ରାୟାଗଡା ଜ଼ିଲ୍ଲା ଗସ୍ତରେ ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର

ରାୟଗଡା,(ଅମୁଲ୍ୟ ନିଶ): ଗତ କାଲି 05/12/2923 ଠାରୁ 08/122023 ପର୍ଯ୍ୟନ୍ତ ରାୟଗଡା ଜିଲ୍ଲା କୁ 4 ଦିନିଆ ଗ୍ରସ୍ତ ରେ ଆସି ଛନ୍ତି ମିଶନ ଶକ୍ତି ରାଜ୍ୟ ଉପଦେଷ୍ଟା ଶ୍ରୀମତୀ ଲୋପl ମୁଦ୍ରା ବକ୍ସି ପାତ୍ର ଅପl ସର୍କିଟ ହାଉସରେ ତାଙ୍କୁ ସାକ୍ଷାତ କରି ସ୍ଵାଗତ ଜଣେଇ ଥିଲେ ରାୟଗଡା ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଶ୍ରୀମତୀ ଅନୁସାୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ,ରାୟଗଡା ମୁନିସିପାଲଟି ଭାଇସ ଚେୟାର ମେନ ଶ୍ରୀମତୀ ଶୁଭ୍ରା ପଣ୍ଡା, ଜିଲ୍ଲା ବିଜୁ ମହିଳା ସଭାନେତ୍ରୀ ଶର୍ମିଷ୍ଠା ପାଢି , ରାଜ୍ୟ ବିଜୁ ମହିଳା ଉପସଭା ନେତ୍ରୀ ଶ୍ରୀମତୀ ସୁଜାତା ପାଳ,ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦିକା ମଇନା ଆଚାର୍ଯ୍ଯ, ଓ ବିଜୁ ଜନତା ଦଳ ମହିଳା କାର୍ଯ୍ୟକର୍ତ୍ତା l ରାୟଗଡା ଜିଲ୍ଲା ସମସ୍ତ ବ୍ଲକ ଗ୍ରସ୍ତ ର ପ୍ରଥମ ଦିନରେ ପଦ୍ମପୁର, ଗୁଣୁପୁର ଓ ରାମନାଗୁଡ଼ା ବ୍ଲକ ର ବିଭିନ୍ନ ପଂଚାୟତ ଗସ୍ତ କରିବ ମିଶନ ଶକ୍ତି ର କାର୍ଯ୍ୟକ୍ରମ ରେ ଯୋଗଦାନ କରି ରାୟଗଡା ର ପହଂଚିଥିଲେ l 06/12/2023 ଦ୍ୱତୀୟ ଦିନ ରେ କୋଲନୋରବ, ବିଷମକଟକ ଓ ମୁନିଗୁଡା ବ୍ଲକ 07/12/2023:ତୃତୀୟ ଦିନରେ ରାୟଗଡା, କଲ୍ୟାଣସିଂପୁର ଓ କାଶୀପୁର ବ୍ଲକ 08/12/2023 ଚତୁର୍ଥ ଦିନରେ ଗୁଡାରି ବ୍ଲକ ଗସ୍ତର କାର୍ଯ୍ୟକ୍ରମ ରହିଛି lମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କ ପାଇଁ ସବୁ ବେଳେ ଚିନ୍ତା କରନ୍ତି ମହିଳା ମାନେ କିପରି ସଶକ୍ତ ହେବେ ସେଇଥି ପାଇଁ ମିଶନ ଶକ୍ତି 2000 ମସିହା ରେ ଆରମ୍ଭ କରି ଥିଲେ ମିଶନ ଶକ୍ତି ଦୂରl ଆଜି ମହିଳା ମାନେ ନିଜର ପରିଚୟ ଦେଶ ବିଦେଶ ରେ ସୃଷ୍ଟି କରିପାରିଛନ୍ତି ବୋଲି ରାଜ୍ୟ ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର କହିଥିଲେ l