୀରକୁ ସୁସ୍ଥ ରଖିବା ପାଇଁ ଆଜି ଆପଣ ବହୁତ ଯୋଜନା କରିବେ କିନ୍ତୁ ଅନ୍ୟ ଦିନମାନଙ୍କ ଭଳି ସେମାନଙ୍କୁ କାର୍ଯ୍ୟକାରୀ କରିପାରିବେ ନାହିଁ | ବିରକ୍ତ ହେଉଥିବା ବୈବାହିକ ଜୀବନରେ କିଛି କୌତୁହଳଜନକ ଖୋଜିବାକୁ ଚେଷ୍ଟା କରନ୍ତୁ | ଆପଣଙ୍କ ଗୁନାହିଁ ଆଜି ଆପଣଙ୍କୁ ଅନ୍ୟମାନଙ୍କର ପ୍ରସଂଶା ର ପାତ୍ର କରିବ |