ଢେଙ୍କାନାଳ,୧୪.୦୩(ଶୁଭମ ପାଣି):ଗଁଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଡିଗ୍ରୀ ମହାବିଦ୍ୟାଳୟରେ ଏଡିଆର ଓ ଓଡିଶ ଡିଶା ଇଲେକ୍ସନ ଓ୍ବାଚ ପକ୍ଷରୁ ଯୁବ ଭୋଟରଙ୍କ ପାଇଁ ମୋ ଭୋଟ ମୋ ଦେଶ ଭୋଟର ସଚେତନା କାର୍ଯ୍ୟକ୍ରମ କ୍ରମ ଅନୁସ୍ଥିତ ହୋଇଯାଇ ଅଛି । ମୁକ୍ଷ ଅତିଥୀ ଭାବରେ ସମାଜ ସେବୀ କୈଳାଶ ଚନ୍ଦ୍ର ରାଉତ ସମ୍ମାନିତ ଅତିଥୀ ଭାବ ବରେ ମବାବିଦ୍ୟାଳୟର ଓଡିଆ ଅଧ୍ୟାପକ ଦିପ୍ତିରଞ୍ଜନ ମହାଳିକ, ଇବେ କୋନମିକ ଅଧ୍ୟାପକ ପଙ୍କ ।ଙ୍କଜ କୁମାର ସାହୁ,ରଞ୍ଜନ କୁମାର ସାହୁ ଏବଂ ନ୍ୟୁ ଇଣ୍ଡିଆ ସମ୍ପାଦକ ତଥା ଓଡି ଡିଶା ଇଲେକ୍ସନ ୱାଚ୍ ଢେଙ୍କାନାଳ ସଂଯୋଜକ ଶେଷଦେବ ରାଉତ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ସ୍ବାଧୀନ ନିରପେକ୍ଷ ଭାବରେ କୌଣସି ଚାପର ବସବର୍ତ୍ତୀ ନ ହୋଇ ନିଜର ଭୋଟ ଦେବା ଉଚିତ । ନୂତନ ତନ ତଥା ଯୁବ ଭୋଟର ମାନେ ଯେପରି ମତଦାତାରୁ ନିବୃତ ନ ହେବେ ସମସ୍ତେ ଭଲ ନେତା ବାଛିବେ ଏବଂ ଯେଉଁ ମାନଙ୍କ ବୟସ 18 ବର୍ଷରୁ ଉର୍ଦ୍ଦ ସେମାନେ କିପରି ନିଜନିଜର ଭୋଟର ଟର ଲିଷ୍ଟ ରେ ନାମ ପଞ୍ଜିକରଣ କରିବେ ଫର୍ମ-6 ଭରି ସେ ଉପରେ ବିଷ୍ଣୁ ତ ଆଲୋଚନା କରାଗଲା ଏବଂ ଯୁବ ଭୋଟର ମାନେ ନିଜେ ଭୋଟ ଦେବା ସହ ଅନ୍ୟ ମାନେ କିପରି ଭୋଟ ଦେଇ ଯିବେ ସେ ଉପରେ ସବିସେଶ ଆଲୋଚନା କରାଗଲା । ସର୍ବସେଶରେ ନ୍ୟୁ ଇଣ୍ଡିଆ ଅନିଷ୍ଠାନର ପ୍ରକଳ୍ପ ସଂଯୋଯକ ସଞ୍ଜୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।