ଶ୍ରୀ ଶ୍ରୀ ଜଗନ୍ନାଥ ନାମ ସଂ କିର୍ତ୍ତନ ର ଶୋଭାଯାତ୍ରା ଓ ବୈଠକ

ଢେଙ୍କାନାଳ,(ଶୁଭମ ପାଣି): ଶ୍ରୀ ଶ୍ରୀ ଜଗନ୍ନାଥ ନାମ ସଂକିର୍ତ୍ତିନ ଓଡିଶା ପରିଷଦ ପକ୍ଷରୁ ଅଳସୁଆ ହାଟ ପଡ଼ିଆ ଠାରୁ ୧୬/୦୬ ଦିନ ସକାଳ ୮ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା ର ସମସ୍ତେ ୮ ଗୋଟି ବ୍ଲକ ଓ ମୁନିସପାଲଟି ଅଞ୍ଚଳର ୧୫୦ କିର୍ତ୍ତିନ ମଣ୍ଡଳି ଗଣ ଏକତ୍ରିତ ହୋଇ ଶୋଭାଯାତ୍ରାରେ ବାହାରି ଥିଲେ ।

https://biplabnews.com/wp-content/uploads/2022/06/WhatsApp-Video-2022-06-16-at-9.59.30-PM.mp4

ସେମାନେ ପ୍ରଥମେ ପଦ୍ମ ବାଜାର , ରାଧାକୃଷ୍ଣ ବଜାର ଶାସନ ଛକ, ବାଜି ଚୈକି, ପୁରୁଣା ବସଷ୍ଟାଣ୍ଡ ଓ ଲକ୍ଷ୍ମୀ ବଜାର ମହାବିର ବଜାର ଦେଇ ଶେଷରେ ମୁନିସପାଲଟି ନିକଟସ୍ତ ପୁରୁଣା ଜିଲ୍ଲାପରିଷଦ ହଲଠାରେ ଦିବା ୧୧ ଟା ସମୟରେ ପହଞ୍ଚିଥିଲେ ।

https://biplabnews.com/wp-content/uploads/2022/06/WhatsApp-Video-2022-06-16-at-9.59.31-PM.mp4

ସେଠାରେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା । ସେଠାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଙ୍କୁ ସ୍ଵାଗତ କରିଥିଲେ ।ସେଠାରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତା ପ୍ରିୟମ୍ବଦା ବେହେରା । ସମ୍ମାନୀୟ ଅତିଥି ରାଜ୍ୟ କଳା ସଂସ୍କୃତି ଜୟନ୍ତ କୁମାର ସାହୁ। ଓଡ଼ିଶା କଳା ସଂସ୍କୃତି ଅବନୀ କୁମାର ମିଶ୍ର , ଜିଲ୍ଲା କୃଷି ଅଧିକାରୀ ଅଶୁମାନ ପଟ୍ଟନାୟକ ଓ ଶ୍ରୀ ଶ୍ରୀ ଜଗନ୍ନାଥ ପରିଷଦର ଓଡ଼ିଶା ସମ୍ପାଦକ ଶ୍ରୀଯୁକ୍ତ ବିପ୍ରବର ସାହୁ, ଜିଲ୍ଲା ସଭାପତି ବିପିନି ବିହାରି ଦାସ, ଉପ ସଭାପତି ମମତା ସ୍ଵାଇଁ, ବରିଷ୍ଠ ଉପ ସଭାପତି ଭାରତ ସ୍ଵାଇଁ, ମୁନିସିପାଲିଟି ସଂପାଦକ ବିଷ୍ଣୁଚରଣ ସାହୁ ଯୋଗ ଦେଇଥିଲେ। ଜିଲ୍ଲା ପାଳ କହିଥିଲେ ଯେ କାର୍ଯ୍ୟାଳୟ ପାଇଁ ଶ୍ରୀ ଶ୍ରୀ ଜଗନ୍ନାଥ ପରିଷଦର ସଭ୍ୟମାନଙ୍କ ପାଇଁ ଜାଗା ଯୋଗାଇ ଦିଆଯିବ…

https://biplabnews.com/wp-content/uploads/2022/06/WhatsApp-Video-2022-06-16-at-9.59.43-PM.mp4