ରାୟଗଡା,(ଅମୁଲ୍ୟ ନିଶଙ୍କ):-ପ୍ରେସ ୟୁନିୟନ ରାୟଗଡ଼ା ର ୮ମ ତମ ବାର୍ଷିକ ଉତ୍ସବ ରାୟଗଡ଼ା ସହର ତେଜସ୍ଵୀ ହୋଟେଲରେ ଉନିୟୁନ ସଭାପତି ମାଉଡି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୂଖ୍ୟ ଅତିଥି ଭାବେ ଦୈନିକ ଖବର କାଗଜ ସମ୍ପାଦକ ନବୀନ ଦାସ,ସନମାନୀୟ ଅତିଥି ଭାବେ ନୂଆଁ ଦିଲ୍ଲୀ ସ୍ଥିତ ବ୍ରହ୍ମ କୁମାରୀ ମିଡ଼ିଆ ସେଲ୍ ଜାତୀୟ ପ୍ରବକ୍ତା ବିକେ. ସୁଶାନ୍ତ ଦେହୁରି,ମୁଖ୍ୟବକ୍ତା ଭାବେ ଡ଼ ଅଜୟ କୁମାର ତ୍ରିପାଠୀ ଓ ପ୍ରେସ ୟୁନିୟନ ସାଧାରଣ ସମ୍ପାଦକ ଶିବାଜୀ ଦାଶ ମଞ୍ଚାସିନ ହୋଇଥିଲେ। ପ୍ରଥମେ ପ୍ରଭୁ ଜଗନ୍ନାଥ ଓ ମା ମଝିଘରିଆଣୀଙ୍କ ଫୋଟ ଚିତ୍ରକୁ ଦ୍ବୀପ ପ୍ରୋଜ୍ବୋଳନ କରିବା ପରେ ଅନୁଷ୍ଠାନର ସଭାପତି ସ୍ବାଗତ ଭାଷଣ ଦେଇଥିଲେଆଙ୍କର-ପ୍ରେସ ୟୁନିୟନ ରାୟଗଡ଼ା ର ୮ମ ତମ ବାର୍ଷିକ ଉତ୍ସବ ରାୟଗଡ଼ା ସହର ତେଜସ୍ଵୀ ହୋଟେଲରେ ଉନିୟୁନ ସଭାପତି ମାଉଡି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୂଖ୍ୟ ଅତିଥି ଭାବେ ଦୈନିକ ଖବର କାଗଜ ସମ୍ପାଦକ ନବୀନ ଦାସ,ସନମାନୀୟ ଅତିଥି ଭାବେ ନୂଆଁ ଦିଲ୍ଲୀ ସ୍ଥିତ ବ୍ରହ୍ମ କୁମାରୀ ମିଡ଼ିଆ ସେଲ୍ ଜାତୀୟ ପ୍ରବକ୍ତା ବିକେ. ସୁଶାନ୍ତ ଦେହୁରି,ମୁଖ୍ୟବକ୍ତା ଭାବେ ଡ଼ ଅଜୟ କୁମାର ତ୍ରିପାଠୀ ଓ ପ୍ରେସ ୟୁନିୟନ ସାଧାରଣ ସମ୍ପାଦକ ଶିବାଜୀ ଦାଶ ମଞ୍ଚାସିନ ହୋଇଥିଲେ। ପ୍ରଥମେ ପ୍ରଭୁ ଜଗନ୍ନାଥ ଓ ମା ମଝିଘରିଆଣୀଙ୍କ ଫୋଟ ଚିତ୍ରକୁ ଦ୍ବୀପ ପ୍ରୋଜ୍ବୋଳନ କରିବା ପରେ ଅନୁଷ୍ଠାନର ସଭାପତି ସ୍ବାଗତ ଭାଷଣ ଦେଇଥିଲେ।ସଂପାଦକୀୟ ବିବରଣୀ ସମ୍ପାଦକ ଶିବାଜୀ ଦାସ ପାଠ କରିବା ପରେ ଛତ୍ରପୁର ସ୍ଥିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗରେ ପ୍ରାଧ୍ୟାପକ ସନ୍ମାନୀତ ଅଥିତି ରୂପେ ଯୋଗଦେଇ ଗଠନ ମୂଳକ କାର୍ଯ୍ୟରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ।ନାଗ ଦଂଶନକୁ ଭୟ ନାହିଁ ପାଣିର ଗଭୀରତାକୁ ଖାତିର ନାହିଁ। ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତିରେ କାମ କରିବା ଜଣେ ସାମ୍ବାଦିକଙ୍କ ଆଭୂଷଣ ବୋଲି କହିଥିଲେ।ଅପର ପକ୍ଷରେ ପ୍ରଜାପିତା ବ୍ରମକୁମାରି ଅନୁଷ୍ଠାନର ଜାତୀୟ ପ୍ରବକ୍ତା ତଥା ମିଡ଼ିଆ ସେଲ୍ ସଂଯୋଜକ ଵିକେ ସୁଶାନ୍ତ ଦେହୁରୀ ମୂଖ୍ୟ ବକ୍ତା ରୂପେ ଯୋଗ ଦେଇ ଦିବ୍ୟ ଚେତନା ଓ ସାମ୍ବାଦିକତା ପରିପୂରକ।ଜଣେ ସାମ୍ବାଦିକ ନିଜ ଅନ୍ତର ଆତ୍ମାର ସ୍ବର ଉପସ୍ଥାପନା କଲେ ସମାଜରେ ସଂସ୍କାର ଆସିପାରିବ ନିର୍ଭୟ ଖବର କାଗଜ ସମ୍ପାଦକ ନବୀନ ଦାଶ ମୂଖ୍ୟ ଅତିଥି ରୂପେ ଯୋଗଦେଇ ମୁଁ କାହିଁକି ସାମ୍ୱାଦିକ ଟିଏ ହେଲି, ଉକ୍ତିରେ ନିଜ ଜୀବନର ଉଥାନ ଓ ପ୍ରତିବନ୍ଧକ ଉପରେ ଆଲୋକ ପାତ କରିଥଲେ। ଗାଁ ରାଜନୀତି ଓ ଗାଁ ବିକାଶ ତଥା କହି ଶାସନର କଥାକୁ ଗ୍ରହଣ କରୁନଥିବା ଗାଁ ଟିଏ କେତେ ଯେ ଉପେକ୍ଷିତ ସେ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ। ଟନେଲ୍ ସେପଟ ନିଶ୍ଚୟ ଆଲୋକ ଅଛି ବୋଲି କହିଥିଲେ। ଏହି ଅବସରର ନିଜ ବୃତିକୁ ସମ୍ମାନ ଦେଇ ଆସୁଥିବା ବରିଷ୍ଠ ନାଗରିକ ସଙ୍ଘର ସଭାପତୀ ବିନୋଦ ଚନ୍ଦ୍ର ପଣ୍ଡା, ବିଚ ରାସ୍ତାରେ ଠିଆ ହୋଇ ନିଷ୍ଠାର ସହିତ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ଗୃହରକ୍ଷୀ ଅଶୋକ କୁମାର ପାଢ଼ୀ ଓ ଜରା ଆଶ୍ରମ ପରିଚାଳନା କରୁଥିବା ଦମ୍ପତି ଗୁଣନିଧି ବାଉରି ଓ ଉଷାରାଣୀ ଶତପଥୀ ଙ୍କୁ ସମ୍ମାନିତ କରାଯାଇଥିଲା।କାର୍ଯକ୍ରମ ଶେଷରେ ୟୁନିୟନର କସା ଧକ୍ଷା ରଶ୍ମୀ ରଞ୍ଜନ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି, ବିଜେଡି ବରିଷ୍ଟ ସଂଘଠକ ୟାଲା.କୋଣ୍ଡା ବାବୁ ଓ ଜିଲ୍ଳାର ସମସ୍ତ ସାମ୍ୱାଦିକ, ବରିଷ୍ଠ ନାଗରିକ, ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଗଣ ଉପସ୍ଥିତ ଥିଲେ।
ରାୟଗଡାରୁ ବ୍ୟୁରୋ ଚିଫ୍ ପି. ଦିଲ୍ଲୀପ କୁମାରଙ୍କ ରିପୋର୍ଟ ଓଡ଼ିଶା ନିୟୁଜ୍ 27।ସଂପାଦକୀୟ ବିବରଣୀ ସମ୍ପାଦକ ଶିବାଜୀ ଦାସ ପାଠ କରିବା ପରେ ଛତ୍ରପୁର ସ୍ଥିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗରେ ପ୍ରାଧ୍ୟାପକ ସନ୍ମାନୀତ ଅଥିତି ରୂପେ ଯୋଗଦେଇ ଗଠନ ମୂଳକ କାର୍ଯ୍ୟରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ।ନାଗ ଦଂଶନକୁ ଭୟ ନାହିଁ ପାଣିର ଗଭୀରତାକୁ ଖାତିର ନାହିଁ। ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତିରେ କାମ କରିବା ଜଣେ ସାମ୍ବାଦିକଙ୍କ ଆଭୂଷଣ ବୋଲି କହିଥିଲେ।ଅପର ପକ୍ଷରେ ପ୍ରଜାପିତା ବ୍ରମକୁମାରି ଅନୁଷ୍ଠାନର ଜାତୀୟ ପ୍ରବକ୍ତା ତଥା ମିଡ଼ିଆ ସେଲ୍ ସଂଯୋଜକ ଵିକେ ସୁଶାନ୍ତ ଦେହୁରୀ ମୂଖ୍ୟ ବକ୍ତା ରୂପେ ଯୋଗ ଦେଇ ଦିବ୍ୟ ଚେତନା ଓ ସାମ୍ବାଦିକତା ପରିପୂରକ।ଜଣେ ସାମ୍ବାଦିକ ନିଜ ଅନ୍ତର ଆତ୍ମାର ସ୍ବର ଉପସ୍ଥାପନା କଲେ ସମାଜରେ ସଂସ୍କାର ଆସିପାରିବ ନିର୍ଭୟ ଖବର କାଗଜ ସମ୍ପାଦକ ନବୀନ ଦାଶ ମୂଖ୍ୟ ଅତିଥି ରୂପେ ଯୋଗଦେଇ ମୁଁ କାହିଁକି ସାମ୍ୱାଦିକ ଟିଏ ହେଲି, ଉକ୍ତିରେ ନିଜ ଜୀବନର ଉଥାନ ଓ ପ୍ରତିବନ୍ଧକ ଉପରେ ଆଲୋକ ପାତ କରିଥଲେ। ଗାଁ ରାଜନୀତି ଓ ଗାଁ ବିକାଶ ତଥା କହି ଶାସନର କଥାକୁ ଗ୍ରହଣ କରୁନଥିବା ଗାଁ ଟିଏ କେତେ ଯେ ଉପେକ୍ଷିତ ସେ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ। ଟନେଲ୍ ସେପଟ ନିଶ୍ଚୟ ଆଲୋକ ଅଛି ବୋଲି କହିଥିଲେ। ଏହି ଅବସରର ନିଜ ବୃତିକୁ ସମ୍ମାନ ଦେଇ ଆସୁଥିବା ବରିଷ୍ଠ ନାଗରିକ ସଙ୍ଘର ସଭାପତୀ ବିନୋଦ ଚନ୍ଦ୍ର ପଣ୍ଡା, ବିଚ ରାସ୍ତାରେ ଠିଆ ହୋଇ ନିଷ୍ଠାର ସହିତ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ଗୃହରକ୍ଷୀ ଅଶୋକ କୁମାର ପାଢ଼ୀ ଓ ଜରା ଆଶ୍ରମ ପରିଚାଳନା କରୁଥିବା ଦମ୍ପତି ଗୁଣନିଧି ବାଉରି ଓ ଉଷାରାଣୀ ଶତପଥୀ ଙ୍କୁ ସମ୍ମାନିତ କରାଯାଇଥିଲା।କାର୍ଯକ୍ରମ ଶେଷରେ ୟୁନିୟନର କସା ଧକ୍ଷା ରଶ୍ମୀ ରଞ୍ଜନ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି, ବିଜେଡି ବରିଷ୍ଟ ସଂଘଠକ ୟାଲା.କୋଣ୍ଡା ବାବୁ ଓ ଜିଲ୍ଳାର ସମସ୍ତ ସାମ୍ୱାଦିକ, ବରିଷ୍ଠ ନାଗରିକ, ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଗଣ ଉପସ୍ଥିତ ଥିଲେ।