ଆମ ହସ୍ପିଟାଲ କୁ ଆଭାସି ମାଧ୍ୟମ ରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ।

ଆଠମଲ୍ଲିକ,(ବୁଲୁ ଦଳେଇ):ସାରା ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪୦ଟି ମେଡିକାଲ କୁ ରୂପାନ୍ତରିତ କରି ଆମ ହସ୍ପିଟାଲ ରେ 5 ଟି ମାଧ୍ୟମ ରେ ପରିଣତ କରିଛନ୍ତି। ସେହି କ୍ରମରେ ଆଜି 5 ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭସି ମାଧ୍ୟମ ରେ ଆଠମଲ୍ଲିକ ଉପ ଖଣ୍ଡ ଡାକ୍ତର ଖାନକୁ ଆମ ହସ୍ପିଟାଲ ଭାବରେ ଲୋକାର୍ପିତ କରିଛନ୍ତି। ଏହି କାର୍ଯ୍ୟ କ୍ରମରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ଅନୁଗୁଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ମେଡିକାଲ ର ଏସ ଡି ଏମ ଓ ଅଶୋକ କୁମାର ମଲ୍ଲିକ, ତହସିଲଦାର ଶ୍ରୀ ସାହୁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉପ ଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଜିତ୍ କୁମାର ଭୋଇ, ସମସ୍ତ ଡାକ୍ତର, କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

https://biplabnews.com/wp-content/uploads/2024/02/WhatsApp-Video-2024-02-27-at-12.48.41_a5121990.mp4