ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଭଜନ ସଂନ୍ଧ୍ୟା

ଢେଙ୍କାନାଳ,(ଶୂଭମ ପାଣି) ଢେଙ୍କାନାଳ ସିଦ୍ଧ ବଳଦେବ ଜିଉ ଙ୍କ ମନ୍ଦିର ପ୍ରାଙ୍ଗଣର ଦେବସ୍ନାନ ପୂର୍ଣ୍ଣିମା ଥିବାରୁ ଭଜନ ମଣ୍ଡପ ଠାରେ ବଳଦେବ ଜିଉ ଭଜନ ସନ୍ଧ୍ୟା ପକ୍ଷରୁ ଭଜନ ପରିବେଶଣ କରାଯାଇଥିଲା । କଣ୍ଠ ଶିଳ୍ପି ମାନସ, ଗଦ୍ଧର୍ବ ସେଠୀ ,ରାଜକିଶୋର ମହାପାତ୍ର, ସରୋଜ ପ୍ରଧାନ, ସତ୍ୟା ନଦ ନାୟକ, ପ୍ରଦ୍ୟୁନ ବରାଳ, ବାଦ୍ୟରେ ଲକ୍ଷ୍ମିଧର ରବି ଓ ସାଥିମାନେ ବାଦ୍ୟ ପରିବେଶଣ କରିଥିଲେ ଓ ପରିଚାଳନା କରିଥିଲେ ଅଶୋକ ସ୍ଵାଇଁ, ଏହି ଭଜନ ସମାରୋହରେ ଅବିନାଶ ମହାନ୍ତି କାଳିଆ ତୋ କଳା କଳା , ରାଜିବ ଲୋଚନା ଓ ମାନସ ଟୁଲରେ କହ୍ଲେଇ ଝୁଲ , ଇନ୍ଦ୍ରାଣି ପ୍ରିୟଦଶିନି ଜନମି ଥିଲି ମୁଁ ଶ୍ରୀଗୁଣ୍ଡିଚା ବେଳେ ,ପଭାକର ମିଶ୍ର ଆସ ଆସ ମୋର, ଅବନି ବରାଳ ଜଗବନ୍ଧୁ ହେ ତୁମେ ଜଗା କାଳିଆ , ରାଜିବ ଲୋଚନ ନାୟକ ଓ ମାନସ ଶରଣ ଦେ କି ମରଣ ଦେ ପରିବେଶଣ କରିଥିଲେ ।

https://biplabnews.com/wp-content/uploads/2022/06/WhatsApp-Video-2022-06-15-at-4.40.31-PM.mp4