ନୂଆଦିଲ୍ଲୀ: ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥଗିତ ରହିଲା ଜେଇଇ ମେନ୍ ପରୀକ୍ଷା। ଆସନ୍ତା ଏପ୍ରିଲରେ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ସ୍ଥଗିତ ରଖା ଯାଇଛି। ଚଳିତ ମାସ ୨୭ ଓ ୨୮ ଏବଂ ୩୦ ତାରିଖରେ ହେବାକୁ ଥିଲା ପରୀକ୍ଷା । କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ପରୀକ୍ଷା ସ୍ଥଗିତ ରଖିଲା ଏନଟିଏ। ପରୀକ୍ଷାର ୧୫ ଦିନ ଆଗରୁ ଘୋଷଣା ହେବ ପରୀକ୍ଷାର ପରବର୍ତ୍ତି ତାରିଖ।