ଉଲୁଣ୍ଡ,(ଚୈତନ୍ୟ ଭୁକ୍ତା):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆ ପାଲି ପଂଚାୟତ ପୁଲେଶ୍ୱର ଗ୍ରାମ ରେ ହେଉ ଥିବା ଶ୍ରୀ ରାମଲୀଳା ମହୋତ୍ସବ ଚଳିତ ବର୍ଷ 56ବର୍ଷ ରେ ପହଞ୍ଚିଛି |ଶ୍ରୀ ରାମ ନବମୀ ଠାରୁ ଗ୍ରାମ ରେ ଏ କ ଆଧ୍ୟାତ୍ମିକ ପରିବେଶ ଅନୁଭତ ହୋଇ ଛି 14ଦିନ ଧରି ହେବାକୁ ଥିବା ଉକ୍ତ ଶ୍ରୀ ରାମ ନବମୀ ମହୋତ୍ସବ ରେ ପ୍ରତ୍ୟହ ରାତ୍ରି ରେ ପରିବେଶଷଣ ହେଉଛି ଶ୍ରୀ ରାମ ଲୀଳା ନାଟକ|ଏହା ଦେଖିବାକୁ ପ୍ରତ୍ୟହ ଶତାଧିକ ଦର୍ଶକ ସମାଗମ ହେଉଛି |ସର୍ବସମ୍ମତି କ୍ରମେ ଗଠିତ ହୋଇଛି ଏକ ପରିଚାଳନା |ଏଥିରେ ନେପାଳ ଚନ୍ଦ୍ର ମହାକୁର, ସଭାପତି, ହେମ ସାଗର ବାରିକ ଙ୍କୁ ସମ୍ପାଦକ ଚୟନ କରା଼ଯ|ଇଛି। ଏହା ସହିତ ପଲସ୍ତି ଖୁଣ୍ଟିଆ, ଶୁକଦେବ ନାଏକ, ଶ୍ୟାମ ସୁନ୍ଦର ମିଶ୍ର, ଖିରୋଦ ରାଜହଁସ, ଓ ଶିବ କର୍ମୀ ଙ୍କୁ ମହାଉତ୍ସବ ପରିଚାଲନା କମିଟି ପ୍ରମୁଖ ସଦଶ୍ୟ ଭାବେ ମନୋନୀତ କରା ଯ|ଇ ଛି ଗ୍ରାମ ର ପ୍ରାୟ ଶହେ ରୁ ଅଧିକ ବ୍ରତ ଧାରୀ ନିଷ୍ଠା ଓ କାଷ୍ଠା ର ସହିତ ପୂଜାଚର୍ନାକରୁଛନ୍ତି ଭୋଗ ଲାଗିଲା ପରେ ସାମୂହିକ ପ୍ରସାଦ କରାଯାଇଛି। ପ୍ରତେହ ସନ୍ଧ୍ୟ ରେ ଆଳତି ସହିତ ଗ୍ରାମ ର ଭଗବତ ନାଟ୍ୟ କଳା ପରିଷଦଦ୍ୱାରା ରାତି ରେ ଶ୍ରୀ ରାମ ଲୀଳା ନାଟକ ପରିବେଶଣ କରାଯ|ଇଛି |ଗୁରୁ ବାର ରାତ୍ରି ରେ ସୀତା ଚୋରି ଲୀଳା ନାଟକ ପରିବେଷଣ ହେଇଯ|ଇଛି।ରାମ ଭୂମିକା ରେ ବିନୋଦ ଖୁଣ୍ଟିଆ, ଲଷ୍ମଣ ସତ୍ୟ ନାରୟଣ ଖେତୀ, ସୀତା ଗୋପାଳ ବାରିକ, ଦଶରଥ ଶୁକଦେବ ନାଏକ, ରାବଣ ଭୂମିକା ରେ ଲବ ରାଜ ହଁସ ଅଭିନୟ କରିଛନ୍ତି |ନାଟ୍ୟ ଗୁରୁ ଓ ଲେଖକ ସୌମିତ୍ରୀ କର୍ଣ୍ଣନି ଧ୍ୟ ଶ ନା ରେ ନାଟ୍ୟ ପରିବେଷଣ କରା ଯ |ଇ ଛି ଶ୍ରୀ ରାମ ଲୀଳା ସମୟ ରେ ଗ୍ରାମ ରେ ନିଶା ଦ୍ରବ୍ୟ ବ୍ୟବହାର ଓ ଆମିଷ ଭକ୍ଷଣ ଗ୍ରାମ କମିଟି ନିସ୍ୱତୀ କ୍ରମେ ସଂପୂଣ୍ଣ ବନ୍ଦ କରାଯାଇଛି।